Browsing Tag

deogan news

ବଲାଙ୍ଗିର ସ୍ବେଛାସେବୀ ସଂଗଠନ ପକ୍ଷରୁ ଅସହାୟ ବୃଦ୍ଧବୃଦ୍ଧାଙ୍କୁ ଶୀତବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ରବିବାର ଦିନ ଦେଓଗାଁ ବ୍ଲକ ସାଲେପାଲି, ବୁଦେଲଘୁମା, ବଡ଼ଡୁଙ୍ଗୁରିପାଲି ଓ କୁଲିଆବାହାଲ ଗାଁର ବହୁ ଅସହାୟ ବୃଦ୍ଧବୃଦ୍ଧା ଓ ମାନସିକ ରୋଗୀଙ୍କୁ ଶୀତବସ୍ତ୍ର ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସଙ୍ଗଠନର ସଦସ୍ୟ
Read More...

ଭୀମପାହାଡ଼ରେ ବିଜେପିର ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ

ଦେଓଗାଁ, (ମନୀଷ କୁମାର ସାହୁ) : ରବିବାର ୧୨ଟା ସମୟରେ ଦେଓଗାଁ ବ୍ଲକ ମକୁନ୍ଦପୁର ପଞ୍ଚାୟତର ଭୀମଡୁଙ୍ଗୁରୀ ଗାଁ ନିକଟରେ ଥିବା ପର୍ଯ୍ୟଟନସ୍ତଳୀ ଭୀମପାହାଡ଼ରେ ବିଜେପି ନେତା ତଥା ଗତ ଜିଲ୍ଲା ପରିଷଦ ୧୩ ଜୋନରୁ ସଭ୍ୟ ଭାବେ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଥିବା ଡ. ଶଶୀ ଭୂଷଣ ସାହୁଙ୍କ
Read More...

ଦେଓଗାଁ ବ୍ଲକରେ ଆଜି ୬ଜଣ କରୋନା ରୋଗୀ ଚିହ୍ନଟ

ଦେଓଗାଁ, (ମନୀଷ କୁମାର ସାହୁ) : ମଙ୍ଗଳବାର ଦିନ ଦେଓଗାଁ ବ୍ଲକ ଗୁଡ଼ଖାପଲା ପଞ୍ଚାୟତରେ ୪ଜଣ, ଉପରଝର ୨ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବାର ସରକାରୀ ରିପୋର୍ଟ ଆସିଛି । ବ୍ଲକରେ ମୋଟ ୬ଜଣ ଚିହ୍ନଟ ହୋଇଥିବା ଜଣାପଡିଛି ।
Read More...

ଗାଈ ପାଳନ ଓ ଜିଆଖତ ତାଲିମ ଶିବିର ଉଦ୍‌ଘାଟିତ

ଦେଓଗାଁ, (ମନୀଷ କୁମାର ସାହୁ) : ଆଜି ଷ୍ଟେଟ୍‌ ବ୍ୟାଙ୍କ ଆରସେଟି ଅନୁକୁଲ୍ୟରେ ବଲାଙ୍ଗିତ ଜିଲ୍ଲା ଦେଓଗାଁ ବ୍ଳକ ଅନ୍ତର୍ଗତ ରୁଗୁଡିପାଲି ଠାରେ ହୋଇଥିବା ୧୦ ଦିନିଆ ଗାଈ ପାଳନ ଓ ଜିଆଖତ ତିଆରି ତାଲିମ ଉଦ୍‌ଯାପିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ୟୁଜିବି ମହିମୁଣ୍ଡା ଶାଖା ପ୍ରବନ୍ଧକ
Read More...

ଛେଳି ମାଲିକ ହୁଅ ହୁସିଆର୍‌, ପୁଣି ମାତିଲେଣି ଛେଳି ଚୋର: ରାତିକରେ ଗୋଟେ ଘରୁ ବାହାର ପଟୁ କବାଟ ଦେଇ ୩ପଟ ଛେଳି…

ଦେଓଗାଁ, (ମନୀଷ କୁମାର ସାହୁ): ଦେଓଗାଁ ଥାନାଞ୍ଚଳରେ ପୁଣି ଚୋର ସକ୍ରିୟ। ଶନିବାର ରାତିରେ ବରଗଡ଼-ବୋରିଗୁମ୍ମା ଜାତୀୟ ରାଜପଥ କଡ଼ରେ କଛାରପାଳିର ନରେନ୍ଦ୍ର ମେର୍ଲ୍ଲିଙ୍କ ଘରୁ ଅଭିନବ ଉପାୟରେ ୩ପଟ ଛେଲି ଚୋରି ହୋଇଥିବା ଦେଓଗାଁ ଥାନାରେ ରବିବାର ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ,
Read More...