ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ତାଲିମ ଶିବିରରେ ଟାଙ୍ଗଣାପଲ୍ଲୀ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ କୃତୀତ୍ୱ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡିଶାର ତୃତୀୟ କମ୍ପାନୀ ଏନ୍.ସି.ସି.ର ତାଲିମ ଶିବିର ଗତ ଜୁନ୍୨୬ ତାରିଖ ଠାରୁ ଜୁଲାଇ ୫ ତାରିଖ ପର୍ଯ୍ୟନ୍ତ ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଶିବିର କମାଣ୍ଡେଣ୍ଟ ମେଜର ଇକ୍ଷୀତ ଶର୍ମା ଶିବିର ଉଦ୍ଘାଟନ!-->…
Read More...
Read More...