Browsing Tag

bhubaneswar news

ଶୀତରେ ଥରୁଛି ଓଡ଼ିଶା : ଫୁଲବାଣୀରେ ୬ ଡିଗ୍ରିକୁ ଖସିଲା ପାରଦ

ଭୁବନେଶ୍ୱର : ଗତ କିଛି ଦିନ ହେଲା ରାଜ୍ୟ‌‌ରେ ଶୀତ କମ୍‌ ରହିଥିବା ବେଳେ ଏବେ ପୁଣି ଥଣ୍ଡା ବଢ଼ିବା ଆରମ୍ଭ ହୋଇଛି । ପାଖାପାଖି ୧୦ ଦିନ ପରେ ଫୁଲବାଣୀର ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରିକୁ ଖସି ଆସିଛି । କେବଳ ଫୁଲବାଣୀ ନୁହେଁ, ଆଉ ୪ ସହରର ତାପମାତ୍ରା ମଧ୍ୟ ୧୦ ଡିଗ୍ରି ତଳେ ରହିଛି । ଗତ…
Read More...

କରୋନା ଟୀକା ନେବା ପାଇଁ କେମିତି କରିବେ ରେଜିଷ୍ଟ୍ରେସନ ?

ଭୁବନେଶ୍ୱର : ଜାନୁଆରି ୧୬ରୁ ସାରା ଦେଶରେ ଆରମ୍ଭ ହେଉଛି କରୋନା ଟିକାକରଣ କାର୍ଯ୍ୟକ୍ରମ । ଯେଉଁଥିରେ କେନ୍ଦ୍ର ସରକାର ପ୍ରଥମ ପର୍ଯ୍ୟାୟରେ ୩୦ କୋଟି ଭାରତୀୟଙ୍କୁ କୋଭିଡ୍‌ ଟିକା ପ୍ରଦାନ କରିବେ । ପ୍ରଥମେ ସ୍ୱାସ୍ଥ୍ୟକର୍ମୀ ଓ ପରେ ବୟସ୍କ ବ୍ୟକ୍ତିମାନଙ୍କୁ ଟିକା ପ୍ରଦାନ କରାଯିବ ବୋଲି…
Read More...

ରାଜ୍ୟରେ ଆଜି ୧୮୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଆଜି ୧୮୬ ନୂଆ କରୋନା ଆକ୍ରାନ୍ତ ଆଜି ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦୮ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୭୮ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା ଅନୁସାରେ…
Read More...

ଭୁବନେ‌ଶ୍ୱରରୁ ପୁଣେ ବିମାନ ଉଡ଼ାଣ ଆସନ୍ତା ୨୪ରୁ

ଭୁବନେ‌ଶ୍ୱର, (ସୁଶା‌ନ୍ତ ସାହୁ) : ଭୁବନେ‌ଶ୍ୱରରୁ ପୁଣେକୁ ବିମାନ ଉଡ଼ାଣ ଆରମ୍ଭ ହେବ ଆସନ୍ତା ୨୪ ତାରିଖରୁ । ଏୟାର ଏସିଆ ବିମାନ ଅପରା‌ହ୍ନ ୧ଟା ୦୫ରେ ଭୁବନେ‌ଶ୍ୱରରୁ ଉଡ଼ାଣ ଆରମ୍ଭ କରି ଅପରା‌ହ୍ନ ୩ଟା ୫୫ରେ ପୁଣେରେ ଅବତରଣ କରିବ । ପୁଣେରୁ ଅପରା‌ହ୍ନ ୪ଟା ୩୫ରୁ ବାହାରି ଭୁବନେ‌ଶ୍ୱରରେ…
Read More...

ଓଭରବ୍ରିଜ୍ ଉପରେ ହୁ ହୁ ହୋଇ ଜଳିଗଲା କାର୍

ଭୁବନେଶ୍ୱର, (ସୁଶା‌ନ୍ତ ସାହୁ) : ଓଭରବ୍ରିଜ୍ ଉପରେ ରାସ୍ତା ମଝିରେ ହୁ ହୁ ହୋଇ ଜଳିଗଲା କାର୍ ବୋଲି ଖବର ମିଳିଛି ।ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ସ୍ଥିତ ବରମୁଣ୍ଡା ଓଭରବ୍ରିଜ୍ ଉପରେ ରାସ୍ତା ମଝିରେ ହୁ ହୁ ହୋଇ ହଠାତ୍ କାର୍ ଟିରେ ନିଆଁ ଲାଗି ଉଠିଲା । ତେବେ କାର୍‌ରେ ବସିଥିବା ଯାତ୍ରୀ…
Read More...

ପେଟ୍ରୋଲ ଦାମ୍ ଶୁନି କରି କାନ୍ଦ୍‌ କା‌ନ୍ଦ୍‌ ବାଗିର୍‌ ଲାଗୁଛେ : ପେଟ୍ରୋଲ ଲିଟର୍‌ ୮୫ ଟଙ୍କା ୧୧ ପଏସା ଆର୍‌ ଡ଼ିଜେଲ…

ଭୁବନେ‌ଶ୍ୱର, (ସୁଶା‌ନ୍ତ ସାହୁ) : ପେଟ୍ରୋଲ ଦାମ୍ ଶୁନି କରି କା‌ନ୍ଦ୍‌ କା‌ନ୍ଦ୍‌ ବାଗିର୍‌ ଲାଗୁଛେ । ଭୁବନେଶ୍ୱର ନେ ପେଟ୍ରୋଲ ଲିଟର ପିଛା ଦାମ୍ ୮୫ ଟଙ୍କା ନୁ ଅଏଧ୍‌କା ହେଇଛେ । ଆନ୍ତର୍ଜାାତିକ ବଜାର ଥି ଅଶୋଧିତ ତେଲ୍‌ର ଦାମ୍ ବଢ଼ଇଥିବାର୍‌ ଲାଗି ଦେଶ୍‌ ଭିତରେ ପେଟ୍ରୋଲ ଓ ଡ଼ିଜେଲ୍…
Read More...

ଓଡ଼ିଶାରେ ରାଜଭାଷା ସଂସଦୀୟ କମିଟିର ସମୀକ୍ଷା କାର୍ଯ୍ୟକ୍ରମ

ଭୁବନେଶ୍ୱର, (ପିଆଇବି) : ରାଜଭାଷା ସଂସଦୀୟ କମିଟିର ଦ୍ୱିତୀୟ ଉପକମିଟି ଗତ ୩ ଦିନ ଧରି ବିଭିନ୍ନ କେନ୍ଦ୍ର ସରକାରୀ କାର୍ୟ୍ୟାଳୟରେ ହିନ୍ଦୀ ଭାଷାର ବ୍ୟବହାର ସମ୍ପର୍କୀୟ ସମୀକ୍ଷା କରିଛନ୍ତି । ଭୁବନେଶ୍ୱର ସ୍ଥିତ ଏନର୍ଜି ଏଫସିଏନନ୍ସି ସର୍ଭିସେସ୍ ଲିମିଟେଡ, ନ୍ୟାସନାଲ ଥର୍ମାଲ ପାୱାର…
Read More...

ଟିକାକରଣ ନେଇ ଏସସିବି ଭେଷଜ ବିଭାଗ ଦେଲା ସୂଚନା : ସକାଳ ୯ରୁ ଅପରାହ୍ନ ୫ଟା ଯାଏ ଟିକା

ଭୁବନେଶ୍ୱର : ଟିକାକରଣକୁ ନେଇ ଏସସିବି ଭେଷଜ ବିଭାଗ ମୁଖ୍ୟ ଡାକ୍ତର ଜୟନ୍ତ ପଣ୍ଡା ସୂଚନା ପ୍ରଦାନ କରିଛନ୍ତି । ରାଜ୍ୟରେ ୧୬୦ଟି କେନ୍ଦ୍ରରେ ଟିକା ଦିଆଯିବା ବ୍ୟବସ୍ଥା କରାଯାଇଛି ବୋଲି ସେ କହିଛନ୍ତି । ପ୍ରତି କେନ୍ଦ୍ରରେ ସର୍ବାଧିକ ଶହେ ଜଣଙ୍କୁ ଟିକା ଦିଆଯିବ । ଦୈନିକ ସକାଳ ୯ଟାରୁ…
Read More...

ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ବିୟୋଗରେମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ କରିଛନ୍ତି । ଏକ ଶୋକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ସ୍ୱର୍ଗତଃ ରାଓ ତାଙ୍କର ଉତ୍ସର୍ଗିକୃତ ସମାଜ ସେବା ବିଶେଷ କରି ଗରୀବ ଓ ଅବହେଳିତମାନଙ୍କ…
Read More...

ଭୁବନେଶ୍ୱରରେ ପହଞ୍ଚିଲା କୋରୋନା ଟିକା

ଭୁବନେଶ୍ୱର : ରାଜ୍ୟ ପାଇଁ ଖୁସି ଖବର । ଭୁବନେଶ୍ୱରରେ ପହଞ୍ଚିଲା କୋରୋନା ଟିକାର ପ୍ରଥମ ବ୍ୟାଚ । ପୁଣେରୁ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରରେ ଟିକା ପହଞ୍ଚିଛି । କଡା ସୁରକ୍ଷା ବଳୟ ଭିତରେ ରାଜ୍ୟ ଭ୍ୟାକ୍ସିନ ଷ୍ଟୋରକୁ କୋଭିସିଲ୍ଡ ନିଆଗଲା । ପ୍ରଥମ ଦଫାରେ ରାଜ୍ୟକୁ ଟିକାର ୪ ଲକ୍ଷ ୮୦…
Read More...