Browsing Tag

belapada news

ପଞ୍ଚାୟତ ହାଇସ୍କୁଲଠାରେ ବାର୍ଷିକ କ୍ରୀଡା ପାଳନ

ବେଲପଡା, (ଭୋଜରାଜ ଦଣ୍ଡସେନା) : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଲପଡା ବ୍ଲକ ବାଗଦୋର ଗ୍ରାମ ପଞ୍ଚାୟତର ବନମାଲ ହାଇସ୍କୁଲଠାରେ ବାର୍ଷିକ କ୍ରୀଡା ପାଳନ କରାଯାଇଛି । ଏହି ବାର୍ଷିକ କ୍ରୀଡା ପାଇଁ ପ୍ରଥମେ ମା' ବନାମଲେନ ମନ୍ଦିର ଠାରୁ ଏକ ମଶାଲ ଯାତ୍ରା ଆରମ୍ଭ ହୋଇଥିଲା । ଉକ୍ତ ମଶାଲ
Read More...

ଦେବାର୍ଚ୍ଚନ ସାହୁ ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ମେଳା ଅନୁଷ୍ଠିତ

ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : ବେଲପଡା ବ୍ଲକସ୍ତରୀୟ ବିଜ୍ଞାନ ମେଳା ଦେବାର୍ଚ୍ଚନ ସାହୁ ଉଚ୍ଚ ବିଦ୍ୟାଳୟ ମୁଣ୍ଡାଗାଁ ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବିଜ୍ଞାନ ମେଳାରେ ବେଲପଡା ଶିକ୍ଷା ଅଧିକାରୀ ଅଭିନବ ମିଶ୍ର ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟ ଅତିଥି ଭାବରେ ବିଡ଼ିଓ ରାଜେଶ ମେହେର,
Read More...

ବେଲପଡା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଘୋଷ କାର୍ଯ୍ୟଶାଳା ଅନୁଷ୍ଠିତ

ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ବେଲପଡାରେ ସମ୍ଭାଗ ସ୍ତରୀୟ ଘୋଷ କାର୍ଯ୍ୟଶାଳା ଅନୁଷ୍ଠିତ ହୋଇଯାଇଛି । ତିନିଦିନ ଧରି ଏହି କାଯ୍ୟକ୍ରମ ଚାଲିଥିଲା । ଏଥିରେ ପ୍ରାୟ ୮୦ଟି ବିଦ୍ୟାଳୟରୁ ମୋଟ ୯୦ଜଣ ଗୁରୁଜୀ ଗୁରୁମା ଉପସ୍ଥିତ ଥିଲେ । ଏଥିରେ ଆନକ, ଶଙ୍ଖ,
Read More...

ପର୍ଲିମାଲରେ ବିରାଟ ବାଲି ଯାତ୍ରାର କଳସ ଯାତ୍ରା ସମାପନ

ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ପର୍ଲିମାଲ ଗାଁ ଠାରେ ୧୩ତମ ବିରାଟ ବାଲିଯାତ୍ରାର କଳସ ଯାତ୍ରା ଆୟେଜେିତ ହୋଇଯାଇଛି । ଉକ୍ତ କଳସ ଯାତ୍ରାରେ ବିଭିନ୍ନ ପ୍ରକାର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ କରି ଗ୍ରାମର ଶତାଧିକ ମହିଳା ଏକତ୍ରିତ ହୋଇ ନିକଟରେ ଥିବା ଲାନ୍ତ
Read More...

ସାଇବାର କ୍ରାଇମ ପ୍ରତି ସାବଧାନତା ଦରକାର

ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : ଆମ ପାଇଁ ମୋବାଇଲ ନିହାତି ଆବଶ୍ୟକ । କିନ୍ତୁ ମୋବାଇଲକୁ ଠିକ୍‌ ଭାବେ ବ୍ୟବହାର କରିବା ଜରୁରୀ । କାରଣ ଆମେ ମୋବାଇଲରେ ବହୁତ ଗୁଡିଏ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରଖିଥାଉ । ତା'ର ଫାଇଦା ନେବା ପାଇଁ ସାଇବରଠକମାନେ କୌଣସି ଲିଙ୍କ୍‌ କିମ୍ବା ଓଟିପି ପଠାଇ ଟଙ୍କା
Read More...

ଚାଷ ଜମିରୁ ଚୋରି ହେଲା ମଟର

ବେଳପଡ଼ା, (ଭୋଜରାଜ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲା ବେଲପଡ଼ା ଥାନା ଅନ୍ତର୍ଗତ ପର୍ଲିମାଲରେ ଜଣେ ଚାଷୀଙ୍କ ମୋଟର ଚୋରି ହେଇଥିବା ଜଣାପଡ଼ିଛି । ସୂଚନା ଯୋଗ୍ୟ ଯେ, ଚାଷୀ ଆଲୋକ ପାଣିଗ୍ରାହୀଙ୍କ ପର୍ଲିମାଲରେ ଥିବା ବଗିଚା ତଥା ଚାଷ ଜମିରେରେ ପାଣି ମଡେଇବା ପାଇଁ ନିଜସ୍ୱ ଖର୍ଚ୍ଚରେ ଏକ
Read More...

ଅସହାୟକୁ ସହାୟ ହେଲା ଜନକଲ୍ୟାଣ ଟ୍ରଷ୍ଟ

ପରିବାର ଜାତିଭାଇ ନଥିବାରୁ ଟ୍ରଷ୍ଟ କର୍ମକର୍ତ୍ତା କଲେ ଶବ ସଂସ୍କାର ବେଲପଡା, (ଭୋଜରାଜ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲା ବେଲପଡା ସହରର ଶ୍ରୀରାମ ମନ୍ଦିର ନିକଟ ପଡାରେ ରହୁଥିବା ଜଣେ ଅସହାୟ ବୃଦ୍ଧଙ୍କ ଗୁରୁବାର ରାତିରେ ମୃତ୍ୟୁ ହୋଇଥିଲା । ମୃତକ ବୃଦ୍ଧ ଜଣକ ସିହିନି ଗ୍ରାମ ପଂଚାୟତ
Read More...

ଆଦାନୀ କମ୍ପାନୀର ପଦକ୍ଷେପକୁ ନେଇ ଲୋକଙ୍କ ଭିତରେ ଚର୍ଚ୍ଚା : ଭୁଆଁ ବୁଲାଇ ଜମି ହଡପ୍‌

ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : ଏବେ ସାରା ଓଡ଼ିଶାରେ ଆଦାନୀର ଜମି କିଣା ବିଷୟ ଚାଂଚଲ୍ୟ ସୃଷ୍ଟି କରିଛି । ଲୋକଙ୍କ ସରକାର, ଗରିବଙ୍କ ସରକାର କହୁଥିବା ବିଜେପି ସରକାର ରାଜ୍ୟରେ ସଂଖ୍ୟା ଗରିଷ୍ଠତା ହାସଲ କରି ଶାସନ କରୁଥିବା ବେଳେ ବର୍ତ୍ତମାନ ଲୋକଙ୍କ ମନରେ ଅସନ୍ତୋଷ ଦେଖା ଦେଇଛି । ସରକାର
Read More...

ଦାଦନ ସର୍ଦ୍ଦାର ସହ ୫ ଜଣ ଦାଦନ ଶ୍ରମିକଙ୍କୁ କାବୁ କଲା ବେଲପଡା ପୋଲିସ

ବେଲପଡା, (ଭୋଜରାଜ ଦଣ୍ଡସେନା) : ଦିନକୁ ଦିନ ବେଲପଡା ପୋଲିସ ତତ୍ପରତା ଦେଖାଇ ଥିବାର ଦେଖିବାକୁ ମିଳିଛି । ଏଇ କେତେଦିନ ହେଲା ଅନେକ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଥିବା ବେଳେ ଗତକାଲି ପୁଣି ୫ ଜଣ ଦାଦନ ଶ୍ରମିକଙ୍କୁ ଚାଲାଣ ସମୟରେ ଉଦ୍ଧାର କରିଛି । ସୂଚନା ଅନୁସାରେ ଶୁକ୍ରବାର ରାତିରେ ଏକ
Read More...

ବନ୍ଧା ହେଲେ ଉପମୁଖ୍ୟମନ୍ତ୍ରୀ କେଭିଙ୍କ ଡୁପ୍ଲିକେଟ୍‌ ପିଏ ଓ ଓଏସ୍‌ଡି

ବେଲପଡା, (ଭୋଜରାଜ ଦଣ୍ଡସେନା) : ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କ ନାଁରେ ଚଳାଇଥିଲେ ବେପାର । ଲୋକଙ୍କୁ କେଭିଙ୍କ ଓଏସ୍‌ଡି ଏବଂ ପିଏ କହି ଚାକିରି କରାଇ ଦେବାକୁ କହି ଲୁଟ୍‌ କରୁଥିଲେ ୨ ଠକ । ଏ ବିଷୟରେ ଖବର ପାଇ ପାଟଣାଗଡ ପୋଲିସ ନିଜେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।
Read More...