ଜଜ୍ବା ଅନୁଷ୍ଠାନ ପକ୍ଷରୁ ଜନସେବା କାର୍ଯ୍ୟକ୍ରମ
ଭୁବନେଶ୍ୱର, (କେପିଏନ୍ଏସ୍) : ବର୍ତ୍ତମାନ କରୋନା ମହାମାରୀର ଦ୍ୱିତୀୟ ଲହରୀ ସାରା ଦେଶକୁ କବଳିତ କରିଛି । ଓଡ଼ିଶାରେ ମଧ୍ୟ ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏପରି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ସହଯୋଗର ହାତ ବଢ଼ାଇଛି ଜଜ୍ବା ଅନୁଷ୍ଠା । ଅନୁଷ୍ଠାନର ଅଧ୍ୟକ୍ଷ ସଫଦର ହାସିମଙ୍କ!-->…
Read More...
Read More...