ମହାନଦୀ ପଠାରେ ଦେଖିବାକୁ ମିଳିଲା କୁମ୍ଭୀର

ଚୌଦ୍ବାର : ମହାନଦୀ ପଠାରେ ଦେଖିବାକୁ ମିଳିଲା କୁମ୍ଭୀର । ମଧୁସୁଦନ ସେତୁ ତଳେ ଏକ କୁମ୍ଭୀର ଦେଖିବାକୁ ମିଳିଛି । କୁମ୍ଭୀରଟିକୁ ଦେଖିବାକୁ ବ୍ରିଜ୍ ଉପରେ ପ୍ରବଳ ଭିଡ ଜମିଛି । କୁମ୍ଭୀରକୁ ଦେଖି ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଛନକା ପଶିଯାଇଛି । ପ୍ରତ୍ୟେକ ଦିନ ମହାନଦୀକୁ ଗାଧୋଇବାକୁ ଆସୁଥିବା ସ୍ଥାନୀୟ ଲୋକମାନେ କୁମ୍ଭୀରକୁ ଦେଖିବା ପରେ ଭୟଭୀତ ହୋଇପଡ଼ିଛନ୍ତି । ତେବେ କୁମ୍ଭୀରଟିକୁ ଏଠାରୁ ଉଦ୍ଧାର କରି ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ କରିବାକୁ ସ୍ଥାନୀୟ ଲୋକ ଦାବୀ କରିଛନ୍ତି ।

Leave A Reply

Your email address will not be published.

nineteen + 12 =

error: Content is protected !!