Browsing Tag

bargarh news

ଆଶଙ୍କାରେ ଲକ୍ଷ୍ମୀ ବସ୍ ସେବା : ବସ୍ ସେବା ସ୍ଥାୟୀ କରିବାକୁ ଗ୍ରାମାଞ୍ଚଳବାସୀଙ୍କ ଦାବି

ବରଗଡ଼, (ନିରୋଜ କୁମାର ପାଣୀ) : ନିର୍ବାଚନ ପୂର୍ବରୁ ଗ୍ରାମାଞ୍ଚଳ ଲୋକଙ୍କୁ ପରିବହନ ସୁବିଧା ଦେବା ନିମନ୍ତେ ଲକ୍ଷ୍ମୀ ବସ୍‌ ସେବା ଆରମ୍ଭ ହୋଇଥିଲା । ମାତ୍ର ପାଞ୍ଚ ଟଙ୍କାରେ ଗ୍ରାମାଞ୍ଚଳରୁ ବ୍ଲକ ସଦର ମହକୁମାକୁ ଲୋକେ ଯାତାୟାତ କରି ପାରୁଥିଲେ । ଓଡିଶା ରାଜ୍ୟ ପରିବହନ ନିଗମ ପକ୍ଷରୁ…
Read More...

ଝାଏଁରେ ବନ୍ଧପାଲି କଲାପଟା ସାହିତ୍ୟ ପତ୍ରିକାର ଷଷ୍ଠ ବାର୍ଷିକ ଉତ୍ସବ

ବରଗଡ, (ନିରୋଜ କୁମାର ପାଣୀ) : ବରପାଲି ନିକଟସ୍ଥ ବନ୍ଧପାଲି ଗ୍ରାମରେ ଝାଏଁରେ ବନ୍ଧପାଲି କଲାପଟା ସାହିତ୍ୟର ଷଷ୍ଠ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ସଂସଦର ସମ୍ପାଦକ ଭରତ ନାଏକ ପ୍ରାରମ୍ଭିକ ସୂଚନା ଓ ସ୍ୱାଗତ ଭାଷଣ ଦେଇଥିଲେ । ସଭାପତି ଭରତ ମେହେର ବାର୍ଷିକ ବିବରଣୀ ପାଠ…
Read More...

ଡୁର୍ରୁକୁସମ ଠାରେ ଅତାବିରା ବିଧାୟକଙ୍କ ସହ ଆଲୋଚନା କଲେ ମସ୍ୟଜୀବି ସଂଘ

ବରଗଡ, (ନିରୋଜ କୁମାର ପାଣୀ) : ଆଜି ଗୁରୁବାର ମଧ୍ୟାହ୍ନ ୧୨ଟାରେ ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଡୁର୍ରୁକୁସମ ଠାରେ ଅତାବିରାର ନବ ନିର୍ବାଚିତ ବିଜେପି ବିଧାୟକ ନିହାର ରଞ୍ଜନ ମହାନନ୍ଦଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସ୍ୱଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ ସ୍ଥାନୀୟ ତାମଦେଇ…
Read More...

ଲରମ୍ଭାରେ ବ୍ରଜମୋହନଙ୍କ ଜନ୍ମ ଜୟନ୍ତୀ ପାଳିତ

ବରଗଡ, (ନିରୋଜ କୁମାର ପାଣୀ) : ଅତାବିରା ସ୍ଥିତ ଲରମ୍ଭା ଗ୍ରାମର ପ୍ରମୁଖ ଶିକ୍ଷାକେନ୍ଦ୍ର ଗୁଡିକରେ ପଲ୍ଲୀଶିକ୍ଷା ପ୍ରେମୀ ସ୍ୱର୍ଗତ ବ୍ରଜମୋହନ ପଣ୍ଡାଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ପ୍ରଥମେ ତାଙ୍କର ଜନ୍ମସ୍ଥାନକୁ ଯାଇ ଏନ୍ତୁଡିଶାଳରେ ପୂଜାର୍ଚ୍ଚନା କରାଯାଇଥିଲା । ପରେ ପ୍ରାଥମିକ…
Read More...

ଧର୍ମ ପ୍ରାଣ ବ୍ୟକ୍ତିଙ୍କ ପରଲୋକ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଭଟଲି ଥାନା ଅର୍ନ୍ତଗତ ଉର୍ଦୁନା ଗ୍ରାମର ଜଣାଶୁଣା ଭଦ୍ର ବ୍ୟକ୍ତି ମୋହନଲାଲ ହୋତାଙ୍କ (୭୩) ପରଲୋକ ଘଟିଛି । ମୃତ୍ୟୁ ଶଯ୍ୟା ନିକଟରେ ପତ୍ନୀ ଇଲାବତୀ, ଦୁଇ ପୁଅ ବୋହୂ ପ୍ରେମ ପ୍ରସାଦ - ନିକୀ, ରାମ ପ୍ରସାଦ- ରିଙ୍କି, ତିନି ଝିଅ ଜ୍ୱାଇଁ କଲ୍ୟାଣୀ-…
Read More...

ବିଶ୍ୱ ପରିବେଶ ଦିବସ ପାଳନ ଓ ସଚେତନତା କାର୍ଯ୍ୟକ୍ରମ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନକଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ଆଜି ଅତାବିରା ବ୍ଲକ ଅନ୍ତର୍ଗତ ଅତାବିରା ଝାଇଯୋର ଠାରେ ଅନୁଷ୍ଠାନ ତରଫରୁ ବୃକ୍ଷରୋପଣ ସହ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କୁଷ୍ଠ ରୋଗରୁ ମୁକ୍ତ ପାଇଥିବା…
Read More...

ଶୁଭଙ୍କର ବିଜ୍ଞାନରେ ବ୍ଲକ ଟପ୍ପର

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ସହରର ଶୁଭଙ୍କର ପାଣିଗ୍ରାହୀ +୨ ବିଜ୍ଞାନ ବିଭାଗରେ ୮୮.୫ ପ୍ରତିଶତ ନମ୍ବର ରଖି ବ୍ଲକ ଟପ୍ପର ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ସେ ବିଜେପୁର ମହା ବିଦ୍ୟାଳୟରେ ବିଜ୍ଞାନ ବିଭାଗରେ ଅଧ୍ୟୟନ କରୁଥିଲେ । ଜୀବ ବିଜ୍ଞାନରେ ଶତ ପ୍ରତିଶତ…
Read More...

କ୍ରୀଷ୍ଣା ବିକାଶ ଗ୍ରୁପ୍ ବରଗଡ଼ର ସମ୍ବର୍ଦ୍ଧନା ଉତ୍ସବ

ବରଗଡ଼, (ନିରୋଜ କୁମାର ପାଣୀ) : ସଦ୍ୟ ପ୍ରକାଶିତ ସିଏଏସ୍‌ଇ +୨ ଫଳାଫଳରେ ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବରଗଡ଼ର ୫୦୦ରୁ ଅଧିକ ମାର୍କ ରଖିଥିବା ଛାତ୍ରଛାତ୍ରୀ ଏବଂ ଅଭିଭାବକ ମାନଙ୍କୁ ସ୍କୁଲ୍ ତରଫରୁ କ୍ରୀଷ୍ଣା ବିକାଶ ଅଡିଟୋରିୟମ୍‌ଠାରେ ସମ୍ବନ୍ଧିତ କରାଯାଇଛି । ଏହି ଅବସରରେ ଆୟୋଜିତ…
Read More...

ବରଗଡ଼ ଜିଲ୍ଲାର ପଦ୍ମପୁର, ବିଜେପୁର, ଅତାବିରା ଓ ଭଟଲି ନିର୍ବାଚନ ମଣ୍ଡଳୀରେ ବିଜେଡ଼ିର ଷ୍ଟାର୍‌ ପ୍ରଚାରକ ଭି. କେ.…

ବରଗଡ଼, (କେପିଏନ୍‌ଏସ୍‌) : ବରଗଡ଼ ଜିଲ୍ଲାର ପାଞ୍ଚ ଗୋଟି ବିଧାନସଭା ନିର୍ବାଚନୀ ମଣ୍ଡଳୀର ଚାରୋଟି ସଭାରେ ଯୋଗ ଦେଇଛନ୍ତି ବିଜେଡ଼ିର ଷ୍ଟାର୍‌ ପ୍ରଚାରକ ଭି. କେ. ପାଣ୍ଡିଆନ୍‌ । ପ୍ରଥମେ ପଦ୍ମପୁର ଉଡାଜାହାଜ ପଡ଼ିଆ ସତୀଭଟା ଠାରେ ଓହ୍ଲାଇ ପଦ୍ମପୁର ଅଶୋକ ପଡିଆଠାରେ ଅନୁଷ୍ଠିତ ଜନ ସମାବେଶରେ…
Read More...

୪୩ କାର୍ଟୁନ ବିଦେଶୀ ମଦ ଜବତ : ୩ ଗିରଫ

ବରଗଡ଼ : ବରଗଡ଼ ଟାଉନ୍‌ ପୋଲିସକୁ ମିଳିଲା ବଡ଼ ସଫଳତା । ସ୍ଥାନୀୟ ଗୋରୁ ମାର୍କେଟ ପାଖରେ ଥିବା କୃଷକ ବଜାର ଭିତରେ ଏକ ବୋଲେରୋରୁ ୪୩ ପେଟି ବିଦେଶୀ ମଦ ଚାଲାଣ ହେଉଥିବା ବେଳେ ମାଡ଼ିବସିଲା ପୋଲିସ । ୩ ଜଣଙ୍କୁ ଗିରଫ କରିଛି ପୋଲିସ । ସୂଚନା ଅନୁସାରେ ବରଗଡ଼ କୃଷକ ବଜାର ଭିତରେ ଏକ ବୋଲେରୋ…
Read More...