Browsing Tag

bhubaneswar news

୮ ତାରିଖ ପାଇଁ ବାତିଲ ହେଲା ଭୁବନେଶ୍ବର-ବଲାଙ୍ଗୀର ଇଣ୍ଟରସିଟି

ସମ୍ବଲପୁର, (କେପିଏନ୍‌ଏସ୍‌ ) : ସମ୍ବଲପୁର-ତାଳଚେର ସେକ୍‌ସନର ଅନୁଗୁଳ-କେରଜଙ୍ଗ ଷ୍ଟେସନ୍‌ର ପୁନଃ ନିର୍ମାଣ କାର୍ୟ୍ୟ ଶେଷ ହୋଇଥିବା ବେଳେ ଗସ୍ତ ସପ୍ତାହରେ ଆସି ଉକ୍ତ ନୂଆ ଲାଇନ୍‌ ଯାଞ୍ଚ କରିବା ସହ ସ୍ପିଡ୍ ଟ୍ରାଏଲ୍ କରିଛନ୍ତି ରେଳବାଇର ମୁଖ୍ୟ ନିରାପତ୍ତା କମିସନର୍‌ । ତେବେ ଉକ୍ତ…
Read More...

ହେଲମେଟ୍‌ ପରିଧାନକୁ ନେଇ ସଚେତନ କରାଇଲା ପୋଲିସ

ଭୁବନେଶ୍ୱର : ନୂଆବର୍ଷ ପ୍ରଥମରୁ ବାଇକ୍‌ ଆରୋହୀଙ୍କ ପାଇଁ ନୂଆ ନିୟମ ଲାଗୁ କରାଯାଇଛି । ରାଜ୍ୟ ସରକାର ବାଇକ ଚାଳକ ଏବଂ ତାଙ୍କ ପଛରେ ବସୁଥିବା ଯାତ୍ରୀଙ୍କ ପାଇଁ ଡବଲ ହେଲମେଟ୍‌ ପିନ୍ଧିବାକୁ ବାଧ୍ୟତାମୂଳକ କରିଛନ୍ତି । ତେବେ ଆପଣମାନେ ପିନ୍ଧୁଥିବା ଏହି ହେଲମେଟ୍‌ କେତେ ସୁରକ୍ଷିତ ? ଭଲ…
Read More...

ଶ୍ରୀଲିଙ୍ଗରାଜ ମନ୍ଦିର ଆଜିଠାରୁ ସମସ୍ତଙ୍କ ପାଇଁ ଖୋଲା

ଭୁବନେଶ୍ୱର : ଶ୍ରୀଲିଙ୍ଗରାଜ ମନ୍ଦିର ବୁଧବାର ଠାରୁ ଖୋଲିବ ବୋଲି ନିଷ୍ପତ୍ତି ନିଆଯାଇଛି । ଦୀର୍ଘ ୯ ମାସ ପରେ ରାଜ୍ୟ ତଥା ରାଜ୍ୟ ବାହାରର ଭକ୍ତମାନଙ୍କ ପାଇଁ ମନ୍ଦିର ଖୋଲିଛି । ଫଳରେ ପ୍ରଥମ ଦିନରେ ଅଧିକ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ…
Read More...

ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ସ୍କୁଲ ଖୋଲିବ ଆସନ୍ତା ୮ରୁ : ପ୍ରତି ସପ୍ତାହରେ ହେବ ସ୍ୱାସ୍ଥ୍ୟ ପରୀକ୍ଷା

ଭୁବନେଶ୍ୱର : ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ସ୍କୁଲ ଖୋଲିବ ଆସନ୍ତା ୮ ତାରିଖରେ । ତେବେ ସମ‌ସ୍ତ ଜି‌‌ଲ୍ଲାର ଜିଲ୍ଲାପାଳ, ମ୍ୟୁନିସ୍‌ପାଲ୍‌ କମିଶନର ଓ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପିଲାମାନେ ସ୍କୁଲକୁ ଆସିବା ପରେ ପ୍ରତି ସପ୍ତାହରେ ଛାତ୍ରଛାତ୍ରୀ, ଶିକ୍ଷକ ଓ କର୍ମଚାରୀଙ୍କ…
Read More...

ଆସ‌ନ୍ତା ୮ ତାରିଖରୁ ଖୋଲିବ କେଶରୀ ଟକିଜ

ଭୁବନେଶ୍ବର: ବି‌ଶ୍ୱମହାମରୀ ମହାମରୀ କରୋନା ଯୋଗୁଁ ଦୀର୍ଘ ୧୦ ମାସ ହେବ ବ‌ନ୍ଧ ହୋଇଥିଲା ଦେଶରେ ସିନେମା ହଲ୍‌ ଗୁଡିକ । ତେବେ ଭୁବନେଶ୍ବରରେ ଆସନ୍ତା ୮ ତାରିଖରେ ଖୋଲିବ କେଶରୀ ଟକିଜ । ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଖୋଲିବ । ସମ‌ସ୍ତ କୋଭିଡ୍‌ ‌ନିୟମ ମାନି ରାଜ୍ୟରେ ସିନେମା ହଲ୍‌ ଖୋଲିବା…
Read More...

ସ୍କୁଲ ଖୋଲିଲେ ଗୋଟିଏ ଶ୍ରେଣୀ ଗୃହରେ ୨୦ ରୁ ୨୫ ପିଲା କୋଭିଡ୍‌ ନିୟମ ମାନି ବସିବେ : ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର : ବିଶ୍ୱମହାମାରୀ କରୋନା ଯୋଗୁ ରାଜ୍ୟରେ ଦୀର୍ଘ ୧୦ ମାସ କାଳ ପିଲାଙ୍କ ପାଠପଢା ଠପ୍‌ ହୋଇଯାଇଥିବା ବେଳେ ରାଜ୍ୟରେ ଖୁବ୍‌ ଶୀଘ୍ର ସ୍କୁଲ୍‌ଖୋଲିବା ନେଇ ରାଜ୍ୟସରକାର ପ୍ରସ୍ତୁତି ଚଳାଇଥିବା ବେଳେ ସ୍କୁଳ ଖୋଲିଲେ ଗୋଟିଏ ଶ୍ରେଣୀ ଗୃହରେ ୨୦ ରୁ ୨୫ ପିଲା କୋଭିଡ୍‌ ନିୟମ ମାନି ବସି…
Read More...

ମୁଖ୍ୟମନ୍ତ୍ରୀଙ୍କ ଦୁର୍ନୀତି ଓ ଅପାରଗତା ବିରୁଦ୍ଧରେ କଡା କାର୍ୟ୍ୟାନୁଷ୍ଠାନ : ଜେଲ୍‌ ଡିଆଇଜିଙ୍କ ସମେତ ଚାକିରିରୁ…

ଭୁବନେଶ୍ୱର : ଦୁର୍ନୀତି ଓ ଅପାରଗତା ଯୋଗୁଁ ଜେଲ୍‌ ଡିଆଇଜିଙ୍କ ସମେତ ୭ଜଣ ଅଫିସରଙ୍କୁ ଚାକିରିରୁ ବିଦା କରିଛନ୍ତି ଅଧିକାରୀମାନଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟସରକାର । ତେବେ ଚାକିରିରୁ ବିଦା ହୋଇ ବାଧ୍ୟତାମୂଳକ ଅବସର ନେଇଥିବା ଅଫିସରଙ୍କ ମଧ୍ୟରେ ଜଣେ ଜେଲ୍‌ ଡିଆଇଜି, ଜଣେ…
Read More...

ଆଜିଠୁ ହେବ ହେଲ୍‌ମେଟ ଚେକିଂ କଡ଼ାକଡ଼ି : ବାଇକ ପଛ ସିଟ୍‌ରେ ବସୁଥିବା ବ୍ୟକ୍ତିଙ୍କ ପାଇଁ ହେଲ୍‌ମେଟ ବାଧ୍ୟତାମୂଳକ

ଭୁବନେଶ୍ୱର, (ସୁଶା‌ନ୍ତ ସାହୁ) : ଆଜିଠୁ ହେବ ହେଲ୍‌ମେଟ ଚେକିଂ କଡ଼ାକଡ଼ି ହେବ । ବାଇକ ପଛ ସିଟ୍‌ରେ ବସୁଥିବା ବ୍ୟକ୍ତିଙ୍କ ପାଇଁ ହେଲ୍‌ମେଟ ପି‌ନ୍ଧିବା ବାଧ୍ୟତାମୂଳକ ହେବ । ଯେଉଁମାନେ ହେଲ୍‌ମେଟ ପିନ୍ଧି ନ ଥିବେ ସେମାନଙ୍କର ଅନ୍ୟାନ୍ୟ ଗାଡି କାଗଜପତ୍ର ମଧ୍ୟ ଯାଞ୍ଚ କରାଯିବ । ବାଣିଜ୍ୟ…
Read More...

ଆଜି ୩୧୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଆଜି ୩୧୫ ନୂଆ କରୋନା ଆକ୍ରାନ୍ତ ଆଜି ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୮୧ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧୩୪ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା ଅନୁସାରେ…
Read More...

ପରଲୋକରେ ବିଶିଷ୍ଟ ଓଡିଆ ସଙ୍ଗୀତ ନିର୍ଦ୍ଦେଶକ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ବିଶିଷ୍ଟ ଓଡିଆ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ପରଲୋକ ହୋଇଯାଇଛି । ଗତ କିଛି ଦିନ ତଳେ ନିମୋନିଆରେ ପୀଡ଼ିତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ ତେବେ ବୁଧବାର ରାତି ୧୨ଟା ୩୦ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।…
Read More...