csstore

ଏବିଭିପି ତରଫରୁ ମଧୁସୂଦନ ଦାସଙ୍କ ଜନ୍ମ ଜୟନ୍ତୀ ପାଳିତ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଆଧୁନିକ ଉତ୍କଳର ନିର୍ମାତା ଭାରତ ଗୌରବ କୁଳବୃଦ୍ଧ ମଧୁସୂଦନ ଦାସଙ୍କ ଜନ୍ମ ଜୟନ୍ତୀରେ ଗତକାଲି ଉତ୍କଳ ବିଶ୍ୱବିଦ୍ୟାଳୟ ଶାଖା ତରଫରୁ ମଧୁସୂଦନ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିବା ବେଳେ ଏଥିରେ ପ୍ରାନ୍ତ ସଂଗଠନ ମନ୍ତ୍ରୀ ଅଭିଳାଷ ପଣ୍ଡା ରାଜ୍ୟ ସହ ସମ୍ପାଦକ ସୁଧାଂଶୁ ସାହୁ ରାଜ୍ୟ ସହ ସମ୍ପାଦକ ଦେବାଶିଷ ଶତପଥୀ ଏବଂ ସଂଗଠନର ଅନ୍ୟ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.