Browsing Tag

bramhapur news

ଖଲ୍ଲିକୋଟ ରାଣୀସାହେବାଙ୍କ ଶେଷକୃତ୍ୟ ସମ୍ପନ୍ନ

କ୍ରନ୍ଦନର ରୋଳରେ ଖଲ୍ଲିକୋଟଗଡ଼ ଶୋକାଭିଭୂତ ହୋଇଉଠିଥିଲା ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଖଲ୍ଲିକୋଟ ରାଣୀସାହେବା ଭି. ସୁଜ୍ଞାନ କୁମାରୀ ଦେଓଙ୍କ ପାର୍ଥିବ ଶରୀର ରବିବାର ପ୍ରାତଃରେ ଖଲ୍ଲିକୋଟ ନଗରୀରେ ପହଞ୍ଚିବା ପରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ବହୁ…
Read More...

ଖଲ୍ଲିକୋଟ ରାଣୀସାହେବା ସୁଜ୍ଞାନ କୁମାରୀ ଦେଓଙ୍କ ବିୟୋଗରେ ନବୀନ ପ୍ରତିଷ୍ଠାନର ଶୋକ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ରାଜ୍ୟର ସ୍ୱ୍ୱନାମଧନ୍ୟ ରାଜନେତ୍ରୀ, ନିଷ୍ଠାପର ସମାଜସେବୀ, ପରୋପକାରୀ, ଖଲ୍ଲିକୋଟ ରାଜ ପରିବାରର ରାଜମାତା ଭି. ସୁଜ୍ଞାନ କୁମାରୀ ଦେଓଙ୍କ ବିୟୋଗରେ ଶନିବାର ପୂର୍ବାହ୍ନରେ ନବୀନ ଭବନ ପରିସରରେ ନବୀନ ପାଠାଗାର ସାହିତ୍ୟ ପ୍ରତିଷ୍ଠାନ ପକ୍ଷରୁ ଏକ ଶୋକ ସଭା…
Read More...

ଶଙ୍ଖଭବନରେ ପହଞ୍ଚିଲା ରାଜଜେମାଙ୍କ ମରଶରୀର : ରାଜ୍ୟବ୍ୟାପୀ ଶୋକ ଓ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ

ବ୍ରହ୍ମପୁର, ( କେ.ସତ୍ୟନାରାୟଣ ରେଡ୍ଡୀ ) : ଚେନ୍ନାଇର ଘରୋଇ ହସ୍ପିଟାଲରୁ ରାଣୀ ସୁଜ୍ଞାନୀ ଦେଓଙ୍କ ମରଶରୀରକୁ ଅଣାଯାଇଥିବା ନେଇ ଖବର ମିଳିଛି । ବିମାନ ବନ୍ଦରରେ ତାଙ୍କୁ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଷ୍ପ-ମାଲ୍ୟାର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ପରେ ଶଙ୍ଖଭବନରେ…
Read More...

ଖଲ୍ଲିକୋଟ ରାଣୀ ସାହେବା ସୁଜ୍ଞାନ କୁମାରୀ ଦେଓଙ୍କ ପରଲୋକ

ଚେନ୍ନାଇରୁ ତାଙ୍କ ମରଶରୀର ଆଜି ସନ୍ଧ୍ୟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବ ରବିବାର ବିଧାନସଭାରେ କିଛି ସମୟ ଓ ପରେ ଖଲ୍ଲିକୋଟ ରାଜ-ଶ୍ମଶାନରେ ତାଙ୍କର ଅନ୍ତେଷ୍ଟିକ୍ରିୟା ସମାହିତ ହେବା ସୂଚନା ମିଳିଛି ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶାର ଅନ୍ୟତମ ଗଡ଼ଜାତ ରାଜ୍ୟ…
Read More...

ଗଞ୍ଜାମ ଟିବି ଚାମ୍ପିୟନମାନଙ୍କ ପାରିଶ୍ରମିକ ବୃଦ୍ଧି ନେଇ ଜିଲ୍ଲା ପ୍ରଶାସନଠାରେ ଦାବୀ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଟିବି ଚାମ୍ପିୟନମାନଙ୍କ ପାରିଶ୍ରମିକ ବୃଦ୍ଧି ଏବଂ ମାସିକ ନିୟୋଜନ ଲାଗି ଶୁକ୍ରବାର ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି । ଟିବି ଚାମ୍ପିୟନମାନେ ପାରିଶ୍ରମିକ ୩ ହଜାର ୫ଶହ ଟଙ୍କା ପାଉଛନ୍ତି । ସେହି ପାରିଶ୍ରମିକ ଅର୍ଥରେ…
Read More...

ଭିଜିଲାନ୍ସ ହାତରେ ବନ୍ଧା ହେଲେ ଆରଟିଓ କାର୍ଯ୍ୟାଳୟରେ ଅବସ୍ଥାପିତ ଡାଟା ଏଣ୍ଟ୍ରି ଅପରେଟର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଆର୍‌ଟିଓ କାର୍ଯ୍ୟାଳୟରେ ଅବସ୍ଥାପିତ ଜନୈକ ଡାଟା ଏଣ୍ଟ୍ରି ଅପରେଟର ଗୌରହରି ପାଢ଼ୀ ୧୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଯାହାକି, ବ୍ରହ୍ମପୁର ଦୁର୍ନୀତି ନିବାରଣ ମଣ୍ଡଳ ପକ୍ଷରୁ ଚଢ଼ାଉ ବେଳେ…
Read More...

ଜାତୀୟ ରାଜପଥ ଦେଇ ଅତିକ୍ରମ କରିବାରେ ପ୍ରତିବନ୍ଧକ : ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତବାସୀ ହେଲେ ଜିଲ୍ଲା ପ୍ରଶାସନର…

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ୧୬ ନମ୍ୱର ଜାତୀୟ ରାଜପଥରେ ହିଡ଼ ଦେଇ ରୋକ୍ ଲଗାଇଛି ଗଞ୍ଜାମ ସହର ଥାନା । ଫଳରେ ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତର ୪ଖଣ୍ଡ ଗ୍ରାମର ଲୋକେ ଗୁରୁବାର ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନର ଦ୍ଵାରସ୍ଥ ହୋଇଛନ୍ତି । ଉକ୍ତ ରାସ୍ତାଦେଇ…
Read More...

ଆମ ଓଡିଶା ନବୀନ ଓଡିଶା ଯୋଜନାରେ ସରପଞ୍ଚ ଓ ଜନ ପ୍ରତିନିଧିମାନଙ୍କୁ ସାମିଲ ପାଇଁ ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ :…

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଆମ ଓଡ଼ିଶା ନବୀନ ଓଡ଼ିଶାକୁ ନେଇ ହାଇକୋର୍ଟଙ୍କ ବଡ ନିର୍ଦ୍ଦେଶ ସାମ୍ନାକୁ ଆସିଛି । ସରପଞ୍ଚ ଓ ଜନପ୍ରତିନିଧିଙ୍କୁ ସାମିଲ କରାଯାଉ ବୋଲି ହାେଇାର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛି । ଯୋଜନାରେ ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ଦିଆଯାଉଛି । କିନ୍ତୁ…
Read More...

ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତରେ ‘ନୂଆ-ଓ’ କାର୍ଯ୍ୟକ୍ରମ ବେଳେ ବିଧାୟକ ବିରୋଧୀଙ୍କ ଦ୍ଵାରା କଳାପତାକା…

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ପଞ୍ଚାୟତ ସମିତି ଅଧୀନରେ ଥିବା ୧୮ଗୋଟି ଗ୍ରାମପଞ୍ଚାୟତରେ ପଞ୍ଚାୟତସ୍ତରୀୟ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ବୁଧବାର ଉଦ୍‌ଯାପିତ ହୋଇଯାଇଛି । କିନ୍ତୁ ଉଦ୍‌ଯାପନୀ ଦିବସରେ ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତରେ 'ନୂଆ-ଓ' କାର୍ଯ୍ୟକ୍ରମ…
Read More...

ଆନ୍ତଃପଞ୍ଚାୟତ ଧବଳେଶ୍ଵର ଭଲିବଲ ଟୁର୍ଣ୍ଣାମେଣ୍ଟର ଉଦ୍‌ଯାପନୀରେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ଯୋଗଦାନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଆନ୍ତଃପଞ୍ଚାୟତସ୍ତରୀୟ ଆୟୋଜିତ 'ଧବଳେଶ୍ଵର ଭଲିବଲ ଟୁର୍ଣ୍ଣାମେଣ୍ଟ'ର ଉଦ୍‌ଯାପନୀ ଉତ୍ସବରେ ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ବିକ୍ରମ କୁମାର ପଣ୍ଡା ଯୋଗଦେଇ କ୍ରୀଡାବିତ୍‌ଙ୍କୁ…
Read More...