Browsing Tag

chaudwar news

ମୋବାଇଲ ଚୋର ଗିରଫ : ୯ ମୋବାଇଲ ଜବତ

ଚୌଦ୍ୱାର : ମୋବାଇଲ ଲୁଟ କରୁଥିବା ଜଣେ କୁଖ୍ୟାତ ଚୋରକୁ ପୁଲିସ ଗିରଫ କରି କେର୍ଟ ଚାଲାଣ କରିଥିବା ଜଣାପଡିଛି । ଗିରଫ ଅଭିଯୁକ୍ତ ଜଣକ ଜଗତପୁର ଥାନା ମୁତାରିଫା ପଞ୍ଚାୟତ ପଦ୍ମପୁର ଗ୍ରାମର ସେକ୍ ମୁସ୍ତାକ୍ (୩୫) ବୋଲି ଜଣାପଡିଛି । ତାଙ୍କ ନିକଟରୁ ନାମିଦାମି କମ୍ପାନୀର ୮ଟି ଚୋରି ମୋବାଇଲ
Read More...

ଚୋରା କୋଇଲା ବୋଝେଇ ଟ୍ରକ୍ ଜବତ ସହ ଚାଳକଙ୍କୁ ଗିରଫ କଲା ଚୌଦ୍ୱାର ପୁଲିସ

ଚୌଦ୍ୱାର : ଚୋରା କୋଇଲା ବୋଝେଇ କରି ମଙ୍ଗୁଳି ଅଭିମୁଖେ ଯାଉଥିବା ଏକ ଟ୍ରକକୁ ଚୌଦ୍ୱାର ପୁଲିସ ଜବତ କରିବା ସହିତ ଟ୍ରକ୍ ଚାଳକକୁ ଗିରଫ କରିଥିବା ସୂଚନା ମିଳିଛି । ଗିରଫ ଚାଳକ ଜଣକ ହେଲେ ଢ଼େଙ୍କାନାଳ ଜିଲ୍ଲା ସଦର ଥାନା ନଦିଆଲି ବସାଡିହ ଗ୍ରାମର ଜାନକୀ ବଲ୍ଳଭ ପଟ୍ଟନାୟକ । ପ୍ରାପ୍ତ ସୂଚନା
Read More...

ସ୍ୱଚ୍ଛ ପାନୀୟ ଜଳ କେନ୍ଦ୍ର ଉଦ୍‌ଘାଟିତ

ଚୌଦ୍ୱାର : ବଡ଼ସାମନ୍ତରାପୁର ପଞ୍ଚାୟତ ସର୍ଦ୍ଦାରଖରିଦା ଗ୍ରାମସ୍ଥିତ ଲକ୍ଷ୍ମୀ ନାରାୟଣ ଶିକ୍ଷାନୁଷ୍ଠାନରେ ପିିଲାମାନଙ୍କ ପାଇଁ ଏକ ସ୍ୱଚ୍ଛ ପାନୀୟ ଜଳ କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି । ରୋଟାରୀ କ୍ଲବ୍ କଟକ ଅଭିନବ ତରଫରୁ ପ୍ରତିଷ୍ଠା କରାଯାଇଥିବା ଏହି ଜଳ କେନ୍ଦ୍ରକୁ ଜିଲ୍ଲା ଗଭର୍ଣ୍ଣର
Read More...

ଅବସରପ୍ରାପ୍ତ ଏବଂ କାର୍ଯ୍ୟରତ ପୁଲିସ କର୍ମଚାରୀ ସଂଗଠନର ବୈଠକ ଅନୁଷ୍ଠିତ

ଚୌଦ୍ୱାର : ଅବସରପ୍ରାପ୍ତ ଏବଂ କାର୍ଯ୍ୟରତ ପୁଲିସ୍ କର୍ମଚାରୀ ମାନଙ୍କର ଏକ ବୈଠକ ଆଗ୍ରାହାଟ ସ୍ଥିତ ଐତିହାସିକ ବୈଦ୍ୟେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଅବସରପ୍ରାପ୍ତ କାମାଣ୍ଡାଣ୍ଟ ଶୈଳେନ୍ଦ୍ର ମୁଖୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ବୈଠକରେ ଶତାଧିକ ପୁଲିସ୍ କର୍ମଚାରୀ
Read More...

ଆମ୍ବିସନ୍ କ୍ଲବ୍ ଆନୁକୂଲ୍ୟରେ ଦାତବ୍ୟ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

ଚୌଦ୍ୱାର : ଚୌଦ୍ୱାର ପୌରପାଳିକା ୧୧ ନମ୍ବର ୱାର୍ଡସ୍ଥିତ ଆମ୍ବିସନ୍ କ୍ଲବ୍ ଆନୁକୂଲ୍ୟରେ ଏକ ଦାତବ୍ୟ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ସତ୍ୟବତୀ ଦାସ ଉଦ୍‌ଘାଟନ କରିଥିବା ବେଳେ ସାରାଦିନ ବ୍ୟାପୀ ଅନୁଷ୍ଠିତ ଏହି ଶିବିରରେ ଚକ୍ଷୁ ଚିକିତ୍ସକ ଡା. ଲକ୍ଷ୍ମୀପ୍ରିୟା
Read More...

ଉଦ୍ଧାର ହେଲା ୫୦ କେଜିର କଇଁଛ : ୪ ଜଣ ଗିରଫ

ଚୌଦ୍ୱାର : ଚୌଦ୍ୱାରରୁ ୫୦ କେଜି ଓଜନର ଏକ କଇଁଛ ଉଦ୍ଧାର ହୋଇଛି । ବନବିଭାଗ ‌ଦ୍ୱାରା କଇଁଛ ଉଦ୍ଧାର ହୋଇଥିବା ବେଳେ ଏହି ଘଟଣାରେ ୪ ଜଣ‌ଙ୍କୁ ଗିରଫ କରିଛି ବନ ବିଭାଗ ବୋଲି କୁହାଯାଇଛି । ସୂଚନା ଅନୁସାରେ ଚୌଦ୍ୱାର ମ୍ୟୁନିସିପାଲିଟି ୱାର୍ଡ ନଂ.୫ର ବାସିନ୍ଦା ଦେହୁରୀସାହିର ମାୟାଧର
Read More...