Browsing Tag

chaudwar news

ଦୁର୍ଘଟଣାର ଶିକାର ହେଲେ ସିନେ ନିର୍ଦ୍ଦେଶକ ସୁଧାକର ବସନ୍ତ

ଚୌଦ୍ୱାର : ଦୁର୍ଘଟଣାର ଶିକାର ହେଲେ ସିନେ ନିର୍ଦ୍ଦେଶକ ସୁଧାକର ବସନ୍ତ । କଟକ ମଙ୍ଗୁଳି ସ୍ଥିତ ବଜରଙ୍ଗୀ ଓ୍ୱେ ବ୍ରିଜ୍‌ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି ସୁଧାରକର ବସନ୍ତଙ୍କ ଗାଡି । ତେବେ ଗୁରୁତର ଅବସ୍ଥାରେ ସୁଧାକର ବସନ୍ତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର
Read More...

ବିଆଇପିଏଫ୍‌ ବିଦ୍ୟାଳୟରେ ବନ ମହୋତ୍ସବ

ଚୌଦ୍ୱାର : ଚୌଦ୍ୱାର ସ୍ଥିତ ବିଆଇପିଏଫ୍ ବିଦ୍ୟାଳୟରେ ବନ ମହୋତ୍ସବ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ନିହାର ରଞ୍ଜନ ଭୁୟାଁଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ୟ୍ୟାକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ଫୁଲ, ଫଳ ଏବଂ ଔଷଧିୟ ବୃକ୍ଷର ଚାରା ରୋପଣ
Read More...

ବାଇକ୍ ଷ୍ଟଣ୍ଟ୍ ବେଳେ ଦୁର୍ଘଟଣା

ଚୌଦ୍ୱର : ବାଇକ୍ ଷ୍ଟଣ୍ଟ କରୁଥିବା ବେଳେ ଦୁର୍ଘଟଣାରେ କଟିଗଲା ଯୁବକଙ୍କ ଗୋଡ । ଭୁବନେଶ୍ୱରରୁ କପିଳାସ ଯାଉଥିବା ସମୟରେ ଚୌଦ୍ୱାର କରଞ୍ଜି ଗ୍ରାମ ନିକଟରେ ଘଟିଛି ଏଭଳି ଦୁର୍ଘଟଣା । ସୂଚନାଯୋଗ୍ୟ ଯେ, ୨୦ରୁ ଅଧିକ ଯୁବକ ବାଇକ୍ ନେଇ ରେସିଂ କରି ଯାଉଥିବା ବେଳେ ଦୁର୍ଘଟଣା ଘଟିଛି । କପିଳାଶ
Read More...

ମହାନଦୀ ପଠାରେ ଦେଖିବାକୁ ମିଳିଲା କୁମ୍ଭୀର

ଚୌଦ୍ବାର : ମହାନଦୀ ପଠାରେ ଦେଖିବାକୁ ମିଳିଲା କୁମ୍ଭୀର । ମଧୁସୁଦନ ସେତୁ ତଳେ ଏକ କୁମ୍ଭୀର ଦେଖିବାକୁ ମିଳିଛି । କୁମ୍ଭୀରଟିକୁ ଦେଖିବାକୁ ବ୍ରିଜ୍ ଉପରେ ପ୍ରବଳ ଭିଡ ଜମିଛି । କୁମ୍ଭୀରକୁ ଦେଖି ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଛନକା ପଶିଯାଇଛି । ପ୍ରତ୍ୟେକ ଦିନ ମହାନଦୀକୁ ଗାଧୋଇବାକୁ
Read More...

ବଣିବନ୍ଧ ସଂରକ୍ଷିତ ଜଙ୍ଗଲରୁ ୨ ଗଳିତ ମୃତଦେହ ଉଦ୍ଧାର

ଚୌଦ୍ୱାର/ଗୁରୁଡ଼ିଝାଟିଆ : ଗୁରୁଡ଼ିଝାଟିଆ ପୁଲିସ ଖୁଣ୍ଟୁଣୀ ରେଂଜର ବଣିଆବନ୍ଧ ସଂରକ୍ଷିତ ଜଙ୍ଗଲରୁ ଦୁଇ ଜଣଙ୍କ ଗଳିତ ମୃତଦେହ ଉଦ୍ଧାର କରିଥିବା ଜଣାପଡିଛି । ହେଲେ ସେମାନଙ୍କ ପରିଚୟ ଜଣା ପଡ଼ିନାହିଁ । ସୂଚନା ଅନୁସାରେ ଘଟଣାସ୍ଥଳରୁ ପୁଲିସ ଦୁଇଟି ମୋବାଇଲ ଜବତ କରିବା ସହ ମଦ ବୋତଲ ଓ ବିଷ
Read More...

ବିଦ୍ୟୁତ୍ ଆଘାତ ଲାଗି ଦନ୍ତା ହାତୀ ମୃତ

ଚୌଦ୍ୱାର/ଗୁରୁଡ଼ିଝାଟିଆ : ବିଦ୍ୟୁତ୍ ଆଘାତରେ ଦନ୍ତା ହାତୀ ମୃତ । ଖୁଣ୍ଟୁଣୀ ରେଞ୍ଜ ଗୁରୁଡ଼ିଝାଟିଆ ଥାନା ସାଉରିଆ ଗ୍ରାମ ସ୍ଥିତ ଚାଷ ଜମିରେ ବିଦ୍ୟୁତ ଆଘାତରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ଖୁଣ୍ଟୁଣୀ ବନକର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
Read More...

୪୫ ଲକ୍ଷ ଟଙ୍କାର ସିରପ୍‌ ଜବତ, ଦୁଇ ଗିରଫ

ଚୌଦ୍ୱାର : ଟାଙ୍ଗୀ ଥାନା ସାନସର୍ଦ୍ଦୋଳା ନିକଟସ୍ଥ ବ୍ରାହ୍ମଣଭୋଗ ଗ୍ରାମରେ ଚଢଉ କରି ପୁଲିସ ୨୬୨ ପେଟିରେ ଥିବା ଲାବରେଟ୍‌ କମ୍ପାନୀର ୨୫ ହଜାର ୯୨୦ ଏସ୍‌କଫ୍‌ (କୋଡାଇନ୍‌) ସିରପ୍‌ ସହ ୮ ଶହ ନାଇଟ୍ରୋସେନ୍‌ (୧୦ ଏମ.ଜି) ଟାବଲେଟ୍‌ ଜବତ ହୋଇଥିବା ଜଣାପଡିଛି । ଏହି ଘଟଣାରେ ପୁଲିସ ମୁଖ୍ୟ
Read More...

ରୂପଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ଚୌଦ୍ୱାର : ଚୌଦ୍ୱାରର ରୂପଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ତିନିକୋଣିଆ ସ୍ଥିତ ଯାତ୍ରା କମିଟି କାର୍ଯ୍ୟାଳୟରେ ଏହି ବୈଠକ କରାଯାଇଥିଲା । ଯାତ୍ରା କମିଟି ସଭାପତି ସୁବୋଧ ଚନ୍ଦ୍ର ନାୟକଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ବୈଠକରେ ଆସନ୍ତା କୁମାର ପୂର୍ଣ୍ଣିମା ଦିନ ଠାରୁ
Read More...

ପୌରପାଳିକା ତରଫରୁ ମେଧା ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଚୌଦ୍ୱାର : ସ୍ୱାଧୀନତା ଦିବସ ପାଳନ ଅବସରରେ ଚୌଦ୍ୱାର ପୌରପାଳିକା ତରଫରୁ ମେଧା ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ, ନିର୍ବାହୀ ଅଧିକାରୀ ପବିତ୍ର କୁମାର ବେହେରା, ପୂର୍ବତନ ନଗରପାଳ ପ୍ରେମଚାନ୍ଦ ନାୟକ,
Read More...

ଶିଶୁ ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା ଆୟୋଜିତ

ଚୌଦ୍ୱାର : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଜ୍ଞାନ ବିଜ୍ଞାନ ମେଳା ଆୟୋଜିତ ହୋଇଯାଇଛି । ପରିଚାଳନା କମିଟି ସଭାପତି ସ୍ୱପ୍ନା ନାୟକଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଗୋଖଲେ ଆଦର୍ଶ ମହାବିଦ୍ୟାଳୟର ଅଧ୍ୟାପକ ଉତ୍ତମ କୁମାର ଦାସ ଉଦ୍‍ଘାଟନ
Read More...