Browsing Tag

jayapatana news

ଜୟପାଟଣା ଠାରେ ମା’ ଡୋକରୀଙ୍କ ମଣ୍ଡେଇ ପର୍ବ

ଜୟପାଟଣା, (ଶେଷଦେବ ବେହେରା : ଜୟପାଟଣା ସହର ସ୍ଥିତ ମା' ଡୋକରୀ ଦେବୀଙ୍କ ଶକ୍ତିପୀଠ ଠାରେ ଚଳିତ ବର୍ଷର କୃଷି ଭିତ୍ତିକ ମଣ୍ଡେଇ ପର୍ବ ଅନୁଷ୍ଠିତ ହୋଇଯାଇଛି । ବର୍ଷ ବର୍ଷ ଧରି କୃଷି କର୍ମ ଉପରେ ନିର୍ଭର ସହ ନିଜକୁ ସମର୍ପିତ କରିଥିବା କୃଷକ ଓ କୃଷି କର୍ମୀ ପରିବାର ନିମନ୍ତେ ଶ୍ରଦ୍ଧା ଓ
Read More...

ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଶାନ୍ତ ପଣ୍ଡାଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ ଖଲିଆଭଟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଭାର ପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରଶାନ୍ତ କୁମାର ପଣ୍ଡାଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଭବ୍ୟ ଆୟୋଜନ ମଧ୍ୟରେ ସମ୍ପନ୍ନ ହୋଇଯାଇଛି । ଛାତ୍ର ଜୀବନରୁ ସଂସ୍କାରକୁ ପାଥେୟ କରି ଏକ
Read More...

ମାଆ ମାଉଳି ଷଷ୍ଠ ଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ କାଦୋପଦର ଗ୍ରାମରେ ଷଷ୍ଠ ଦିବସୀୟ ମାଆ ମାଉଲି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୧୬ଟି ଦଳ ଅଂଶ ଗ୍ରହଣ କରି ଆୟୋଜକ ରାଧା ମାଧବ ଯୁବ ଅନୁଷ୍ଠାନର ପରିଚାଳନା ବ୍ୟବସ୍ଥାକୁ
Read More...

କୃଷି ଉଦ୍ୟୋଗୀ ପ୍ରମିଳ ପଣ୍ଡାଙ୍କ ପରଲୋକ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ ପିପଲଗୁଡ଼ା ଗ୍ରାମର ଏକ ସମ୍ଭ୍ରାନ୍ତ ପରିବାରରେ ଜନ୍ମ ଲାଭ କରି ଜୟପାଟଣାରେ ଅବସ୍ଥାନ କରୁଥିବା କୃଷି ଉଦ୍ୟୋଗୀ ପ୍ରମିଳ କୁମାର ପଣ୍ଡା(୬୯)ଙ୍କ ଜୟପାଟଣା ସ୍ଥିତ ନିଜ ବାସଭବନରେ ପରାଲୋକ ହୋଇଯାଇଛି । ରବିବାର ସକାଳୁ ଗୁରୁତର ହେବାରୁ
Read More...

ଭବ୍ୟ ଆୟୋଜନ ମଧ୍ୟରେ ଶ୍ରଦ୍ଧା ଓ ଭକ୍ତିର ସହ ସମ୍ପନ୍ନ ହେଲା ଶୀତଳ ଷଷ୍ଠୀ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ଶୀତଳ ଷଷ୍ଠୀ ପାଳନ କମିଟି ଦ୍ୱାରା ଆୟୋଜିତ ଦେବ ଦମ୍ପତିଙ୍କ ବିବାହ ଉତ୍ସବ ଓ ପବିତ୍ର ଶୀତଳ ଷଷ୍ଠୀ ସ୍ଥାନୀୟ ମୌଲେଶ୍ୱର ଶିବ ମନ୍ଦିର ପରିସର ମଧ୍ୟରେ ଶ୍ରଦ୍ଧା ଓ ଭକ୍ତିର ସହ ଆୟୋଜିତ ହୋଇଯାଇଛି । ଗତ ୧୭ ତାରିଖ ଦିନ ଦେବ ଦମ୍ପତିଙ୍କ ନିର୍ବନ୍ଧ କର୍ମ
Read More...

ଆଶଙ୍କା ଭିତରେ ଇନ୍ଦ୍ରାବତୀ ବୃହତ୍ ଉଠା ଜଳସେଚନ ଅଞ୍ଚଳର ଚାଷୀ

ଜୟପାଟଣା, (ଶେଷଦେବ ବେହେରା) : ଚଳିତ ରବିରେ ଇନ୍ଦ୍ରାବତୀ ବୃହତ୍ ଉଠା ଜଳସେଚନ କେନାଲ ମାଧ୍ୟମରେ ଜୟପାଟଣା ବ୍ଲକର ୬୬୭୧ ହେକ୍ଟର ଜମିରେ ସୁରକ୍ଷିତ ଜଳ ସେଚନ ପରେ ମଧ୍ୟ ଚାଷୀଙ୍କ ପାଇଁ ମଣ୍ଡି ମାଧ୍ୟମରେ ଧାନ ବିକ୍ରି ଏକ ସମସ୍ୟା ଭାବରେ ଦେଖା ଦେଇଥିଲା । ନିଜର ନ୍ୟାୟିକ ଅଧିକାରକୁ ସାବ୍ୟସ୍ତ
Read More...

ରଣମାଲ ମଣ୍ଡିରେ ଚାଷୀଙ୍କ ଧାରଣା : ବିଧାୟକ ଓ ପ୍ରଶାସନର ହସ୍ତକ୍ଷେପ ପରେ ଆନ୍ଦୋଳନ ପ୍ରତ୍ୟାହୃତ

ଜୟପାଟଣା, (ଶେଷଦେବ ବେହେରା) : କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ୍‌ ଅନ୍ତର୍ଗତ ରଣମାଲ ମଣ୍ଡିରେ ଧାନ ଉଠାଣରେ ବ୍ୟାପକ ଅବ୍ୟବସ୍ଥା ଦେଖାଦେଇଛି । ଚାଷୀମାନେ ମେ' ୨୦ ତାରିଖରୁ ଟୋକନ୍ ପାଇଥିଲେ ମଧ୍ୟ ଏଠାରେ ଅତି ମନ୍ଥର ଗତିରେ ଧାନକିଣା ଚାଲିଥିବା ଅଭିଯୋଗ ହୋଇଛି । ପ୍ରଶାସନିକ ଉଦାସୀନତା,
Read More...

ଥାନା ସମ୍ମୁଖରେ ଥିବା ହସ୍ପିଟାଲ୍ ମିଟିଂ ହଲ୍‌ରୁ ଏସି ଚୋରି : ପୋଲିସକୁ ଖୋଲା ଚ୍ୟାଲେଞ୍ଜ କଲେ ଦୁର୍ବୃତ୍ତ

ଜୟପାଟଣା, (ଶେଷଦେବ ବେହେରା) : ପୋଲିସ ଆଖିରେ ଧୂଳି ଦେଇ ଜୟପାଟଣା ଥାନା ଠିକ୍ ସମ୍ମୁଖରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଏକ ବଡ଼ ଚୋରି ମାମଲା ସାମ୍ନାକୁ ଆସିଛି । ଗତକାଲି ବିଳମ୍ବିତ ରାତିରେ ହସ୍ପିଟାଲର ମିଟିଂ ହଲ୍‌ରେ ଲାଗିଥିବା ଏୟାର କଣ୍ଡିସନର ମଧ୍ୟରୁ ଗୋଟିଏ ଏସିର ଆଉଟଡୋର
Read More...

ଦ୍ଵିତୀୟ ପର୍ଯ୍ୟାୟ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭିତ୍ତି ପ୍ରସ୍ତର

ଜୟପାଟଣା, (ଶେଷଦେବ ବେହେରା) : ଦ୍ଵିତୀୟ ପର୍ଯ୍ୟାୟ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଭିତ୍ତି ପ୍ରସ୍ତର ସ୍ଥାପନ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାର ୨୦୪ଟି ବିଦ୍ୟାଳୟ ଭର୍ଚ୍ଚୁଆଲ ମୋଡରେ ସମସ୍ତ ବିଦ୍ୟାଳୟ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିବା
Read More...

ଏବିଇଓ ପୂର୍ଣ୍ଣଚନ୍ଦ୍ର ପଣ୍ଡାଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଏବିଇଓ ପୂର୍ଣ୍ଣଚନ୍ଦ୍ର ପଣ୍ଡାଙ୍କୁ ଏକ ଭବ୍ୟ ସମାରୋହ ମଧ୍ୟରେ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଆୟୋଜିତ ସମାରୋହରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ ଭାଟି ଅଧ୍ୟକ୍ଷତା କରିଥିବା ବେଳେ
Read More...