Browsing Tag

jajpur news

ସର୍ବ ଭାରତୀୟ ସ୍ତରରେ ଆଇଏଫ୍‌ଏସ୍‌ ପରୀକ୍ଷାରେ ୨୪ତମ ରାଙ୍କରେ ଫତେହୁନୁ ଅଜିତ

ଯାଜପୁର : ସର୍ବ ଭାରତୀୟ ସ୍ତରରେ ଆଇଏଫ୍‌ଏସ୍‌ ପରୀକ୍ଷାରେ ୨୪ତମ ରାଙ୍କରେ ଉତ୍ତୀନ୍ନ ହୋଇଛନ୍ତି । ଯାଜପୁର ଜିଲ୍ଲାର କୋରେଇ ବ୍ଲକ ଅନ୍ତର୍ଗତ ତୁଲତି ପଂଚାୟତର ଇସଲାମ ପୁର ଗ୍ରାମର ଏମ୍‌ଡି ଫତେହୁନୁ ଅଜିତ ଖାଁ । ଆଇଏଫ୍‌ଏସ୍‌ ପରୀକ୍ଷାରେ ୮୯ଜଣଙ୍କୁ ଚୟନ କରାଯାଇଥିଲା । ସେଥି ମଧ୍ୟରୁ…
Read More...

ଉଦ୍ଧାର ହେଲା ଭାସି ଯାଇଥିବା ବାପ-ପୁଅଙ୍କ ମୃତଦେହ

ଯାଜପୁର : ବନ୍ୟାଜଳରେ ଭାସି ଯାଇଥିବା ବାପ-ପୁଅଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । ଗତକାଲି ଯାଜପୁର ଜିଲ୍ଲାର ବରୀ ବ୍ଲକ ବାଲିଆ ଗଙ୍ଗାଧରପୁର ଗ୍ରାମର କିଶୋର ସିଂହ ଓ ପୁଅ କୈଳାସ ସିଂହ ବନ୍ୟାଜଳରେ ଭାସି ଯାଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ କିଶୋର ଗାଈକୁ…
Read More...

ଭୁବନେଶ୍ୱରରୁ ଭଦ୍ରକ ଫେରିବା ବେଳେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଭଦ୍ରକ ବିଧାୟକ

ଯାଜପୁର : ଭୁବନେଶ୍ୱରରୁ ଭଦ୍ରକ ଫେରିବା ବେଳେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଳିକ । ତାଙ୍କ କାର୍‌କୁ ଏକ ଟ୍ରକ୍କ ଧକ୍କା ଦେବା ଫଳରେ କାର୍‌ଟି ଡିଭାଇଡର ଉପରେ ଚଢ଼ିଯାଇ ଚୁର୍‌ମାର୍‌ ହୋଇଯାଇଛି । ଏହି ଦୁର୍ଘଟଣା ଯାଜପୁର ଜିଲ୍ଲା ଜାରକା ପାଖରେ ଘଟିଥିବା…
Read More...

ସମାଜସେବୀଙ୍କ ହସ୍ତକ୍ଷେପ ପରେ ୩ ଭଉଣୀ ପାଇଲେ ସରକାରୀ ସହାୟତା

ଯାଜପୁର : ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଦେଓଦା ପଞ୍ଚାୟତ ମଝିପାଟଣା ଗାଁରେ ୩ ଅନାଥ ଶିଶୁ ଅସହାୟ ଅବସ୍ଥାରେ ରହୁଥିଲେ । ଗ୍ରାମର ଦୁର୍ଯ୍ୟାଧନ ମଲ୍ଲିକଙ୍କ କିଛିଦିନ ତଳେ ଦେହାନ୍ତ ହୋଇଥିଲା । ୩ ବର୍ଷ ତଳେ ତାଙ୍କ ପତ୍ନୀ ଜଣ୍ଡିସରେ ମୃତ୍ୟୁବରଣ କରିଥିଲେ । ବଡ ଝିଅ ନିରୁପମା ୧୦ ପାସ…
Read More...

ବେକରେ ଦଉଡ଼ି ଦେଇ ପତିପତ୍ନୀ କଲେ ଆତ୍ମହତ୍ୟା : ଅଂଚଳରେ ଚର୍ଚ୍ଚା

ଯାଜପୁର : ବେକରେ ଦଉଡ଼ି ଦେଇ ପତିପତ୍ନୀ କଲେ ଆତ୍ମହତ୍ୟା । ସଂପୃକ୍ତ ଦୁଇ ପତିପତ୍ନୀ ହେଉଛନ୍ତି ଦୀପକ କୁମାର ନାଥ (୩୩) ଏବଂ ଅନିଶା ନାଥ(୨୦) । ସୂଚନା ଅନୁସାରେ, ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଉତ୍ତରକୂଳ ପଞ୍ଚାୟତ ସୁନ୍ଦରପୁର ଗ୍ରାମର ଦୀପକ କୁମାର ନାଥ ଯାଜପୁର ଟାଉନ ଥାନା ଖଣ୍ଡରା…
Read More...

ଚାଷୀମାନଙ୍କ ଲାପ୍ସ ଟୋକନକୁ ରିନ୍ୟୁୟଲ କରାଯିବ ସହ ସମସ୍ୟାକୁ ପ୍ରାଥମିକତା ଦିଆଯିବ

ଯାଜପୁର : ଦଶରଥପୁର ବ୍ଲକସ୍ଥ କମାରଡ଼ିହି ସେବାସମବାୟ ସମିତିରେ ରବିଧାନ କିଣାକୁ ନେଇ ଶନିବାର ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା । କାରଣ ଥିଲା ତାରିଖ ୬,୭,୮ ତାରିଖରେ ଥିବା ପ୍ରାୟ ୭୦ ଜଣ ଚାଷୀ ମାନଙ୍କର ଟୁକନ ଲାପସ କରିଯାଇଥିଲା । ଏହି ଘଟଣାକୁ ନେଇ ଚାଷୀ ମାନେ ସମବାୟ…
Read More...

କୋଭିଡ୍ ନିୟମ ଉଲ୍ଲଂଘନ କରି ତହସିଲଦାର ନିଲମ୍ବିତ : ଭାଇ ବାହାଘରରେ କରିଥିଲେ ନାଗିନ୍ ଡ୍ୟାନ୍ସ

ଯାଜପୁର : କୋଭିଡ୍ ନିୟମ ଉଲ୍ଲଂଘନ କରି ଭାଇ ବାହାଘରରେ ନାଗିନ୍ ଡ୍ୟାନ୍ସ କରିଥିବା ଯାଜପୁର ଜିଲ୍ଲା ସୁକିନ୍ଦାର ତହସିଲଦାର ବୁଲବୁଲ ବେହେରାଙ୍କୁ ରାଜ୍ୟ ସରକାର ନିଲମ୍ବିତ କରିଛନ୍ତି । ତେବେ ଗତ ମେ ୨୧ ତାରିଖରେ ଜଗତସିଂହପୁରରେ ଭାଇ ବାହାଘର ଶୋଭାଯାତ୍ରାରେ ବିନା ମାସ୍କରେ ସେ ଡ୍ୟାନ୍ସ…
Read More...

ବାଇକ୍‌ ଭିତରେ ଥିଲା ନାଗ, ଗାଡ଼ି ପୋଛିବା ବେଳେ ଜଣାପଡ଼ିଲା

ଯାଜପୁର : ବାଇକ ଭିତରେ ଥିଲା ନାଗ । ଗାଡ଼ି ପୋଛିବା ବେଳେ ଜଣାପଡ଼ିଲା । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାରେ । ବିରଜାପୁର ରାମବାଗ ଗାଁର ଦେବେନ୍ଦ୍ର କୁମାର ନାୟକଙ୍କ ବାଇକରୁ ଏକ ନାଗ ସାପ ଉଦ୍ଧାର ହୋଇଛି । ଦେବେନ୍ଦ୍ର କାମରେ ଯିବା ପାଇଁ ଘରୁ ବାଇକ୍‌ ବାହାର କରି ସିଟ୍…
Read More...

ପ୍ରହସନ ସାଜିଛି ସରକାରଙ୍କର ବସୁଧା ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ

ଯାଜପୁର : ଯୋଜନା ଉପରେ ଯୋଜନା, କିନ୍ତୁ ଗୋଟିଏ ବି ଫଳପ୍ରଦ ହେଉନାହିଁ । ସୂଚନାଯୋଗ୍ୟ ଯେ, ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ରାଇଛନ୍ଦା ପଞ୍ଚାୟତରେ ୧କୋଟି ୬୩ଲକ୍ଷ ବ୍ୟୟ ବରାଦରେ ନିର୍ମିତ ବସୁଧା ଗ୍ରାମ୍ୟ ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ଦୀର୍ଘ ଦିନ ହେଲା କାର୍ଯ୍ୟକାରୀ ହୋଇପାରୁ…
Read More...

୩ଶହ ଲିଟର ଦେଶୀ ରନ୍ଧା ମଦ ଜବତ ସହ ୩ ଗିରଫ

ଯାଜପୁର : ଯାଜପୁର ଜିଲ୍ଲା ଧର୍ମଶାଳା ପୋଲିସ ଆଜି ଚଢ଼ାଉ କରି କାର ସହ ୩ଶହ ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି ବୋଲି ଖବର ମଳିଛି । ଗିରଫ ହୋଇଥିବା ୩ ଅଭିଯୁକ୍ତ ମାନେ ହେଲେ ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅଞ୍ଚଳର ।
Read More...