କୁଶୁଡ଼ା ଆଞ୍ଚଳିକ ସାଧନ କେନ୍ଦ୍ରରେ ମୋ ସ୍କୁଲ ଅଭିଯାନ ସଚେତନତା କାର୍ଯ୍ୟକ୍ରମ
ଭୋଗରାଇ, (ଶିବ ନାରାୟଣ ପାତ୍ର) : ଭୋଗରାଇ ବ୍ଲକ ଅନ୍ତର୍ଗତ କୁଶୁଡ଼ା ଆଞ୍ଚଳିକ ସାଧନ କେନ୍ଦ୍ର ପରିସରରେ ମୋ ସ୍କୁଲ ଅଭିଯାନ ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସାଧନ କେନ୍ଦ୍ରର ସଂଯୋଜକ ଗୋପାଳ ଚନ୍ଦ୍ର ସେଠୀ ସଭାପତିତ୍ବ କରି ଅଭିଯାନର ଯୋଜନା ବିଷୟରେ ସୂଚନା ପ୍ରଦାନ!-->…
Read More...
Read More...