Browsing Tag

jayapatana news

ବିକାଶ କ୍ଷେତ୍ରରେ ଶିକ୍ଷା ଅପରିହାର୍ଯ୍ୟ : ଦୁଇଟି ସ୍ଥାନରେ ଗୋଦାବରୀଶ ମିଶ୍ର ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ

ଜୟପାଟଣା, (ଶେଷଦେବ ବେହେରା) : ଗୁଣାତ୍ମକ ଶିକ୍ଷାର ବିକାଶକୁ ପ୍ରାଧାନ୍ୟ ଦେଇ ସମଗ୍ର ଓଡ଼ିଶାରେ ଆରମ୍ଭ ହୋଇଥିବା ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଭର୍ଚ୍ଚୁଆଲ ମାଧ୍ୟମରେ ଭିତ୍ତି ପ୍ରସ୍ତର ସ୍ଥାପନ ଉତ୍ସବ ସମ୍ପନ୍ନ ହୋଇଯାଇଛି…
Read More...

ଆବାସିକ ଘରେ ପୋଲିସର ଚଢ଼ାଉ, ୧୦ କାର୍ଟୁନ୍ ବାଣ ଜବତ

ଜୟପାଟଣା, (ଶେଷଦେବ ବେହେରା) : ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଆଜି ଜୟପାଟଣାର ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ବଡ଼ଧରଣର ଚଢ଼ାଉ କରାଯାଇଛି। ଏହି ଚଢ଼ାଉ ସମୟରେ ଜୟପାଟଣାର ବାସିନ୍ଦା ବଜରଙ୍ଗ ଅଗ୍ରୱାଲଙ୍କ ବାସଭବନରେ ପୋଲିସ ଚଢ଼ାଉ କରିଥିଲା । ଆବାସିକ ଅଞ୍ଚଳରେ ବେଆଇନ ଭାବେ ବାଣ…
Read More...

ୟୁଜିସି ବିଲ୍‌ ବିରୋଧରେ ବ୍ରାହ୍ମଣ ସମାଜର ଦାବୀପତ୍ର

ଜୟପାଟଣା, (ଶେଷଦେବ ବେହେରା) : କେନ୍ଦ୍ର ସରକାରଙ୍କ ପ୍ରଣୀତ ନୂତନ ୟୁଜିସି ବିଲକୁ ବିରୋଧ କରି ଜୟପାଟଣା ଆଞ୍ଚଳିକ ବ୍ରାହ୍ମଣ ସମାଜ ନିଜର ବିରୋଧ ପ୍ରକାଶ କରିବା ସହ ଜୟପାଟଣା କିଶୋରପଡା ସ୍ଥିତ ରାସମଣ୍ଡପ ପରିସରରେ ଏକ ପ୍ରତିବାଦ ସଭା ଆୟୋଜନ କରଯାଇଥିଲା । ସେଠାରୁ ସମସ୍ତେ ଏକ ପଟୁଆରରେ…
Read More...

ଉଦଯାପିତ ହେଲା ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଖଲିଆଭଟା ଏସ୍‌ଏସ୍‌ଡି ବିଦ୍ୟାଳୟ ରଙ୍ଗମଞ୍ଚରେ ମହା ସମାରୋହରେ ଉଦଯାପିତ ହୋଇଯାଇଛି । ଏହି ଅବସରରେ ୧୨ଟି କ୍ଲଷ୍ଟରର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରିବା ସହିତ ସମସ୍ତ କ୍ଲୁଷ୍ଟରର…
Read More...

ଜୟପାଟଣାରେ ମାଆ ଗଜଲକ୍ଷ୍ମୀଙ୍କ ପୂଜା ଅନୁଷ୍ଠିତ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ସହରର ମହାବୀରପଡା ଠାରେ ମାଆ ଗଜଲକ୍ଷ୍ମୀଙ୍କ ପୂଜନୋତ୍ସବ ମହାସମାରୋହରେ ସମ୍ପନ୍ନ ହୋଇଯାଇଛି । ଚଳିତ ବର୍ଷ ପାଇଁ ଗତ ଶନିବାର ଦିନ ପବିତ୍ର ଜଳାଶୟରୁ ପୂଜାର୍ଚ୍ଚନା ପୂର୍ବକ ଏକ ବିଶାଳ କଳସ ଯାତ୍ରାରେ ପବିତ୍ର ଜଳ ଆଣିବା ପରେ ଅଧିବାସ କର୍ମ ଆରମ୍ଭ…
Read More...

ବନ୍ୟା ପରେ ବାତ୍ୟା ଅର୍ଣ୍ଣବର ଭୟ : ଇନ୍ଦ୍ରାବତୀରୁ ଛଡ଼ା ହେଲା ୨୭୫୩କୁମେକ୍ସ ପାଣି

ଜୟପାଟଣା, (ଶେଷଦେବ ବେହେରା) : କଳାହାଣ୍ଡି ଜିଲ୍ଳାର ବିକାଶ ପାଇଁ ଇନ୍ଦ୍ରାବତୀ ପ୍ରକଳ୍ପର ଅତୁଳନୀୟ ଅବଦାନ ରହି ଆସିଥିବା ବେଳେ ପ୍ରକଳ୍ପର ପରିଚାଳନା ଓ ସୁରକ୍ଷା ବ୍ୟବସ୍ଥାକୁ ନେଇ ସ୍ଥାନୀୟ ଜନସାଧାରଣ ସବୁବେଳେ ସଚେତନ ରହିଥିବାର ଦେଖିବାକୁ ମିଳିଥାଏ । କିନ୍ତୁ ଗତ ସେପ୍ଟେମ୍ବର ମାସର…
Read More...

ମାଟି ଓଦା କରି ଅପସରି ଗଲା ବାତ୍ୟା ଅର୍ଣ୍ଣବ

ଜୟପାଟଣା ଅଞ୍ଚଳରେ ୨୦ମିଲି ମିଟର ccବର୍ଷା ଜୟପାଟଣା, (ଶେଷଦେବ ବେହେରା) : ବାତ୍ୟା ଅର୍ଣ୍ଣବ ପାଇଁ ପ୍ରଶାସନିକ ପ୍ରସ୍ତୁତି ଓ ପ୍ରଚାର ପ୍ରସାର ସାଧାରଣ ଜନତାଙ୍କୁ ଏକ ଅହେତୁକ ଆଶଙ୍କା ମଧ୍ୟରେ ଦୁଇଦିନ ବିତାଇବାକୁ ପଡ଼ିଲା । ମହାବାତ୍ୟାକୁ ନଜରରେ ରଖି ବର୍ତ୍ତମାନ ପାଇଁ ସରକାରଙ୍କ…
Read More...

ଭାଲୁ ଆକ୍ରମଣରେ ମହିଳା ଗୁରୁତର

ଜୟପାଟଣା, (ଶେଷଦେବ ବେହେରା) : ଗତ ଶନିବାର ଦିନ ପୂର୍ବାହ୍ନରେ ଛେଳି ଚରାଇବା ପାଇଁ ଯାଇଥିବା ବେଳେ ଜଣେ ମହିଳାଙ୍କ ଉପରେ ଦୁଇଟି ଭାଲୁ ଅତର୍କିତ ଆକ୍ରମଣ କରି ମୁଣ୍ଡ ଉପରେ ଶକ୍ତ ଆଘାତ ଆଣିଥିବା ବେଳେ ସଂପୃକ୍ତ ମହିଳାଙ୍କୁ ଗ୍ରାମବାସୀମାନେ ମରଣ ମୁଁହରୁ ଉଦ୍ଧାର କରିଥିବା ସୁଚନା ମିଳିଛି ।…
Read More...

ଜୟପାଟଣାରେ ବିଜୟା ଦଶମୀରେ ବିରାଟ ଶୋଭାଯାତ୍ରା, ପାଇକ ଆଖଡ଼ାରେ ପ୍ରଦର୍ଶିତ ହେଲା ବୀରତ୍ୱର କଳା

ଜୟପାଟଣା, (ଶେଷଦେବ ବେହେରା) : ପବିତ୍ର ବିଜୟା ଦଶମୀ ଅବସରରେ ଜୟପାଟଣାରେ ଦେଖିବାକୁ ମିଳିଥିଲା ବୀରତ୍ୱ, ପରମ୍ପରା ଓ ସଂସ୍କୃତିର ଅନନ୍ୟ ସମନ୍ୱୟ । ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଯୁବ କ୍ଷତ୍ରୀୟ ପାଇକ ସଂଗଠନ, ଜୟପାଟଣା ପକ୍ଷରୁ ଏକ ବିରାଟ ଶୋଭାଯାତ୍ରା ଆୟୋଜିତ ହୋଇ ନଗର ପରିକ୍ରମା…
Read More...

ମା’ ଡୋକରୀଙ୍କ ମହା ଅଷ୍ଟମୀ ପୂଜା

ଚଳଚଞ୍ଚଳ ଶକ୍ତି ପୀଠ ଜୟପାଟଣା, (ଶେଷଦେବ ବେହରା) : ନାଗ ବଂଶର ଉତ୍ତରାଧିକାରୀଙ୍କ ଦ୍ୱାରା ପୂଜା ପାଇଁ ସାମଗ୍ରିକ ମହୁଲପାଟ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ଭାବରେ ବିଶ୍ଵାସର କେନ୍ଦ୍ରବିନ୍ଦୁ ପାଲଟି ଥିବା ବାଉଁଶ ବଣର ଦେବୀ ମା' ଡୋକରୀଙ୍କ ମହା ଅଷ୍ଟମୀ ପୂଜା ପାଇଁ ପ୍ରସ୍ତୁତି ଚୁଡାନ୍ତ…
Read More...