pakka

ସ୍ୱଚ୍ଛ ପାନୀୟ ଜଳ କେନ୍ଦ୍ର ଉଦ୍‌ଘାଟିତ

bbehera

ଚୌଦ୍ୱାର : ବଡ଼ସାମନ୍ତରାପୁର ପଞ୍ଚାୟତ ସର୍ଦ୍ଦାରଖରିଦା ଗ୍ରାମସ୍ଥିତ ଲକ୍ଷ୍ମୀ ନାରାୟଣ ଶିକ୍ଷାନୁଷ୍ଠାନରେ ପିିଲାମାନଙ୍କ ପାଇଁ ଏକ ସ୍ୱଚ୍ଛ ପାନୀୟ ଜଳ କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି । ରୋଟାରୀ କ୍ଲବ୍ କଟକ ଅଭିନବ ତରଫରୁ ପ୍ରତିଷ୍ଠା କରାଯାଇଥିବା ଏହି ଜଳ କେନ୍ଦ୍ରକୁ ଜିଲ୍ଲା ଗଭର୍ଣ୍ଣର ଶାନ୍ତନୁ କୁମାର ପାଣି ଉଦ୍‌ଘାଟନ କରିଥିଲେ । ସହକାରୀ ଗଭର୍ଣ୍ଣର ବିଦ୍ୟୁତ୍ କୁମାରୀ ଲାଲା, ସଭାପତି ସୁଧାଂଶୁ ଶେଖର ଜେନା, ବିଶ୍ୱନାଥ ପଣ୍ଡା, ଜୀବନ ପଟ୍ଟନାୟକ ପ୍ରମୁଖ ଏଥିରେ ଅତିଥି ଭାବେ ଯୋଗ ଦେଇଥିଲେ । ପରମାନନଦ ସାହୁ, କୃଷ୍ଣଚନ୍ଦ୍ର ସେଠୀ, ସରସ୍ୱତୀ ଦେଉରୀ, ଉମାକାନ୍ତ ବାରିକ, ବୈକୁଣ୍ଠ ରାଉତଙ୍କ ସମେତ ବିଦ୍ୟାଳୟ କମିଟିର ସମସ୍ତ ସଦସ୍ୟ ଏଥିରେ ଯୋଗ ଦେଇଥିଲେ । ପ୍ରଧାନ ଶିକ୍ଷକ ବାସୁଦେବ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

12 + seventeen =

error: Content is protected !!