Browsing Tag

bramhapur news

ଆଳୁ କିଲୋ ପ୍ରତି ୧୮ ଟଙ୍କା ଏବଂ ପିଆଜ କିଲୋପ୍ରତି ୨୩ ଟଙ୍କା ସୁଲଭ ମୂଲ୍ୟରେ ବିକ୍ରି ନିମନ୍ତେ ନିର୍ଦ୍ଦେଶ ଦେଲେ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରଠାରେ ଅବସ୍ଥାପିତ ଜିଲ୍ଲା ଯୋଗାଣ ବିଭାଗ, ଯାହାକି ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗ ତରଫରୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦ୍ଦେଶ କ୍ରମେ ଲକ୍- ଡାଉନ୍ ସମୟରେ ଅତି ଆବଶ୍ୟକ ସାମଗ୍ରୀର
Read More...

ବେଳଗୁଣ୍ଠାରେ ମାସ୍କ ଚେକିଂ କଡାକଡି : ଅମାନିଆଙ୍କ ଠାରୁ ଦୁଇ ଦିନରେ ମୋଟ ୨୦ହଜାର ୫ଶହ ଟଙ୍କା ଜୋରିମାନା ଆଦାୟ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କରୋନାର ଦ୍ୱିତୀୟ ଲହରୀରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ ଏଥିରେ ବ୍ରେକ୍ ଲଗାଇବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ମଇ ମାସ ୫ ତାରିଖ ଠାରୁ ଲକ୍ ଡ଼ାଉନ୍ ଘୋଷଣା କରାଯାଇଛି । ଏହି ସମୟରେ ଅତ୍ୟାବଶ୍ୟକ ସେବାକୁ ଛାଡ଼ି ଅନ୍ୟ ସମସ୍ତ ବ୍ୟବସାୟୀକ
Read More...

ବେଲଗୁଣ୍ଠା ଇଣ୍ଡିଆନ ଓଭର୍ ସିଜ୍ ବ୍ୟାଙ୍କ ଶାଖାରେ ଗତ ୧୩ ଦିନରୁ ଅଧିକ ହେଲା ତାଲା : ଗ୍ରାହକ ହନ୍ତସନ୍ତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କରୋନା ସଂକ୍ରମଣରେ ଜନଜୀବନ ବେହାଲ୍ । ସରକାର ଜାରି କରିଛନ୍ତି ଲକ୍ ଡାଉନ୍ । କିନ୍ତୁ ସାଧାରଣ ଲୋକଙ୍କ ସୁବିଧା ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରିବା ପାଇଁ ସମୟ ସୀମା ଧାର୍ୟ୍ୟ କରିବା ସହ ବ୍ୟାଙ୍କ, ଏଟିଏମ୍ ଖୋଲା ରଖିବା ପାଇଁ ନିର୍ଦ୍ଦେଶ
Read More...

ଛତ୍ରପୁର ବଜାରରେ ଆଜି ଦିନରେ ଅସମ୍ଭାଳ ଭିଡ଼ ପାଇଁ ଆଞ୍ଚଳିକ ପ୍ରଶାସନ ହିଁ ଦାୟୀ : ସାଧାରଣରେ ଆଲୋଚନା

ଛତ୍ରପୁର , (କେ.ସତ୍ୟନାରାୟଣ ରେଡ୍ଡୀ) : ଗୋଟିଏ ଜିଲ୍ଲାରେ ଦୁଇ ପ୍ରକାର ନିୟମ । ଛତ୍ରପୁର ସହରରେ ଗତକାଲି ଓ ଆଜି ମଧ୍ୟାହ୍ନ ଦୁଇ ଘଣ୍ଟା ମଧ୍ୟରେ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ହେବାର ନିୟମ ଥିବା ବେଳେ ବ୍ରହ୍ମପୁର ମହାନଗରରେ ସୋମବାର ଓ ମଙ୍ଗଳବାର ଏହି ଦୁଇଦିନ ସନ୍ଧ୍ୟା ୬ଘଣ୍ଟା ଯାଏଁ
Read More...

କୋରନା ମହାମାରୀରୁ ତ୍ରାହି ନିମନ୍ତେ ଗଞ୍ଜାମ ଜିଲ୍ଲାର ପଲ୍ଲୀବହୁଳ ସମାଜରେ ଚାଲିଛି ଭକ୍ତିବାଦର ସୂତ୍ର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ କୋଉଠି ନା କୋଉଠି ଚାଲିଛି ଭକ୍ତିବାଦର ବହୁଳ ପ୍ରଚଳନ । ଦେଶରେ ଶାନ୍ତିର ବାର୍ତ୍ତା ବହନ ଓ କୋରନା ମହାମାରୀରୁ ମାନବ ସମାଜ ମୁକୁଳିବା ଉଦ୍ଦେଶ୍ୟରେ ଚାଲିଛି ମନ୍ଦିର ପ୍ରକୋଷ୍ଠରେ ହୋମ, ଷୋଡଶ ପୂଜାର୍ଚ୍ଚନା ଏବଂ ଭକ୍ତିବାଦର ସୂତ୍ର
Read More...

ବ୍ରହ୍ମପୁରର ୪ଟି ଅଞ୍ଚଳକୁ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁରର ୪ଟି ଅଞ୍ଚଳକୁ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ ଭାବେ ବିଏମସି ପକ୍ଷରୁ ଘୋଷଣା କରାଯାଇଛି। ସେଗୁଡିକ ହେଲା ହିଲପାଟଣା ପ୍ରଥମ ଗଳି, ତୃତୀୟ ଗଳି, ଗାନ୍ଧୀନଗର ପ୍ରଥମଲେନ, ଓ ଗୋଦାବରୀଶ ନଗର ୪ର୍ଥ ଲେନ । ଏହି ସବୁ ଅଞ୍ଚଳକୁ କାଠ ବାଡ଼
Read More...

ଦେବୀ ଭଗବତୀ ମା’ ତାରାତାରିଣୀଙ୍କ ଶୀତଳା ଦେବୀ ବେଶରେ ପୂଜାସମ୍ଭାର ସମାହିତ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଋଷିକୁଲ୍ୟାତୀରସ୍ଥ ପୂର୍ଣ୍ଣଗିରି ଶୀର୍ଷରେ ଅବସ୍ଥାନ କରିଥିବା ସ୍ତନ ପୀଠେ ପୂଜିତା ବିଶ୍ୱବନ୍ଦନୀୟା ଦେବୀ ଭଗବତୀ ମା' ତାରାତାରିଣୀଙ୍କ ଚୈତ୍ରପର୍ବ ପଞ୍ଚମ ପାଳି ମଙ୍ଗଳବାର ଯାତ୍ରା ବିନା ଭକ୍ତରେ ବିଧିବଦ୍ଧ ଭାବେ ରୀତିକାନ୍ତି ସହ ସମ୍ପନ ହୋଇଛି ।
Read More...

ହିଞ୍ଜିଳିକାଟୁ ପୌରପାଳିକାସ୍ଥ ୧୧ ନଂ ୱାର୍ଡର ଥାନା ସାହି ମିନି-କଣ୍ଟେନମେଣ୍ଟ ଜୋନ ଭାବେ ଘୋଷିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କୋରନାର ଦ୍ୱିତୀୟ ଲହରୀରେ ସଂକ୍ରମଣ ଅହେତୁକ ଭାବେ ଵୃଦ୍ଧିପାଉଥିବା ବେଳେ ଗଞ୍ଜାମ ଜିଲ୍ଲାକୁ ଧୀରେ ଧୀରେ ପ୍ରବାସୀ ଓଡ଼ିଆଙ୍କ ଘର ବାହୁଡା ମଧ୍ୟ ସୁଅ ଛୁଟିବାରେ ଲାଗିଛି । ଫଳରେ ଜିଲ୍ଲାରେ କୋରନା ପୋଜିଟିଭ ନମୁନା ମଧ୍ୟ ବୃଦ୍ଧି ପରିଲିଖିତ ହୋଇଛି ।
Read More...

ଦେବୀ ଦଶଭୂଜା ବାସନ୍ତୀକ-ଦୁର୍ଗାବେଶରେ ମା’ ତାରାତାରିଣୀଙ୍କ ପୂଜନୋତ୍ସବ ସମାହିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଋଷିକୁଲ୍ୟାତୀରସ୍ଥ ପୂର୍ଣ୍ଣଗିରି ଶୀର୍ଷରେ ଅବସ୍ଥାନ କରିଥିବା ସ୍ତନପୀଠେ ପୂଜିତା ବିଶ୍ୱବନ୍ଦନୀୟା ଦେବୀ ଭଗବତୀ ମା' ତାରାତାରିଣୀଙ୍କ ଚୈତ୍ରପର୍ବ ୪ର୍ଥ ପାଳି ମଙ୍ଗଳବାର ଯାତ୍ରା ବିନା ଭକ୍ତରେ ବିଧିବଦ୍ଧ ଭାବେ ନୀତିକାନ୍ତି ସହ ସମ୍ପନ ହୋଇଛି ।
Read More...

ସରକାରଙ୍କ ଉଦାସୀନତା ଯୋଗୁ ଆସିକାର ଚିନି ଶିଳ୍ପର ଭବିଷ୍ୟତ ଅନ୍ଧକାରମୟ : କାରଖାନାର ଯନ୍ତ୍ରାଂଶରେ ମଧ୍ୟ କଳଙ୍କି…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସମଗ୍ର ଏସିଆ ମହାଦେଶରେ ସର୍ବପୁରାତନ ବୃହତ୍ତମ ଆସିକା ଚିନି ଶିଳ୍ପ ଏବେ ଅବ୍ୟବସ୍ଥା ଘେରରେ ରହିଛି । ଆସିକାରେ ଚିନି ଶିଳ୍ପ ପ୍ରତିଷ୍ଠା ହେବା ଦିନଠୁ ପରୋକ୍ଷ ହେଉ ବା ପ୍ରତ୍ୟକ୍ଷ ଭାବରେ ହଜାର ହଜାର ଲୋକଙ୍କୁ ରୋଜଗାର ଯୋଗାଇ ଦିଆଯାଉଥିଲା । ଏହା
Read More...