Browsing Tag

gaisilet news

ସରଗମଳି ସାଂସ୍କୃତିକ ଅନୁଷ୍ଠାନ ଶରଧାପାଲି, ତରଫରୁ ଦୁର୍ଗେଶ୍ୱର୍ ବାଗଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ

ଗାଇସିଲାଟ, (କେପିଏନ୍‌ଏସ୍‌) : ଭାରତ ସରକାରଙ୍କ ଦ୍ୱାରା ସଂସ୍କୃତି ମନ୍ତ୍ରଣାଳୟର ସାଧନ ଓ ତାଲିମ୍ କେନ୍ଦ୍ର (ସିସିଆର୍‌ଟି) ପକ୍ଷରୁ ଚଳିତ ବର୍ଷ କନିଷ୍ଠ ଗବେଷଣା ବୃତ୍ତି ପାଇଁ ଗବେଷକ ଭାବେ ମନୋନୀତ ହୋଇଥିବା ଯୁବ କଳାକାର ତଥା ବିଶିଷ୍ଟ ନିଶାନ୍‌ ବାଦକ ଦୁର୍ଗେଶ୍ୱର୍ ବାଗଙ୍କୁ ସରଗମଳି
Read More...

ଅବସରପ୍ରାପ୍ତ ମୁଖ୍ୟ କିରାଣୀ କଳାକାହ୍ନୁ ନାଗଙ୍କ ପରଲୋକ

ଗାଇସିଲାଟ, (କେପିଏନ୍‌ଏସ୍‌) : ଗାଇସିଲେଟ ବ୍ଲକର ଡାଙ୍ଗବାହାଲ ଗ୍ରାମର ଅବସରପ୍ରାପ୍ତ ମୁଖ୍ୟ କିରାଣୀ କଳାକାହ୍ନୁ ନାଗ (୬୮)ଙ୍କ ବଲାଙ୍ଗିର ସ୍ଥିତ ଭୀମଭୋଇ ମେଡିକାଲ କଲେଜ ଓ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି । ସେ ଗତ କିଛି ଦିନ ଧରି ଗୁରୁତର ଅସୁସ୍ଥତା ଯୋଗୁଁ
Read More...

ଦୁର୍ଗେଶ୍ୱର ବାଗ ପାଇବେ ରାଷ୍ଟ୍ରୀୟ କନିଷ୍ଠ ଗବେଷଣା ବୃତ୍ତି

ଗାଇସିଲାଟ, (କେପିଏନ୍‌ଏସ୍‌) : ଭାରତ ସରକାରଙ୍କ ଦ୍ୱାରା ସଂସ୍କୃତି ମନ୍ତ୍ରଣାଳୟର ସାଧନ ଓ ତାଲିମ୍ କେନ୍ଦ୍ର (ସିସିଆର୍‌ଟି) ପକ୍ଷରୁ ଚଳିତ ବର୍ଷ କନିଷ୍ଠ ଗବେଷଣା ବୃତ୍ତି ପାଇଁ ଗବେଷକ ତାଲିକା ପ୍ରକାଶ ପାଇଛି । ଏଥିରେ ବରଗଡ ଜିଲ୍ଲା, ଗାଇସିଲାଟ ବ୍ଲକ ଅନ୍ତର୍ଗତ ଭୁତିବାହାଲ୍ ଗ୍ରାମର
Read More...

ଭୁତିବାହାଲ ମହାଶିବରାତ୍ରି ମହୋତ୍ସବ ଉଦଯାପିତ

ଗାଇସିଲାଟ, (କେପିଏନ୍‌ଏସ୍‌) : ଗାଇସିଲାଟ ବ୍ଲକ ଅନ୍ତର୍ଗତ ଭୁତିବାହାଲ ବାବା ଧବଳେଶ୍ୱର ପୀଠରେ ମହାଶିବରାତ୍ରି ମହୋତ୍ସବ ଉଦଘାଟିତ ହୋଇଯାଇଛି । ଉଦଯାପନୀ ଉତ୍ସବରେ ପଶ୍ଚିମ ଓଡିଶା ବିଶ୍ୱ ହିନ୍ଦୁ ପରିଷଦ ପ୍ରାନ୍ତ ସମ୍ପାଦକ ଯୋଗେନ୍ଦ୍ର ଦାସ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଯୋଗ
Read More...

ଭୁତିବାହାଲ ମହାଶିବରାତ୍ରୀ ମହୋତ୍ସବ ଉଦଘାଟିତ

ଗାଇସିଲାଟ, (କେପିଏନ୍‌ଏସ୍‌) : ଗାଇସିଲାଟ ବ୍ଲକ ଅନ୍ତର୍ଗତ ଭୁତିବାହାଲ ବାବା ଧବଳେଶ୍ୱର ପୀଠରେ ମହାଶିବରାତ୍ରୀ ମହୋତ୍ସବ ବ୍ୟାସ ସରୋଜ ପାଣିଗ୍ରାହୀଙ୍କ ପୂଜାର୍ଚ୍ଚନାରେ ଉଦଘାଟିତ ହୋଇଯାଇଛି । ଗତକାଲି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସମସ୍ତ ଗ୍ରାମବାସୀଙ୍କ ସହଯୋଗରେ କଳସ ଯାତ୍ରା
Read More...

ଘାଏ ଦେଖତ କୁଟୁମ୍‌ର କବିତା ଆସର

ଗାଇସିଲେଟ, (ରାଜେଶ ଦଣ୍ଡସେନା) : ଘାଏ ଦେଖତ କଲାପଟା ପକ୍ଷରୁ ସ୍ଥାନୀୟ ଗାଇସିଲେଟଠାରେ ଏକ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ନିକଟରେ ଇହଧାମ ତ୍ୟାଗ କରିଥିବା ବିଶିଷ୍ଟ କବି ବୃନ୍ଦାବନ ସାହୁଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ସଭାର ସଭାପତି ନିରଞ୍ଜନ
Read More...

JMKCC ସମ୍ବଲପୁରକୁ ହରାଇ ରିଙ୍କୁ ଅଜୁବା-୧୧ ପଦ୍ମପୁର ଚମ୍ପିୟାନ

ଗାଇସିଲଟ, (ପୁସ୍ତମ୍ ଯଆଡ଼ି ) : ୨ୟ ବର୍ଷ ରାଜ୍ୟସ୍ତରୀୟ ରାତ୍ରିକାଳୀନ ଏକଦିବସୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଭୁତିବାହାଲ୍ ସ୍ଥାନୀୟ ମାଁ ଆଗଲପୁରିଏନ୍ ମିନି ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି । ୮ ଟି ଦଳକୁ ନେଇ ଅନୁଷ୍ଠିତ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟରେ JMKCC ସମ୍ବଲପୁର ଓ ଋଙ୍କୁ
Read More...

ପଞ୍ଚାୟତ ସମିତି ମହାବିଦ୍ୟାଳୟରେ ସଂସ୍କୃତ ବିଭାଗ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ

ଗାଇସିଲେଟ, (କେପିଏନ୍‌ଏସ୍‌) : ପଞ୍ଚାୟତ ସମିତି ମହାବିଦ୍ୟାଳୟ ଗାଇସିଲେଟ ସଂସ୍କୃତ ବିଭାଗ ପକ୍ଷରୁ ନବାଗତ ଯୁକ୍ତ ୩ ଛାତ୍ରଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସଂସ୍କୃତ ବିଭାଗର ମୁଖ୍ୟ ପ୍ରାଧ୍ୟାପକ ନାରାୟଣ ମିଶ୍ର ସଭାପତିତ୍ୱ
Read More...

କଣ୍ଠଶିଳ୍ପୀ ଦଶରଥ ବାଗ ପାଇବେ ରାଷ୍ଟ୍ରୀୟ ଜୁନିଅର୍‌ ଫେଲୋସିପ୍ ପୁରସ୍କାର

ଗାଇସିଲାଟ, (ପୁସ୍ତମ ଯୁଆଡ଼ି) : ପେସାରେ ଶିକ୍ଷକ କିନ୍ତୁ ନିଶା ତାଙ୍କର ସଂଗୀତ ସାଧନା । ଗାଇସିଲାଟ୍ ବ୍ଲକ୍ ଅନ୍ତର୍ଗତ କରିମୁଣ୍ଡା ଗ୍ରାମର ବିଶିଷ୍ଟ ଢୁଲିଆ ବଲ ବାଗ୍ ଓ ପଞ୍ଚମୀ ବାଗଙ୍କର ସୁପୁତ୍ର କଣ୍ଠଶିଳ୍ପୀ ଦଶରଥ ବାଗ ଭାରତ ସରକାରଙ୍କର ସଂସ୍କୃତି ମନ୍ତ୍ରଣାଳୟ ତରଫରୁ ପ୍ରଦାନ
Read More...

ଗୁହିରାମୁଣ୍ଡାକୁ ହରାଇ ଦମକିପାଲି ଚାମ୍ପିୟନ

ଗାଇସିଲାଟ୍, (ପୁସ୍ତମ୍ ଯୁଆଡି) : ଭେଟେରିଆନ୍‌ କ୍ରିକେଟ୍ ଆସୋସିଏସନ୍‌ ଭୁତିବାହାଲ ଆନୁକୁଲ୍ୟରେ ରାତ୍ରିକାଳୀନ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ ମାଁ ଆଗଲ୍‌ପୁରିଏନ୍ କ୍ରିକେଟ୍ ପଡ଼ିଆରେ ଦୁଇ ରାତ୍ରୀ ଧରି ଅନୁଷ୍ଠିତ ହୋଇଯାଇଅଛି । ଉଦଯାପନୀ ରାତ୍ରିରେ ଅତିଥି ଭାବେ ଯୋଗ ଦେଇଥିଲେ
Read More...