ପୋଖରୀ ହୁଡ଼ାରୁ ଗଛରେ ବନ୍ଧା ଅବସ୍ଥାରେ ମିଳିଲା ଯୁବକଙ୍କ ମୃତଦେହ : ହତ୍ୟା ନା ଆତ୍ମହତ୍ୟା
ବୌଦ୍ଧ, (ଜୟାନନ୍ଦ ମିଶ୍ର) : ବୌଦ୍ଧ ସହର ବାପୁଜୀନଗର ଓ ମାଉଲ୍ସିଙ୍ଗା ମଧ୍ୟରେ ଥିବା ପୋଖରୀ ହୁଡାରେ ବନ୍ଧା ହେବା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଦେଖିବାକୁ ମିଳିଛି । ଆଜି ସକାଳ ପ୍ରାୟ ସାଢେ଼ ସାତଟା ସମୟରେ ଜନୈକ ଯୁବକଙ୍କ ମୃତଦେହ ଗୋଟିଏ ଗଛରେ ବନ୍ଧା ଅବସ୍ଥାରେ ଦେଖା ଯିବାରୁ ଚହଳ!-->…
Read More...
Read More...