Browsing Tag

cuttack news

ବେଆଇନ ବାଣ କାରଖାନାରେ ଅଗ୍ନିକାଣ୍ଡ : ଜଣେ ମୃତ

କଟକ, (କେପିଏନ୍‌ଏସ୍‌) : ବେଆଇନ ବାଣ କାରଖାନାରେ ଅଗ୍ନିକାଣ୍ଡ ଘଟି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ କିଛି ଆହତ ହୋଇଥିବା ସନ୍ଦେହ କରାଯାଉଛି । ଘଟଣାଟି ଘଟିଛି କଟକ ସଦର ଥାନା ଅନ୍ତର୍ଗତ ଖଲରଧା ପ୍ରଦୀପ ପ୍ୟାଲେସ ସମୁଖରେ ଥିବା ସାମଲ ସାହିରେ । ପ୍ରାପ୍ତ ସୂଚନା ଅନୁସାରେ ଉକ୍ତ ସ୍ଥାନରେ
Read More...

କଟକ କମିଶନରେଟ୍ ପୋଲିସ ପକ୍ଷରୁ ବସ୍ତିକୁ ଚାଲ ଅଭିଯାନ

କଟକ : ଆଜି କମିଶନରେଟ ପୋଲିସ କଟକ ୟୁପିଡି ପକ୍ଷରୁ ପୋଲିସ କମିଶନର, ଅତିରିକ୍ତ ପୋଲିସ କମିଶନର ଓ କଟକ ଡିସିପିଙ୍କ ନିର୍ଦ୍ଦେଶ କ୍ରମେ କଟକ ମଧୁପାଟଣା ଥାନା ଅନ୍ତର୍ଗତ ନୂଆପଡ଼ା ବାଲି ସାହିରୁ ଆରମ୍ଭ ହୋଇଛି ବସ୍ତିକୁ ଚାଲ ଅଭିଯାନ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମ ଆଧାରରେ ଅନୁଷ୍ଠିତ
Read More...

ଶୀତ ସମୀରଣ ସହାୟତା ସମାରୋହ

କଟକ, (ସସ୍ମିତା ପ୍ରଧାନ) : କୈବଲ୍ୟ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଶୀତ ସମୀରଣ ସହାୟତା ସମାରୋହ ବାଲ୍ମୀକି ନଗର, ସେକ୍ଟର ୧୩, ସି. ଡ଼ି. ଏ କମ୍ୟୁନିଟି ହଲ ଠାରେ ୮୮ ତମ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଅନୁଷ୍ଠାନର ପ୍ରତିଷ୍ଠାତା ଡ଼କ୍ଟର ସଂଗ୍ରାମ କେଶରୀ ସାମନ୍ତରାୟ ସ୍ଵାଗତ ଭାଷଣ
Read More...

କଟକ ଜିଲ୍ଲା ସାମ୍ବାଦିକ ସଂଘର ତୃତୀୟ ବାର୍ଷିକ ଉତ୍ସବ ପାଳିତ

କଟକ, (କେପିଏନ୍‌ଏସ୍‌) : ରାଜ୍ୟ ସାମ୍ବାଦିକ ସଂଘର କଟକ ଜିଲ୍ଲା ଶାଖାର ତୃତୀୟ ବାର୍ଷିକ ଉତ୍ସବ ସି ଏମ ସି-୫୮ ନମ୍ବର ୱାର୍ଡ ଅନ୍ତର୍ଗତ ପ୍ରତାପନଗରୀ ଧାକୁଲେଇ ମଣ୍ଡପରେ ପାଳିତ ହୋଇଯାଇଛି । ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଅଗ୍ରଣୀ
Read More...

ବାଲିଯାତ୍ରାରେ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି ସିବିସିର “ମଲ୍ଟିମିଡିଆ ପ୍ରଦର୍ଶନୀ”

କଟକ, (ପିଆଇବି) : ଐତିହାସିକ ବାଲିଯାତ୍ରା ପଡ଼ିଆରେ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି), ଆଞ୍ଚଳିକ କାର୍ଯ୍ୟାଳୟ, ଭୁବନେଶ୍ୱର ଦ୍ୱାରା ଆୟୋଜିତ “ସେବା, ସୁଶାସନ ଓ ଗରିବ କଲ୍ୟାଣ” ଉପରେ ମଲ୍ଟିମିଡିଆ ପ୍ରଦର୍ଶନୀରେ ଜନସାଧାରଣଙ୍କ ଭିଡ଼ ଓ ଉତ୍ସାହ ଦେଖିବାକୁ ମିଳିଛି । ସିବିସି ଷ୍ଟଲ୍ ଏ
Read More...

ରାଜ୍ୟସ୍ତରୀୟ ବାଲିଯାତ୍ରା ବୈଭବ ସାରସ୍ଵତ ସମ୍ମିଳନୀ

କଟକ, (ସସ୍ମିତା ପ୍ରଧାନ) : କୈବଲ୍ୟ ସାହିତ୍ୟ ସଂସଦ ଆନୁକୂଲ୍ୟରେ ୮୬ ତମ ରାଜ୍ୟସ୍ତରୀୟ ବାଲିଯାତ୍ରା ବୈଭବ ସାରସ୍ଵତ ସମ୍ମିଳନୀ ଏବଂ "ବାଲିଯାତ୍ରା ବୈଭବ" ପତ୍ରିକାର ଉନ୍ମୋଚନ ପର୍ବ ମୁନିସପାଲ ଟାଉନ ହଲଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଅବସରରେ ଅନୁଷ୍ଠାନର ପ୍ରତିଷ୍ଠାତା ଡ଼କ୍ଟର ସଂଗ୍ରାମ
Read More...

ବାଲିଯାତ୍ରାରେ ଗୃହସ୍ଥୀ ବଜାର

ରାଉରକେଲା/କଟକ, (ସସ୍ମିତା ପ୍ରଧାନ) : ସମ୍ପ୍ରତି କଟକର ଐତିହାସିକ ବାଲିଯାତ୍ରା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି । କଟକ ବାଲିଯାତ୍ରା ଓଡ଼ିଶାର ଅସ୍ମିତା, ବୀରତ୍ୱ, ସାହାସିକତା, କଳା, ସଂସ୍କୃତି ତଥା ନୌବାଣିଜ୍ୟର ପ୍ରତୀକ ଭାବେ ବିବେଚନା କରାଯାଉଥିବାବେଳେ
Read More...

ମାହାଙ୍ଗାର ବରିଷ୍ଠ ସାହିତ୍ୟିକ ଓ ଶିକ୍ଷାବିତ୍‌ ବ୍ୟୋମ ବିହାରୀ ରଥଙ୍କ ବିୟୋଗ

ଟକ : କଟକ ଜିଲ୍ଲାର ସଂଗ୍ରାମୀ ଓ ସାରସ୍ୱତର ମାଟି ମାହାଙ୍ଗା ଅଞ୍ଚଳର ବରିଷ୍ଠ ସାହିତ୍ୟିକ ଓ ଶିକ୍ଷାବିତ୍‌ ବ୍ୟୋମ ବିହାରୀ ରଥଙ୍କ ବିୟୋଗ ହୋଇଯାଇଛି । ଚଳିତ ମାସ ୧ ତାରିଖରେ ଶ୍ରୀ ରଥଙ୍କ ୮୨ ବର୍ଷ ବୟସରେ ନିଜ ବାସଭବନରେ ଦେହାନ୍ତ ହୋଇଯାଇଛି । ଶିକ୍ଷକତା ପେଶାରୁ ସ୍ୱର୍ଗତ ଶ୍ରୀ ରଥ
Read More...

ମୁଖ୍ୟମନ୍ତ୍ରୀଙ୍କୁ କଟକ ଦଶହରା ମଣ୍ଡପରେ ସେବା ରତ୍ନ ସମ୍ମାନ

କଟକ : କୈବଲ୍ୟ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଅନୁଷ୍ଠିତ ୮୧ ତମ ରାଜ୍ୟସ୍ତରୀୟ ଦଶହରା ଲୋକ ସଂସ୍କୃତି ମହୋତ୍ସବ ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ମାଆ କଟକ ଚଣ୍ଡୀ ସେବା ରତ୍ନ ୨୦୨୫ ସି. ଡି.ଏ ସେକ୍ଟର ୬ ପୂଜା ମଣ୍ଡପରେ ପ୍ରଦାନ କରାଯାଇଛି । କୈବଲ୍ୟ ସାହିତ୍ୟ ସଂସଦର ଏହା ୧୬,୭୦୦ ତମ
Read More...

ପୁଣି ଅଲୋଡା ଶିଶୁ କନ୍ୟା : ଚାକୁଣ୍ଡା ଗଛ ମୂଳେ ସଦ୍ୟଜାତ ଶିଶୁ କନ୍ୟା ଉଦ୍ଧାର

କଟକ : ପୁଣି ଅଲୋଡା ଶିଶୁ କନ୍ୟା । ଚାକୁଣ୍ଡା ଗଛ ମୂଳେ ସଦ୍ୟଜାତ ଶିଶୁ କନ୍ୟା ଉଦ୍ଧାର । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ସଦର ଥାନା ଅନ୍ତର୍ଗତ ମହୀଧରପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ । ଖବର ନେବାରୁ ଜଣାପଡିଛି ଯେ, ଆଜି ସକାଳ ସମୟ ୬ଟାରେ ମହୀଧରପଡା ଗୋଷ୍ଠୀ
Read More...