Browsing Tag

bargarh news

ହସ୍ତତନ୍ତ, ବୟନ ଓ କୁଟୀର ଶିଳ୍ପ ମନ୍ତ୍ରୀ ଶ୍ରୀମତୀ ରୀତା ସାହୁଙ୍କ କଳାଗ୍ରାମ ପରିଦର୍ଶନ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବୁରୋମୁଣ୍ଡାର କଳାଗ୍ରାମରେ ହେଉଥିବା ପ୍ରକଳ୍ପକୁ ହସ୍ତତନ୍ତ, ବୟନ ଓ କୁଟୀର ଶିଳ୍ପ ମନ୍ତ୍ରୀ ଶ୍ରୀମତୀ ରୀତା ସାହୁ ପ୍ରକଳ୍ପ ପରିଦର୍ଶନ କରିଥିଲେ । ବ୍ଲକ ଅଧ୍ୟକ୍ଷ ପ୍ରଣୟ ସାହୁ ମଧ୍ୟ ଉପସ୍ଥିତ ଥିଲେ । ଏହି ଅବସରରେ କଳାଗ୍ରାମ ତରଫରୁ ଆସନ୍ତା
Read More...

ମହୁଲପାଲିଠାରେ ୪୦ ୟୁନିଟ୍‌ ରକ୍ତ ସଂଗୃହିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ମହୁଲପାଲିଠାରେ ସହଯୋଗ ପରିବାର ଓ ସ୍ୱେଛାସେବୀ ଅନୁଷ୍ଠାନ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ସଭାପତି ଅଶ୍ୱିନୀ ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ନାଲି
Read More...

ବରପାଲିରେ ବ୍ଲକସ୍ତରୀୟ “ସୁରଭି” କାର୍ଯ୍ୟକ୍ରମ

ବରଗଡ, (ନିରୋଜ କୁମାର ପାଣୀ) : ମଙ୍ଗଳବାର ଦିନ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ବରପାଲି ଆନୁକୁଲ୍ୟରେ "ସୁରଭି" ଓ ମିଲେଟସ -୨୦୨୩ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଶିକ୍ଷାଧିକାରୀ ମୁକୁନ୍ଦ ମାହାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ସଭାରେ ମୁଖ୍ୟଅତିଥି ବ୍ଲକ କୃଷିଅଧିକାରୀ
Read More...

ବରଗଡ଼ ବ୍ଲକସ୍ତରୀୟ ଶିଶୁ ମହୋତ୍ସବରେ ମିଲେଟସ୍ ଖାଦ୍ୟ ପ୍ରଦର୍ଶନୀ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ବ୍ଲକର ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ତଥା ଓଡିଶା ମିଲେଟସ୍ ପ୍ରତିଯୋଗିତା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ବରଗଡ଼ଠାରେ ବରଗଡ଼ ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ସେବାଶ୍ରୀ ଭୋଇଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଶାନ୍ତି ଶୃଙ୍ଖଳାର ସହ
Read More...

ଆଜିର ଯୁବପିଢୀଙ୍କ ପାଇଁ ଉଦାହରଣ ସାଜିଲେ ସପ୍ତମ ଶ୍ରେଣୀର କୁନି ପୁଅ

ବରଗଡ, (ନିରୋଜ କୁମାର ପାଣୀ) : ଆଜିର ସ୍ଵାର୍ଥପର ଦୁନିଆରେ ନିଜ ଜନ୍ମ କଳା ବୃଦ୍ଧ ମା' ବାପାଙ୍କୁ ବୋଝ ମନେକରୁଛନ୍ତି ନିଜ ସନ୍ତାନ ଏବଂ ଜୀବନର ଶେଷ ମୂହୁର୍ତ୍ତରେ ମଧ୍ୟ ଏକୁଟିଆ ହୋଇ ଦିନ କାଟୁଛନ୍ତି ବୃଦ୍ଧ ମା' ବାପା । ବରଗଡ ବ୍ଲକ ନାଗେନପାଳି ଗ୍ରାମର ୧୨ ବର୍ଷର କୁନି ପୁଅ ଆଜିର
Read More...

ଅଜଣା ଶବ ସତ୍କାର କଲା ସଂକଳ୍ପ ପରିବାର

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ତରଫରୁ ଆଜି ପିପଳମୁଣ୍ଡା ସ୍ଥିତ ସ୍ୱର୍ଗଦ୍ୱାରରେ ଏକ ଅଜଣା ଶବ ସତ୍କାର କରାଯାଇଛି । ସୂଚନା କ୍ରମେ ଗତ ମଙ୍ଗଳବାର ଦିନ ବରଗଡ଼ ଜିଲ୍ଲା ବିଜେପୁର ଥାନା ଅନ୍ତର୍ଗତ ପଧାନ ମାଲ ଗାଁରେ ରହିଥିବା
Read More...

ଦିଲ୍ଲୀରେ ପୁରସ୍କୃତ ହେଲେ ଲସ୍ତଲା ଝିଅ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଲସ୍ତଲା ଉଚ୍ଚ ବିଦ୍ୟାଳୟରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରୀ କ୍ରୀଷ୍ଣା ସାହୁ ଦିଲ୍ଲୀ ବିଜ୍ଞାନ ଭବନରେ ଆୟୋଜିତ ବିଜ୍ଞାନ ମେଳାରେ ନିଜର ବିଜ୍ଞାନ ପ୍ରକଳ୍ପ ସ୍ମାର୍ଟ ପ୍ରଦର୍ଶନ କରି ଦିଲ୍ଲୀରେ
Read More...

ଓଡ଼ିଶା ଫଟୋ ଏକ୍ସପୋର୍ଟ ୨୦୨୩ କାର୍ଯ୍ୟକ୍ରମ

ବରଗଡ, (ନିରୋଜ କୁମାର ପାଣୀ): ଭୁବନେଶ୍ୱର ସ୍ଥିତ ସୋୟା ୟୁନିଭରସିଟି ପରିସରରେ ଓଡ଼ିଶା ଫଟୋ ଏକ୍ସପୋର୍ଟ ୨୦୨୩ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଫଟୋଗ୍ରାଫିକ କମ୍ପାନୀ ତତ୍‌ ସଙ୍ଗେ ସଙ୍ଗେ ବିଭିନ୍ନ ଫଟୋଗ୍ରାଫି ଉପକରଣକୁ ନେଇ ଏକ ସୁନ୍ଦର ମେଳାର ଆୟୋଜନ
Read More...

ସ୍ୱେଛାକୃତ ରକ୍ତଦାନ ଶିବିର

ବରଗଡ, (ନିରୋଜ କୁମାର ପାଣୀ) : ଶ୍ରୀଗିଡା ଗ୍ରାମରେ ରହିଥିବା ଗାନ୍ଧିଜୀ କ୍ଲବର ୫୪ତମ ବର୍ଷିକୀ ମୋହତ୍ସବ ତଥା ଜାତୀୟ ରକ୍ତଦାତା ଦିବସ ଅବସରରେ ଶ୍ରୀଗିଡା ଗ୍ରାମରେ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଆଜିର ରକ୍ତଦାନ ଶିବିରକୁ ଭଟଲି ବିଧାୟକ ସୁଶାନ୍ତ ସିଂଙ୍କ ଆଦେଶ କ୍ରମେ
Read More...

ବରପାଲି ଫାର୍ମାସୀ କଲେଜରେ ଫାର୍ମାସୀ ଡେ’ ପାଳିତ

ବରଗଡ, (ନିରୋଜ କୁମାର ପାଣୀ) : ଅଙ୍ଗଦାନ ମହାଦାନ ଓ ଏହି କାର୍ଯ୍ୟରେ ଫାର୍ମାସିଷ୍ଟ ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ବରପାଲି ସହର ଉପକଣ୍ଠରେ ଥିବା ବରପାଲି ଫାର୍ମାସୀ କଲେଜରେ ସୋମବାର ଫାର୍ମାସୀ ଡେ' ଅବସରରେ ବହୁ ବିଶିଷ୍ଟ ବକ୍ତା ମତବ୍ୟକ୍ତ କରିଥିଲେ ।ସମଲେଶ୍ଵରୀ ବିହାର ପରିସରରେ
Read More...