ଏଇ ମାଟିର ସ୍ୱର ତରଫରୁ କବିତା ପାଠ ଉତ୍ସବ ଓ ବନ୍ଧୁ ମିଳନ
ଭୋଗରାଇ, (ଶିବନାରାୟଣ ପାତ୍ର ) : ସାରସ୍ୱତ ସାହିତ୍ୟ ସାଧନର ଅନନ୍ୟ ଅନୁଷ୍ଠାନ 'ଏଇ ମାଟିର ସ୍ୱର' ତରଫରୁ କବି ମାନଙ୍କ ଦ୍ୱାରା କବିତା ପାଠ ଉତ୍ସବ ଓ ବନ୍ଧୁ ମିଳନ ଭୋଗରାଇ ବ୍ଲକ୍ ଥାନା ଛକ ସ୍ଥିତ ଭରସା କାର୍ୟ୍ୟାଳୟ ପରିସରେ ଅନୁଷ୍ଠିତ ହୋଇଯାଇଛି । ଉତ୍ସବକୁ ବିଶିଷ୍ଟ ସମାଜସେବୀ ତଥା ଭରସାର!-->…
Read More...
Read More...