ଆଦିବାସୀ ଅଧ୍ୟୁଷିତ ସାମନ୍ତିଆପଲ୍ଲୀରେ ଓ.କେ.ସି.ଏଲ.ର ଶିକ୍ଷାକେନ୍ଦ୍ର ଉଦ୍ଘାଟିତ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ପାତ୍ରପୁର ବ୍ଲକର ସାମନ୍ତିଆପଲ୍ଲୀଠାରେ ଓକେସିଏଲ୍ର ଏକ ଅଧିକୃତ ଶିକ୍ଷାକେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି । ଶନିବାର ପୂର୍ବାହ୍ନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ମହନ୍ତ ପରାଙ୍କୁଶ ଉଚ୍ଚ ବିଦ୍ୟାଳୟର!-->…
Read More...
Read More...