Browsing Tag

bramhapur news

କେନ୍ଦ୍ରୀୟ ଟ୍ରେଡ ୟୁନିୟନ ଓ କୃଷକ ସଂଘ ପକ୍ଷରୁ ୧୬ ଫେବୃୟାରୀ ଦେଶବ୍ୟାପୀ ହରତାଳ

ଫେବୃୟାରୀ ୧୬ରେ ଭାରତବନ୍ଦ ଡାକରା ପାଇଁ ବ୍ୟାପକ ପ୍ରସ୍ତୁତି ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : କେନ୍ଦ୍ରୀୟ ଟ୍ରେଡ ୟୁନିୟନ ଓ ସଂଯୁକ୍ତ କିଷାନ ମୋର୍ଚ୍ଚା ଗ୍ରାମୀଣ ସମାଜ ପକ୍ଷରୁ ଭାରତ ବନ୍ଦକୁ ସଫଳ କରିବା ପାଇଁ ଆସନ୍ତା ୧୬ ଫେବୃଆରୀ ଦେଶବ୍ୟାପୀ ହରତାଳ ବା ଧର୍ମଘଟ ଡାକରା
Read More...

୩୭ତମ ଜାତୀୟ ପୂର୍ବାଞ୍ଚଳ ଯୁବ-ମହୋତ୍ସବ ଉମଙ୍ଗ-୨୦୨୪ ପାଇଁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଉତ୍ସବ ମୁଖର

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଭଞ୍ଜବିହାରରେ ଆସନ୍ତା ଫେବୃଆରୀ ୧୬ ତାରିଖଠାରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ୩୭ତମ ଜାତୀୟ ପୂର୍ବାଞ୍ଚଳ ଯୁବ-ମହୋତ୍ସବ ଉମଙ୍ଗ- ୨୦୨୪ ଆୟୋଜନ ହେବାକୁ ଯାଉଛି । ଏନେଇ ସମଗ୍ର ବିଶ୍ଵବିଦ୍ୟାଳୟ ପରିସରର ଏବେ ଉତ୍ସବମୁଖର ହୋଇଉଠିଥିବା ଦେଖିବକୁ
Read More...

ଡିଜିଟାଲ ଶିକ୍ଷା ପ୍ରଦାନ କ୍ଷେତ୍ରରେ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କଲା ଗଞ୍ଜାମ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଡିଜିଟାଲ ଶିକ୍ଷା ପାଠ୍ୟକ୍ରମ ପ୍ରଦାନ କ୍ଷେତ୍ରରେ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି । ଓଡିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ ଅଧିନସ୍ଥ ଓକେସିଏଲ୍‌ ଓଡିଶାରେ ଏହାର ନେଟୱାର୍କ ସହଭାଗିତାରେ
Read More...

ଭିନ୍ନକ୍ଷମମାନଙ୍କୁ ସାଇକେଲ ବଣ୍ଟନ କଲେ ବିକ୍ରମ ପଣ୍ଡା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ବିକ୍ରମ କୁମାର ପଣ୍ଡା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଏସ. ରାଜେଶ୍ୱରୀ ଦୋରା, ସଦସ୍ୟ, ସଦସ୍ୟା, ବ୍ଲକ୍ ଅଧ୍ୟକ୍ଷା, ଉପାଧ୍ୟକ୍ଷା, ସରପଞ୍ଚ, ସମିତି ସଭ୍ୟ, ସଭ୍ୟା, ସ୍ଥାନୀୟ ଜନପ୍ରତିନିଧି,
Read More...

ବିଶିଷ୍ଟ ସାହିତ୍ୟିକ ସାତକଡ଼ି ହୋତାଙ୍କ ବିୟୋଗରେ ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନର ଶୋକ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ବିଶିଷ୍ଟ ସାହିତ୍ୟିକ ସାତକଡ଼ି ହୋତାଙ୍କ ୯୫ ବର୍ଷରେ ପରଲୋକ ହୋଇଯାଇଛି । ତାଙ୍କ ବିୟୋଗରେ ରବିିବାର ଅପରାହ୍ନରେ ନବୀନ ଭବନ ପରିସରରେ ନବୀନ ପାଠାଗାର ସାହିତ୍ୟ ପ୍ରତିଷ୍ଠାନ ପକ୍ଷରୁ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ନବୀନର ସମ୍ପାଦକ ତଥା ବରିଷ୍ଠ
Read More...

ଖଲ୍ଲିକୋଟ ରାଣୀସାହେବାଙ୍କ ଶେଷକୃତ୍ୟ ସମ୍ପନ୍ନ

କ୍ରନ୍ଦନର ରୋଳରେ ଖଲ୍ଲିକୋଟଗଡ଼ ଶୋକାଭିଭୂତ ହୋଇଉଠିଥିଲା ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଖଲ୍ଲିକୋଟ ରାଣୀସାହେବା ଭି. ସୁଜ୍ଞାନ କୁମାରୀ ଦେଓଙ୍କ ପାର୍ଥିବ ଶରୀର ରବିବାର ପ୍ରାତଃରେ ଖଲ୍ଲିକୋଟ ନଗରୀରେ ପହଞ୍ଚିବା ପରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ବହୁ
Read More...

ଖଲ୍ଲିକୋଟ ରାଣୀସାହେବା ସୁଜ୍ଞାନ କୁମାରୀ ଦେଓଙ୍କ ବିୟୋଗରେ ନବୀନ ପ୍ରତିଷ୍ଠାନର ଶୋକ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ରାଜ୍ୟର ସ୍ୱ୍ୱନାମଧନ୍ୟ ରାଜନେତ୍ରୀ, ନିଷ୍ଠାପର ସମାଜସେବୀ, ପରୋପକାରୀ, ଖଲ୍ଲିକୋଟ ରାଜ ପରିବାରର ରାଜମାତା ଭି. ସୁଜ୍ଞାନ କୁମାରୀ ଦେଓଙ୍କ ବିୟୋଗରେ ଶନିବାର ପୂର୍ବାହ୍ନରେ ନବୀନ ଭବନ ପରିସରରେ ନବୀନ ପାଠାଗାର ସାହିତ୍ୟ ପ୍ରତିଷ୍ଠାନ ପକ୍ଷରୁ ଏକ ଶୋକ ସଭା
Read More...

ଶଙ୍ଖଭବନରେ ପହଞ୍ଚିଲା ରାଜଜେମାଙ୍କ ମରଶରୀର : ରାଜ୍ୟବ୍ୟାପୀ ଶୋକ ଓ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ

ବ୍ରହ୍ମପୁର, ( କେ.ସତ୍ୟନାରାୟଣ ରେଡ୍ଡୀ ) : ଚେନ୍ନାଇର ଘରୋଇ ହସ୍ପିଟାଲରୁ ରାଣୀ ସୁଜ୍ଞାନୀ ଦେଓଙ୍କ ମରଶରୀରକୁ ଅଣାଯାଇଥିବା ନେଇ ଖବର ମିଳିଛି । ବିମାନ ବନ୍ଦରରେ ତାଙ୍କୁ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଷ୍ପ-ମାଲ୍ୟାର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ପରେ ଶଙ୍ଖଭବନରେ
Read More...

ଖଲ୍ଲିକୋଟ ରାଣୀ ସାହେବା ସୁଜ୍ଞାନ କୁମାରୀ ଦେଓଙ୍କ ପରଲୋକ

ଚେନ୍ନାଇରୁ ତାଙ୍କ ମରଶରୀର ଆଜି ସନ୍ଧ୍ୟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବ ରବିବାର ବିଧାନସଭାରେ କିଛି ସମୟ ଓ ପରେ ଖଲ୍ଲିକୋଟ ରାଜ-ଶ୍ମଶାନରେ ତାଙ୍କର ଅନ୍ତେଷ୍ଟିକ୍ରିୟା ସମାହିତ ହେବା ସୂଚନା ମିଳିଛି ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶାର ଅନ୍ୟତମ ଗଡ଼ଜାତ ରାଜ୍ୟ
Read More...

ଗଞ୍ଜାମ ଟିବି ଚାମ୍ପିୟନମାନଙ୍କ ପାରିଶ୍ରମିକ ବୃଦ୍ଧି ନେଇ ଜିଲ୍ଲା ପ୍ରଶାସନଠାରେ ଦାବୀ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଟିବି ଚାମ୍ପିୟନମାନଙ୍କ ପାରିଶ୍ରମିକ ବୃଦ୍ଧି ଏବଂ ମାସିକ ନିୟୋଜନ ଲାଗି ଶୁକ୍ରବାର ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି । ଟିବି ଚାମ୍ପିୟନମାନେ ପାରିଶ୍ରମିକ ୩ ହଜାର ୫ଶହ ଟଙ୍କା ପାଉଛନ୍ତି । ସେହି ପାରିଶ୍ରମିକ ଅର୍ଥରେ
Read More...