Browsing Tag

deogaon news

ଦେଓଗାଁ ହାଇସ୍କୁଲରେ ବରିଷ୍ଠ ଏସ୍‌.ଇ.ଏସ୍‌. ପ୍ରଧାନ ଶିକ୍ଷକ ନିଯୁକ୍ତି ଦାବି

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ମୁଖ୍ୟାଳୟ ସ୍ଥିତ ପଞ୍ଚାୟତ ସମିତି ନୋଡାଲ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଅମ୍ବରୀଶ ଭୋଇଙ୍କ ଅବସର ଗ୍ରହଣ ପରେ ପ୍ରଧାନ ଶିକ୍ଷକ ପଦବୀ ଖାଲିପଡ଼ିଛି । ଏହି ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅତିଶୀଘ୍ର ଜଣେ ବରିଷ୍ଠ ଏସ୍‌.ଇ.ଏସ୍‌. ପ୍ରଧାନ…
Read More...

ବ୍ରାହ୍ମଣୀପଲ୍ଲାରେ ଚାଷୀ ସମାବେଶ : ୩୨ଟି ଉଠା ଜଳସେଚନ ପ୍ରକଳ୍ପରୁ ପିଇବା ପାଣି ଯୋଗାଇବାକୁ ଦାବୀ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅର୍ଜୁନପୁର, କୁଲୁତାପଡ଼ା, ଘୁଟଖାପଲା, ବଡବାହାଲ ଓ ଗୌଡ଼ଗୋଠ ଏବଂ ସୋନପୁର ଜିଲ୍ଲାର ବାଲିଖମାର ପଞ୍ଚାୟତର ଝିଲିମୁଣ୍ଡା ଅଞ୍ଚଳର ଚାଷୀମାନଙ୍କ ବ୍ରାହ୍ମଣୀପଲ୍ଲା ତେଳନଦୀ କୂଳରେ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି ।…
Read More...

ଦେଓଗାଁ ହାଇସ୍କୁଲ ପ୍ରଧାନ ଶିକ୍ଷକ ଅମ୍ବରୀଶ ଭୋଇଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅମ୍ବରୀଶ ଭୋଇଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମଧୁସ୍ମିତା ଦଳେଇଙ୍କ…
Read More...

କୁଡ଼ାସିଂହା କଲେଜରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ କୁଡାସିଂହା ସ୍ଥିତ ବୁଢାଡ଼ଙ୍ଗର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଯୁକ୍ତଦୁଇ କଲେଜର କିରାଣୀ ବଳଭଦ୍ର ବଣ୍ଡାଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟର ଅଧ୍ୟକ୍ଷ ଛବିଳ ବଗର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସେ ୧୯୯୩…
Read More...

ଗାଁକୁ ରାସ୍ତା ନାହିଁ, ବାଟରେ ଅଟକିଗଲା ଆମ୍ବୁଲାନ୍ସ

୧ କିଲୋମିଟର ଦୂରକୁ ଷ୍ଟ୍ରେଚରରେ ବୁହାହେଲେ ରୋଗୀ ଦେଓଗାଁ, (ମନୀଷ କୁମାର ସାହୁ) : ବ୍ଲକ କାର୍ଯ୍ୟାଳୟରୁ ମାତ୍ର ୫ କିଲୋମିଟର ଦୂରରେ ଥିବା ଗାଁକୁ ନାହିଁ ରାସ୍ତା । ରାସ୍ତା ଅଭାବ ଯୋଗୁଁ ଗାଁକୁ ଆସେନି ଚାରିଚକିଆ ଗାଡ଼ି । ଏହା ନିତିଦିନିଆ ହୋଇଥିଲେ ବି ଆଜି ଘଟିଥିବା ଏକ ଘଟଣା ଦେଖାଉଛି…
Read More...

ଡ. ସୁଧାଂଶୁ ମେହେରଙ୍କୁ ଡ. ଅବଦୁଲ କଲାମ ପ୍ରଫେସନାଲ ଏଚିଭର ସମ୍ମାନ

ଦେଓଗାଁ, (ମନୀଷ କୁମାର ସାହୁ) : ସମ୍ବଲପୁର ସ୍ଥିତ ତପସ୍ୱିନୀ ଅଡିଟୋରିଅମରେ ରବିବାର ଦିନ ଅନୁଷ୍ଠିତ ଓଡିଶା ମହାଉତ୍ସବରେ ଦେଓଗାଁ ବ୍ଲକ ସାଲେପାଲି ଗାଁର ବିଶିଷ୍ଟ ସାହିତ୍ୟିକ, ଅଭିନେତା, ଡାକ୍ତର, ସମାଜସେବୀ, ଶିକ୍ଷକ୍ଷବିଦ ଡ. ସୁଧାଂଶୁ ଭୂଷଣ ମେହେର ଡ଼. ଅବଦୁଲ କାଲାମ ପ୍ରଫେସନାଲ ଏଚିଭର…
Read More...

ଦେଓଗାଁ ଯୋଗେଶ୍ୱର ମନ୍ଦିରରେ ଶୀତଳଷଷ୍ଠୀ ସମ୍ପନ୍ନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଯୋଗୀସାଗର ସ୍ଥିତ ଯୋଗେଶ୍ୱର ମନ୍ଦିରରେ ଶୁକ୍ରବାର ଦିନ ଯୋଗେଶ୍ୱର ବାବାଙ୍କ ଶୁଭ ବିବାହ ତଥା ଦେଓଗାଁରେ ୧୬ତମ ଶୀତଳଷଷ୍ଠୀ ଉଦ୍‌ଯାପିତ ହୋଇଯାଇଛି । ଚଳିତ ବର୍ଷ ଯୋଗେଶ୍ୱର ବାବାଙ୍କ ପିତା ଦାୟିତ୍ୱ ପୂର୍ବ ସରପଞ୍ଚ ଚନ୍ଦ୍ରଚୁଡ଼ ବେହେରା ଓ…
Read More...

ଉଡାର ଏକ ଦିବସୀୟ କ୍ରିକେଟ ପ୍ରତିଯୋଗିତା : ବଡ଼ବନ୍ଧ ଚାମ୍ପିଅନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ୍ ଉଡାରରେ ଏକ ଦିବସୀୟ କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଉଡାର ଦଳ ସହ ବରକାନୀ, ଶିରାବାହାଲ, ବିରାଟକାନୀ, ବଡବନ୍ଧ, ପାଇକସମରା, ବ୍ରାହ୍ମଣୀପାଲି, ବାଞ୍ଜିପାଲି ଦଳ ଅଂଶଗ୍ରହଣ କରିଥିଲେ । ବଡ଼ବନ୍ଧ ସହ ଉଡାର…
Read More...

ପ୍ରଥମ ଅନନ୍ତ ସାହୁ ସ୍ମାରକୀ ସର୍କିଲ କ୍ରିକେଟ ପ୍ରତିଯୋଗିତା

ମୁରସିଂହ, ବାଦିଗୋର୍, ବିରାଟକାନୀ ଓ ଦେଓଗାଁ ପ୍ରିନ୍ସ ଫାଇଟର ସେମିରେ ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁର ବରିଷ୍ଠ ଓକିଲ ତଥା ସମାଜସେବୀ ଅନନ୍ତ ସାହୁଙ୍କ ସ୍ମୃତିରେ ରାତ୍ରିକାଳୀନ ପ୍ରଥମ ବର୍ଷ ସର୍କିଲ କ୍ରିକେଟ ପ୍ରତିଯୋଗିତା ଶୁକ୍ରବାର ଦିନରୁ ଆରମ୍ଭ ହୋଇଯାଇଛି । ଏହି…
Read More...

ପାଣି ପାଇଁ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ କାର୍ଯ୍ୟାଳୟ ଘେରାଉ : ଦାବି ପୂରଣ ନ ହେଲେ ତୀବ୍ର ଆନ୍ଦୋଳନ ଚେତାବନୀ

ଦେଓଗାଁ, (କେପିଏନ୍‌ଏସ୍‌) : ଦେଓଗାଁ ବ୍ଲକରେ ଦୀର୍ଘଦିନ ଧରି ଚାଲିଥିବା ଜଳ ସଙ୍କଟକୁ ନେଇ ଗ୍ରାମବାସୀଙ୍କ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଛି । ପାନୀୟ ଜଳ ସମସ୍ୟାର ସ୍ଥାୟୀ ସମାଧାନ ଦାବିରେ ଦେଓଗାଁ ବ୍ଲକବାସୀ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ମଣ୍ଡଳର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କ…
Read More...