ଭିଜିଲାନ୍ସ ଜାଲରେ ଗାଈସିଲେଟ ଥାନା ଅଧିକାରୀ ବୀରବର ଭଗତ

ଗାଇସିଲେଟ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗାଈସିଲେଟ ଥାନା ଅଧିକାରୀ ବୀରବର ଭଗତଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିବା ଜଣାପଡିଛି । ସମ୍ବଲପୁର ଓ ବରଗଡ଼ର ୪ଟି ଜାଗାରେ ରେଡ୍ ଚାଲିଥିବା ବେଳେ ଉକ୍ତ ଚଢାଉରେ ୨ ଜଣ ଡିଏସ୍‌ପି, ୭ ଜଣ ଇନସ୍ପେକ୍ଟର ଓ ୨ ଜଣ ଏଏସ୍‌ଆଇ ସାମିଲ ଥିବା ଜଣାପଡିଛି । ତେବେ ଥାନା ଅଧିକାରୀ ବୀରବର ଭଗତଙ୍କ ସରକାରୀ ବାସଭବନ, ଅଫିସ ଓ ଫାର୍ମ ହାଉସରେ ଚଢାଉ ଚାଲିଥିବା ସୂଚନା ମିଳିଛି ।

Leave A Reply

Your email address will not be published.

5 × 1 =