Browsing Tag

jajpur news

ରାଜନୈତିକ ଶତ୍ରୁତାକୁ ନେଇ ଗୋଷ୍ଠୀ କନ୍ଦଳ : ମହିଳା ସମେତ ୩ ଆହତ

ଯାଜପୁର : ରାଜନୈତିକ ଶତ୍ରୁତାକୁ କେନ୍ଦ୍ରକରି ଯଖପୁରା ଥାନା ମାଣତୀରା ଗ୍ରାମରେ ଗୋଷ୍ଠୀ କନ୍ଦଳ ଦେଖାଦେଇଛି । ଉଭୟ ପକ୍ଷରୁ ଜଣେ ମହିଳାଙ୍କ ସମେତ ୩ ଆହତ ହୋଇଥିବା ଜଣାପଡିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।
Read More...

ଯାଜପୁର ଜିଲ୍ଲାର ୨୪ଟି ବୁଥ୍‌ରେ ସାନି ମତଦାନ ଅନୁଷ୍ଠିତ

ଯାଜପୁର : ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ହିଂସାକାଣ୍ଡ, ବୁଥ୍ ଜବର ଦଖଲ, ବାଲାଟ୍ ପେପର ଲୁଟ୍ ଘଟଣାରେ ବାତିଲ ହୋଇଥିବା ୨୪ଟି ବୁଥ୍‌ରେ ଆଜି ସାନି ମତଦାନ ହେଉଥିବା ଜଣାପଡିଛି । ରାଜ୍ୟ ନିର୍ବାଚନ କମିଶନର ଏନେଇ ଘୋଷଣା କରିଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ପ୍ରସ୍ତୁତି…
Read More...

ସାମ୍ବାଦିକଙ୍କୁ ଆକ୍ରମଣ ମହଙ୍ଗା ପଡ଼ିଲା : ୫ ମହିଳାଙ୍କ ସମେତ ୧୧ ଗିରଫ, ବାଛୋଳ ଗାଁ ପୁରୁଷ ଶୂନ୍ୟ

ଯାଜପୁର : ସାମ୍ବାଦିକଙ୍କୁ ଆକ୍ରମଣ ମହଙ୍ଗା ପଡ଼ିଛି । ଏହି ଘଟଣାରେ ୫ ମହିଳାଙ୍କ ସମେତ ୧୧ ଜଣ ଗିରଫ ହୋଇଥିବା ବେଳେ ବାଛୋଳ ଗାଁ ଏବେ ଗିରଫ ହେବା ଭୟରେ ପୁରୁଷ ଶୂନ୍ୟ ହୋଇଯାଇଥିବା ସୂଚନା ମିଳିଛି । ଯାଜପୁର ବିଂଝାରପୁର ବ୍ଲକ ବାଘଲା ପଞ୍ଚାୟତର ବାଛୋଳ ଗାଁରେ ଗତକାଲି କାର୍ଯ୍ୟରତ…
Read More...

ଭୋଟ୍ ବାକ୍ସ ପୋଖରୀରେ ଫିଙ୍ଗି ଦେଇଥିବା ଅଭିଯୋଗ

ଯାଜପୁର : ଦଶରଥପୁର ବ୍ଲକ ଦଶରଥପୁର ପଂଚାୟତର ୯ ନଂ ବୁଥ୍‌ରେ ଆଜି ମତଦାନ ପରେ ଭୋଟ ବାକ୍ସ ବ୍ଲକକୁ ଅଣାଯିବା ଲାଗି ପ୍ରସ୍ତୁତି ଚାଲିଥିବା ବେଳେ ଦୁର୍ବୃତ୍ତମାନେ ଛଡ଼ାଇ ନେଇ ପୋଖରୀକୁ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି ।
Read More...

ନିର୍ବାଚନୀ ହିଂସା : ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ୫ ଜଣ ଆହତ

ଯାଜପୁର : ଯାଜପୁର ଜିଲା ଦଶରଥପୁର ବ୍ଲକରେ ନିର୍ବାଚନୀ ହିଂସା ସାମ୍ନାକୁ ଆସିଛି । ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିବା ବେଳେ ଏଥିରେ ୫ ଜଣ ଆହତ ହୋଇଥିବା ଜଣାପଡ଼ଇଛି । ସମସ୍ତ ଆହତ ହୋଇଥିବା ବ୍ୟକ୍‌କ୍ତି ମାନଙ୍କୁ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା…
Read More...

ବିରୋଧୀ ଗୋଷ୍ଠୀ ବିରି ଗଦାରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ

ଯାଜପୁର : ଯାଜପୁର ଜିଲ୍ଲା ବଡଚଣା ବ୍ଲକ ବଡ ବାଲିକୁଦା ଗ୍ରାମରେ ନିର୍ବାଚନୀ ହିଂସାକୁ ନେଇ ଗ୍ରାମର ନାରାୟଣ ବିଶ୍ଵାଳଙ୍କ ବିରି ଗଦାରେ ବିରୋଧୀ ଦଳ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି । ନାରାୟଣଙ୍କ ସମସ୍ତ ବିରି ଫସଲ ପୋଡି ପାଉଁଶ ହୋଇଯାଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ବଡଚଣା…
Read More...

୪ କେଜି ଗଞ୍ଜେଇ ଜବତ ସହ ୨ ଗିରଫ

ଯାଜପୁର : ଯାଜପୁର ସଦରଥାନା ଅନ୍ତର୍ଗତ ଖଣ୍ଡାସ ନିକଟରୁ ୪ କେଜି ଗଞ୍ଜେଇ ସହ ୨ ଜଣ ଯୁବକଙ୍କୁ ଯାଜପୁର ଅବକାରୀ ବିଭାଗ ଗିରଫ କରିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଯାଜପୁର ସଦର ଥାନା ବାଲିଗୁଡ଼ା ମଙ୍ଗରାଜପୁର ଗ୍ରାମର ରାଜା ମଲ୍ଲିକ ନିରଞ୍ଜନ ମଲ୍ଲିକ ଏକ ସ୍କୁଟି ଯୋଗେ ଗଞ୍ଜେଇ ଚାଲାଣ…
Read More...

ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ଜଳିଗଲା ୮ ବଖରା ଘର, ଜୀବନ୍ତ ଦଗ୍ଧ ହୋଇଗଲେ ଗୃହପାଳିତ ପଶୁ

ଯାଜପୁର : ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ଜଳିଗଲା ୮ ବଖରା ଘର ଜଳିବା ସହ ଗୃହପାଳିତ ପଶୁମାନେ ଜୀବନ୍ତ ଦଗ୍ଧ ହୋଇଥିବା ଜଣାପଡିଛି । ତେବେ ଏହି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅଧିନ ରଇପୁର ପଞ୍ଚାୟତ ବେଙ୍ଗପୁର ଗ୍ରାମର ବିକଳୀ ସାହୁଙ୍କ ଘରେ ।…
Read More...

ଲାଂଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପୋଲିସ ଏସ୍‌ଆଇ ଫକୀର ମୋହନ ସିଂହ

ଯାଜପୁର : ଲାଂଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନାର ପୋଲିସ ଏସ୍‌ଆଇ ଫକୀର ମୋହନ ସିଂହ । ଆଜି ଅପରାହ୍ନ ୪ଟା ୧୫ମି. ସମୟରେ ୬ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ତାଙ୍କୁ କାବୁ କରିଛି ଭିଜିଲାନ୍ସ ଟିମ୍‌ । ଜଣେ ଅଭିଯୁକ୍ତଙ୍କୁ ଗିରଫ୍‌ ନ କରିବା…
Read More...

ଜୟ ଓଡ଼ିଶା, ଇଣ୍ଡସଇଣ୍ଡ ବ୍ୟାଙ୍କ୍‌ ଓ କୋଭିଡ ଆକ୍ସନ କୋଲାବ୍‌ ଦ୍ୱାରା ରକ୍ତଦାନ ଭାନ ଏବଂ ସିଲେଇ ମେସିନ୍‌ ହସ୍ତାନ୍ତର…

ଯାଜପୁର, (କେପିଏନ୍‌ଏସ୍‌) : ଜୟ ଓଡିଶା, ଇଣ୍ଡସ୍‌ଇଣ୍ଡ ବ୍ୟାଙ୍କ ଏବଂ କୋଭିଡ ଆକ୍ସନ କୋଲାବ୍‌ର ମିଳିତ ଉଦ୍ୟମରେ ଆଜି ଯାଜପୁର ଠାରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମର ଶୁଭାରମ୍ଭ ଦିନ, ରକ୍ତ ଦାନ ଏବଂ ଟିକାକରଣ ପାଇଁ ସମସ୍ତ ଆନୁସଙ୍ଗିକ ସହିତ ଏକ ମଲ୍ଟି-ୟୁଟିଲିଟି…
Read More...