Browsing Tag

gaisilet news

ଭିଜିଲାନ୍ସ ଜାଲରେ ଗାଈସିଲେଟ ଥାନା ଅଧିକାରୀ ବୀରବର ଭଗତ

ଗାଇସିଲେଟ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗାଈସିଲେଟ ଥାନା ଅଧିକାରୀ ବୀରବର ଭଗତଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିବା ଜଣାପଡିଛି । ସମ୍ବଲପୁର ଓ ବରଗଡ଼ର ୪ଟି ଜାଗାରେ ରେଡ୍ ଚାଲିଥିବା ବେଳେ ଉକ୍ତ ଚଢାଉରେ ୨ ଜଣ ଡିଏସ୍‌ପି, ୭ ଜଣ ଇନସ୍ପେକ୍ଟର ଓ ୨ ଜଣ ଏଏସ୍‌ଆଇ ସାମିଲ ଥିବା
Read More...

ବିଶ୍ୱଶାନ୍ତି ହରି ମହାଯଜ୍ଞ ଉଦ୍‌ଯାପିତ

ଗାଇସିଲେଟ, (ଦିଲ୍ଲିପ ସରାପ) : ଗାଇସିଲେଟ ବ୍ଲକ ଅନ୍ତର୍ଗତ ଡାଙ୍ଗବାହାଲ ଗ୍ରାମରେ ନବଦିନ ବ୍ୟାପୀ ଚାଲିଥିବା ବିଶ୍ୱଶାନ୍ତି ହରି ମହାଯଜ୍ଞ ଉଦ୍‌ଯାପିତ ହୋଇଯାଇଛି । ଡାଙ୍ଗବାହାଲ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଅନୁଷ୍ଠିତ ଏହି ମହାଯଜ୍ଞର ପୂଜାକର୍ତ୍ତା ଥିଲେ ଦିଲ୍ଲିପ କୁମାର ସାହୁ ଓ
Read More...

ଭୁତିବାହାଲରେ ଏକଦିବସୀୟ ପୁଷପୁନି ଧମାକା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ଭୁତିବାହାଲ କିଙ୍ଗସ୍‌ ଦଳକୁ ପରାସ୍ତ କରି ଭୁତିବାହାଲ ନାଇଟ ରାଇଡ଼ର୍ସ ଦଳ ଚାମ୍ପିୟନ ଗାଇସିଲେଟ, (ପୁସ୍ତମ ଯୁଆଡି) : ସ୍ଥାନୀୟ ମାଁ ଆଗଲପୁରୀଏନ୍‌ କ୍ରିକେଟ ଫିଲ୍‌ଡ ଭୁତିବାହାଲରେ ଏକଦିବସୀୟ ପୁଷପୁନି ଧମାକା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ
Read More...

ନୂଆଁଖାଇ ନିମନ୍ତେ ରାଜ୍ୟସ୍ତରୀୟ ଦୁଇଦିନିଆ ଛୁଟି ଘୋଷଣା ପାଇଁ ଦାବୀପତ୍ର

ଗାଇସିଲେଟ, (ଦିଲ୍ଲିପ ସରାପ) : କୋଶଲ ଯୁବଶକ୍ତି ଗାଇସିଲାଟ ତରଫରୁ ପଶ୍ଚିମ ଓଡିଶାର ପ୍ରଖ୍ୟାତ ଗଣପର୍ବ ନୂଆଁଖାଇ ନିମନ୍ତେ ରାଜ୍ୟସ୍ତରୀୟ ଦୁଇଦିନିଆ ଛୁଟି ଘୋଷଣା କରିବା ପାଇଁ ଜିଲ୍ଲାପାଳଙ୍କ ଜରିଆରେ ସରକାରଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । ଗାଇସିଲାଟ ବ୍ଲକ ଅଫିସରେ ହେଉଥିବା
Read More...

ଗାଇସିଲେଟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଜନ୍ମାଷ୍ଟମୀ ପାଳନ

ଗାଇସିଲାଟ, (ଦିଲ୍ଲିପ ସରାପ) : ଆଜି ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଅବସରରେ ଗାଇସିଲେଟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ ପାଳନ ହୋଇଯାଇଛି । ଉକ୍ତ ଉତ୍ସବରେ ପତଞ୍ଜଳି ଜିଲ୍ଲା ପ୍ରଭାରୀ ନବୀନ କୁମାର ତ୍ରିପାଠୀ ଏବଂ ତାଙ୍କର ଧର୍ମପତ୍ନୀ ଶ୍ରୀମତୀ ଶକୁନ୍ତଳା ତ୍ରିପାଠୀ
Read More...

ଗାଇସିଲେଟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରଠାରେ ୭୬ତମ ସ୍ୱାଧୀନତା ଦିବସ ପାଳିତ

ଗାଇସିଲେଟ, (ଦିଲ୍ଲିପ ସରାପ) : ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଗାଇସିଲେଟଠାରେ ୭୬ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ଗାଇସିଲେଟ ଜୋନର ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ଝରଣା‌ ପାଣିଗ୍ରାହୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଭାରତ ମାତାଙ୍କ ଚରଣରେ ୭୫ଦୀପ ପ୍ରଜ୍ବଳନ
Read More...

ଡାଙ୍ଗବାହାଲରେ ‌୯୦ତମ ଝୁଲଣ ଯାତ୍ରା ଉଦ୍‌ଯାପିତ

ଗାଇସିଲେଟ, (ପୁସ୍ତମ ଯୁଆଡି) : ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ ଡାଙ୍ଗବାହାଲ ଗାଁରେ ୯୦ତମ ଝୁଲଣ ଯାତ୍ରା ତା:୧୦.୮.୨୦୨୨ରୁ ୧୨.୮.୨୦୨୨ ତିନିଦିନ ଧରି ମହାସମାରୋହରେ ପ୍ରଭୁ ରଧାକୃଷ୍ଣଙ୍କ ରଥଯାତ୍ରା ପାଳିତ ହୋଇଯାଇଛି । ଏହି ଯାତ୍ରାରେ ପ୍ରତାପ କୁମାର ସାହୁ ଓ ରିତା ସାହୁ ପୂଜା
Read More...

ରକ୍ଷା ବନ୍ଧନକୁ ନିଆରା ଢଙ୍ଗରେ ପାଳନ କଲା ଗାଇସିଲେଟ କୋଶଲ ଯୁବଶକ୍ତି

ଗାଇସିଲେଟ, (ଦିଲ୍ଲିପ କୁମାର ସରାପ) : ରକ୍ଷା ବନ୍ଧନକୁ ନିଆରା ଢଙ୍ଗରେ ପାଳନ କଲା ଗାଇସିଲେଟ କୋଶଲ ଯୁବଶକ୍ତି । ପରିବାର ଠାରୁ ଦୂରରେ ରହୁଥିବା ତଥା ଅନାଥ ଏବଂ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ଯୋଡିବା ତଥା ସେମାନଙ୍କର ମଧ୍ୟ ପରିବାର ଥିବା ଭଳି ଅନୁଭବ କରାଇବାର
Read More...

ରାଇସଲପଦର ଗ୍ରାମପଞ୍ଚାୟତର ନୂତନ ସରପଞ୍ଚ ଭାବେ ଦାୟିତ୍ୱ ଗ୍ରହଣ କଲେ ବିଳାସିନୀ ସାହୁ

ଗାଇସିଲାଟ, (ପୁସ୍ତମ ଯୁଆଡି) : ଗାଇସିଲାଟ ବ୍ଲକ ରାଇସଲପଦର ପଂଚାୟତର ନୂତନ ସରପଞ୍ଚ ଭାବେ ଦାୟିତ୍ୱ ଗ୍ରହଣ କଲେ ପୂର୍ବତନ ସରପଞ୍ଚ କରମ୍ ସିଂ ସାହୁଙ୍କ ଧର୍ମପତ୍ନୀ ବିଳାସିନୀ ସାହୁ । ଏହି ଅବସରରେ ଇ.ଓ, ଜି.ଆର୍‌. ଏସ୍‌(ଯୋଗାଣ ଅଧିକାରୀ) ପଂଚାୟତର ସମସ୍ତ ଗ୍ରାମର ନବନିର୍ବାଚିତ
Read More...

ପ୍ରଖ୍ୟାତ ସାହିତ୍ୟିକ, ଭାଷାବିତ୍‌ ଅମୃତଲାଲ ସାହୁଙ୍କ ଜନ୍ମ ଦିବସ ପାଳିତ

ଗାଇସିଲାଟ, (ପୁସ୍ତମ ଯୁଆଡି) : ପ୍ରଖ୍ୟାତ ସାହିତ୍ୟିକ, ଶିକ୍ଷାବିତ ତଥା ଏକାଧାରରେ ଜଣେ କବି, ଗାଳ୍ପିକ, ଔପନ୍ୟାସିକ, ପ୍ରାବନ୍ଧିକ, ଅନୁବାଦକ ନାଟ୍ୟକାର, ସମ୍ପାଦକ, ସଂଗଠକ ଅମୃତଲାଲ ସାହୁଙ୍କ ଜନ୍ମ ଦିବସ କୋଶଲ ଭାରତୀ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ, ଗାଇସିଲାଟ ତରଫରୁ ଫେସ୍‌ବୁକ୍‌
Read More...