Browsing Tag

boudha news

ଆଦିମ ଅଧିବାସୀ ଏକତା ମଞ୍ଚ ପକ୍ଷରୁ ପ୍ରେସ୍‌ମିଟ୍

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ବୌଦ୍ଧ ଜିଲ୍ଲାର ସ୍ୱେଚ୍ଛାସେବୀ ସଂଗଠନ ଆଦିମ ଅଧିବାସୀ ଏକତା ମଞ୍ଚ ଏପରି ଏକ ଅଣ ରେଜିଷ୍ଟ୍ରିଭୁକ୍ତ ସଂଗଠନ ଯାହାକି ଜିଲ୍ଲାର ୪୨ ଗୋଟି ପଞ୍ଚାୟତର ୩୫୩ଟି ଗ୍ରାମର ଲୋକମାନଙ୍କ ପାଖରେ ସରକାରଙ୍କ ବିଭିନ୍ନ ବିକାଶମୂଳକ ଯୋଜନା କେତେ ଦୂର ପହଞ୍ଚୁଚି ଲୋକମାନଙ୍କ
Read More...

ଚେକିଂ ବେଳେ କାର୍‌ରୁ ୧୦ ଲକ୍ଷ ଟଙ୍କା ଜବତ କଲା ପୋଲିସ

ବୌଦ୍ଧ : ବର୍ତ୍ତମାନ ନିର୍ବାଚନ ପାଇଁ ଚାରିଆଡେ ପୋଲିସ ଚେକିଂ ଆରମ୍ଭ କରିଛି । ଚେକିଂ ବେଳେ କାର୍‌ରୁ୧୦ ଲକ୍ଷ ଟଙ୍କା ଜବତ କରିଛି ପୋଲିସ । ଆଜି ବୌଦ୍ଧ ଓ ନୟାଗଡ଼ ଜିଲ୍ଲା ସୀମାନ୍ତରେ ପୋଲିସ ଗାଡ଼ି ଚେକିଂ କରୁଥିଲା । ଏହି ସମୟରେ ଏକ କାର୍‌ରୁ ୧୦ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି ।
Read More...

ବୌଦ୍ଧ ଜିଲ୍ଲା ବିଧାନସଭା ବିଜେପି ପ୍ରାର୍ଥୀ ସରୋଜ ପ୍ରଧାନଙ୍କ ଧୂଆଁଧାର ପ୍ରଚାର

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ବୌଦ୍ଧରେ ଶୁଭୁଚି ପରିବର୍ତ୍ତନର ସ୍ୱର ଏଥର ବୌଦ୍ଧ ବିଧାନସଭା ନିର୍ବାଚନ ମଣ୍ଡଳୀର ତିନି ମୁଖ୍ୟ ଦଳଙ୍କ ମଧ୍ୟରେ ଚାଲିଛି ଛକାପଞ୍ଝା । କିଏ ବାଜି ମରିବ ବୌଦ୍ଧ ବିଧାନସଭା ଆସନ । ନେତା ଅସ୍ତବ୍ୟସ୍ତ । ଜନତା ଜନାର୍ଦ୍ଦନ ଚୁପଚାପ୍ । ଜଣା ପଡୁନି କାହା ମୁଣ୍ଡରେ
Read More...

ବୌଦ୍ଧ ଜିଲ୍ଲା କୃଷି ଗବେଷଣା କେନ୍ଦ୍ରରେ ଅକ୍ଷୟ ତୃତୀୟା ପାଳିତ

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ଆଜି ପବିତ୍ର ଅକ୍ଷୟ ତୃତୀୟା । ଏହି ଅବସରରେ ବୌଦ୍ଧ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କ ପରିଚାଳନାରେ ସ୍ଥାନୀୟ ପାଲ୍‌ଝାର୍ ରାଷ୍ଟ୍ରୀୟ କୃଷି ଗବେଷଣା ଓ ଉନ୍ନୟନ ପ୍ରତିଷ୍ଠାନ ପରିସରରେ ଅକ୍ଷୟ ତୃତୀୟା ପାଳିତ ହୋଇଯାଇଛି । ଏହି ଅବସରରେ ବୌଦ୍ଧ ଜିଲ୍ଲା ପରିଷଦର
Read More...

ବୌଦ୍ଧ ପୋଲିସକୁ ବଡ଼ ସଫଳତା : ଆତ୍ମ ସମର୍ପଣ କଲେ ୯ ମାଓବାଦୀ

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ସାଧାରଣ ନିର୍ବାଚନ ପୂର୍ବରୁ ଜିଲ୍ଲା ପୋଲିସକୁ ମିଳିଛି ବଡ଼ ଧରଣର ସଫଳତା । ଏକକାଳୀନ ୯ ଜଣ ମାଓବାଦୀ ପୋଲିସ ଆଇଜିଙ୍କ ଉପସ୍ଥିତିରେ କରିଛନ୍ତି ଆତ୍ମସମର୍ପଣ । କେକେବିଏନ୍‌ ମାଓ ଡିଭିଜନର ଏହି ମାଓବାଦୀ ମାନଙ୍କ ମଧ୍ୟରେ ସାମିଲ ରହିଛନ୍ତି ୨ ମହିଳା ମାଓବାଦୀ ।
Read More...

ବୌଦ୍ଧରେ ବିଶ୍ଵ ରେଡ୍‌କ୍ରସ୍ ଦିବସ ପାଳିତ

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ଭାରତୀୟ ରେଡ୍‌କ୍ରସ୍‌ ସୋସାଇଟିର ବୌଦ୍ଧ ଜିଲ୍ଲା ଶାଖା ତରଫରୁ ଆଜି ବିଶ୍ଵ ରେଡ୍‌କ୍ରସ୍ ଦିବସ ଜିଲ୍ଳାପାଳଙ୍କ ସଦ୍ଭାବନା ସଭାଗୃହରେ ଆନୁଷ୍ଠାନିକ ଭାବରେ ପାଳିତ ହୋଇଯାଇଛି । ସାଧାରଣ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବାରୁ ଚଳିତ ବର୍ଷ ସମସ୍ତ ଜନସାଧାରଣଙ୍କୁ
Read More...

ବୌଦ୍ଧରେ କଂଗ୍ରେସ ପକ୍ଷରୁ ନିର୍ବାଚନ ପ୍ରଚାର ଆରମ୍ଭ

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ବୌଦ୍ଧ ଓ କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ରାଜନୈତିକ ଦଳ ଓ ସ୍ଵାଧୀନ ପ୍ରାର୍ଥିଙ୍କ ନାମାଙ୍କନ ପତ୍ର ଦାଖଲ ଓ ଯାଞ୍ଚ ପରେ ବୌଦ୍ଧରେ ଆରମ୍ଭ ହୋଇଯାଇଛି ନିର୍ବାଚନ ପ୍ରଚାର । ବୌଦ୍ଧ ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ନବ କୁମାର ମିଶ୍ର
Read More...

ମୁଢ଼ି ବିକିବା ହେଲା କାଳ

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ପ୍ରତିଦିନ ସକାଳୁ ସକାଳୁ ନିଜ ମୋପେଡ ବାଇକରେ ମୁଢି ବିକ୍ରି ପାଇଁ ଗାଁ ଗାଁ ବୁଲି ମୁଢି ବିକ୍ରିକରି ପରିବାର ପ୍ରତି ପୋଷଣ କରନ୍ତି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍‌ ଘଣ୍ଟାପଡ଼ା ଗ୍ରାମର ଅଭେଲ ବିଶି । ସବୁଦିନ ଭଳି ଆଜି ସକାଳୁ ସକାଳୁ ନିଜ ଗାଡିରେ ମୁଢି ଧରି
Read More...

ବୌଦ୍ଧରେ କଂଗ୍ରେସର ଶକ୍ତି ପ୍ରଦର୍ଶନ : ନାମାଙ୍କନ ପତ୍ର ଦାଖଲ କଲେ ବୌଦ୍ଧ ଓ କଣ୍ଟାମାଳ ବିଧାନସଭା ପ୍ରାର୍ଥୀ

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ଆଜି ବୌଦ୍ଧ ଜିଲ୍ଲାର ଦୁଇ ବିଧାନସଭା ଆସନ ପାଇଁ କଂଗ୍ରେସ ତରଫରୁ ନାମାଙ୍କନ ପତ୍ର ଦାଖଲ କରାଯାଇଛି । ବିଧାନସଭାର ୮୬ତମ ଆସନ ପାଇଁ ବୌଦ୍ଧ ଜିଲ୍ଲାର ବଶିଷ୍ଠ ଆଇନଜୀବୀ ତଥା ବୌଦ୍ଧ ଜିଲ୍ଲା କଂଗ୍ରେସ ସଭାପତି ନବ କୁମାର ମିଶ୍ର ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ
Read More...

ବୌଦ୍ଧ ଜିଲ୍ଲାର ବୌଦ୍ଧ ଓ କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀପତ୍ର ଦାଖଲ

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ବୌଦ୍ଧ ଜିଲ୍ଲାର ଉଭୟ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେପି ଦଳ ପକ୍ଷରୁ ପ୍ରାର୍ଥୀପତ୍ର ଦାଖଲ କରାଯାଇଛି । ବୌଦ୍ଧ (୮୬)ନିର୍ବାଚନ ମଣ୍ଡଳୀରୁ ବିଜେପି ବିଧାୟକ ପ୍ରାର୍ଥୀଭାବରେ ସରୋଜ କୁମାର ପ୍ରଧାନ ସବକଲେକ୍ଟର ପ୍ରଭାସ ଚନ୍ଦ୍ର ଦଣ୍ଡସେନାଙ୍କ ପାଖରେ
Read More...