Browsing Tag

bhubaneswar news

ବିବାହ ପ୍ରୋସେସନକୁ ଅନୁମତି ଦେଲେ ସରକାର : କଟକଣା ମାନି କାର୍ୟ୍ୟ କରିବାକୁ ପଡିବ

ଭୁବନେଶ୍ୱର : ଏଣିକି ବିବାହ ଉତ୍ସବରେ ପ୍ରୋସେସନ୍‌ କରାଯାଇ ପାରିବ । ପ୍ରୋସେସନକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ତେବେ ଏଥିପାଇଁ କିଛି ସର୍ତ୍ତମଧ୍ୟ ରଖାଯାଇଛି । ପ୍ରୋସେସନ୍‌କୁ ସର୍ତ୍ତମୂଳକ ଅନୁମତି ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ଏନେଇ ନୂଆ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି ।
Read More...

ଅପେକ୍ଷାର ଶେଷ : ଆଜି ଟୀକା ପହଂଚୁଛି

ଭୁବନେ‌ଶ୍ୱର : ଟୀକା କରଣ ନେଇ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ରାଜ୍ୟ ଭ୍ୟାକ୍ସିନ ଷ୍ଟୋରର ପହଂଚି ସ୍ଥିତି ପରଖିଲେ । ଟୀକା ପାଇଁ ଯେଉଁ ଅପେକ୍ଷା ଥିଲା, ଶେଷ ହୋଇଛି । ଆଜି ଆସି ଟୀକା ପହଂଚୁଛି । ପ୍ରଥମ ପର୍ୟ୍ୟାୟରେ ଆସିଥିବା କୋଭିସିଲିଡ଼ର ୪୦ ହଜାର ୮ ଶହ…
Read More...

ବରିଷ୍ଠ ଆଇଏଏସ ସୁବ୍ରତ ସାହୁ, ଛତିଶଗଡର ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ

ଭୁବନେଶ୍ୱର : ବରିଷ୍ଠ ଆଇଏଏସ୍‌ ଅଧିକାରୀ ସୁବ୍ରତ ସାହୁ ଅତିରିକ୍ତ ଭାବେ ଛତିଶଗଡ଼ର ମୁଖ୍ୟ ଶାସନ ସଚିବ ଦାୟିତ୍ୱ ଭାର ତୁଲାଇବେ । ମୁଖ୍ୟ ଶାସନ ସଚିବ ଅମିତାଭ ଜୈନ ସ୍ୱାସ୍ଥ୍ୟଗତ କାରଣରୁ ଛୁଟିରେ ଯାଇଥିବାରୁ ତାଙ୍କ ସ୍ଥାନରେ ଶ୍ରୀ ସାହୁଙ୍କୁ ନିଯୁକ୍ତ କରାଯାଇଛି । ଏନେଇ ସାଧାରଣ ପ୍ରଶାସନ…
Read More...

ରାଜ୍ୟରେ ଆଜି ୨୪୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଆଜି ୨୪୪ ନୂଆ କରୋନା ଆକ୍ରାନ୍ତ ଆଜି ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୪୨ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧୦୨ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା ଅନୁସାରେ…
Read More...

ସ୍କୁଲ ପରେ ଆଜିଠୁ ରାଜ୍ୟରେ ଖୋଲିଛି ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର : ବି‌ଶ୍ୱମହାମାରୀ କରୋନା ଯୋଗୁଁ ଦୀର୍ଘ ଦଶ ମାସ ପରେ ଆଜିଠୁ ରାଜ୍ୟରେ ଖୋଲିଛି ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟ । ତେବେ କୋଭିଡ୍ ନିୟମକୁ ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ସମସ୍ତେ ମାନିବେ । ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରି ଆର‌ମ୍ଭ ହୋଇଛି…
Read More...

ରାଜ୍ୟରେ ଆଜି ୨୬୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଆଜି ୨୬୦ ନୂଆ କରୋନା ଆକ୍ରାନ୍ତ ଆଜି ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୫୧ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧୦୯ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା ଅନୁସାରେ…
Read More...

ଅନ୍ନପୂର୍ଣ୍ଣା ଲୋକାର୍ପଣ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର : ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ମାନସପୁତ୍ର ଅନ୍ନପୂର୍ଣ୍ଣା ଆଜି ୭ ଜାନୁଆରୀ, ୨୦୨୧ ରେ ଲୋକାର୍ପଣ ହୋଇଅଛି । ପାଞ୍ଚଟି ସ୍ୱେଚ୍ଛାସେବୀ ଅନୁଷ୍ଠାନ ଯଥା ଆନ୍ତର୍ଜତୀୟ ରୋଟାରୀ ଜିଲ୍ଲା ୩୨୬୨ ଭୁବନେଶ୍ୱର, ସୋ ଆମ୍ ଆଇ ଫାଉଣ୍ଡେସନ୍ ଟ୍ରଷ୍ଟ, ଉମେଶ ଖଣ୍ଡେଲୱାଲ…
Read More...

ହେଲ୍ପଡେସ୍କ ଗଠନ ହେଲା ସାଇବର କ୍ରାଇମ ରୋକିବାକୁ

ଭୁବନେଶ୍ୱର : ହେଲ୍ପଡେସ୍କ ଗଠନ ହୋଇଛି ସାଇବର କ୍ରାଇମ ରୋକିବାକୁ । କମିଶନରେଟ ପୋଲିସ ପକ୍ଷରୁ ଏଥିପାଇଁ ହେଲ୍ପଲାଇନ ନମ୍ବର ଜାରି ହୋଇଛି । ହେଲ୍ପଲାଇନ ନମ୍ବର ହେଉଛି ୭୪୪୦୦୦୬୭୦୯ । ଠକାମିର ଶିକାର ହେଉଥିବା ଲୋକଙ୍କ ଟଙ୍କା କୁଆଡେ ଯାଉଛି ସେଥିପ୍ରତି ଅନୁସନ୍ଧାନ କରାଯିବ । ଠକାମିର ଶିକାର…
Read More...

ରବିବାର ଦିନ ଶିକ୍ଷାନୁଷ୍ଠାନ ନ ଖୋଲିବାକୁ ଦାବୀ

ଭୁବନେଶ୍ୱର : ଆସନ୍ତା ୮ ତାରିଖରୁ ରାଜ୍ୟରେ ସ୍କୁଲ ଖୋଲିବ ବୋଲି ଘୋଷଣା ହୋଇଛି । ସବୁଦିନ ପାଠ ପଢ଼ାଇବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ମାତ୍ର ରବିବାର ପାଠ ପଢ଼ାକୁ ଶିକ୍ଷକମାନେ ନାପସନ୍ଦ କରିଛନ୍ତି । ସରକାରଙ୍କ ସ୍କୁଲ ଖୋଲିବା ନିଷ୍ପତ୍ତିକୁ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ…
Read More...

୮ ତାରିଖ ପାଇଁ ବାତିଲ ହେଲା ଭୁବନେଶ୍ବର-ବଲାଙ୍ଗୀର ଇଣ୍ଟରସିଟି

ସମ୍ବଲପୁର, (କେପିଏନ୍‌ଏସ୍‌ ) : ସମ୍ବଲପୁର-ତାଳଚେର ସେକ୍‌ସନର ଅନୁଗୁଳ-କେରଜଙ୍ଗ ଷ୍ଟେସନ୍‌ର ପୁନଃ ନିର୍ମାଣ କାର୍ୟ୍ୟ ଶେଷ ହୋଇଥିବା ବେଳେ ଗସ୍ତ ସପ୍ତାହରେ ଆସି ଉକ୍ତ ନୂଆ ଲାଇନ୍‌ ଯାଞ୍ଚ କରିବା ସହ ସ୍ପିଡ୍ ଟ୍ରାଏଲ୍ କରିଛନ୍ତି ରେଳବାଇର ମୁଖ୍ୟ ନିରାପତ୍ତା କମିସନର୍‌ । ତେବେ ଉକ୍ତ…
Read More...