ଜେଲ୍ରୁ ପୁଅକୁ ମୁକ୍ତ କରାଇବା ନାଁରେ ଠକେଇ, କୋରେଇ ଥାନାରେ ମାମଲା ରୁଜୁ
ଯାଜପୁର : ଜେଲ୍ରେ ଥିବା ପୁଅକୁ ମୁକ୍ତ କରାଇଦେବାର ପ୍ରତିଶ୍ରୁତି ଦେଇ ଜଣେ ମହିଳାଙ୍କଠାରୁ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଅଭିଯୋଗରେ କୋରେଇ ଥାନାରେ ଏକ ମାମଲା ରୁଜୁ ହୋଇଛି । ଘଟଣାଟି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁଯାୟୀ, କୋରେଇ ଥାନା ଅନ୍ତର୍ଗତ ଚନ୍ଦାମା ଗ୍ରାମର!-->…
Read More...
Read More...