pakka

ପାଇଥିବା ମନିପର୍ସ ଫେରାଇଲେ ଯୁବକ

bbehera

ବରଗଡ଼, (କେପିଏନ୍‌ଏସ୍‌) : ଗତକାଲି ସନ୍ଧ୍ୟାରେ ବରଗଡ଼ ଗାନ୍ଧୀଛକ ପାଖରେ କଂସ ଅଭିନେତା ଭୁବନେଶ୍ୱର ପଧାନଙ୍କ ବଡ଼ ପୁଅ ଅଜିତ ପଧାନ ଗୋଟିଏ ମନିପର୍ସ ପାଇଥିଲେ । ଯେଉଁଥିରେ ୯୪୨୦ ଟଙ୍କା ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଥିଲା । ସେଥିରୁ ପରିଚୟ ପାଇ ବରଗଡ଼ ରେଲୱେ ଷ୍ଟେସନପଡାର କାନ୍ଦୁରା ମଲ୍ଲିକଙ୍କୁ ଯୋଗାଯୋଗ କରି ଆଜି ତାଙ୍କର ମନିପର୍ସ ଓ ସମସ୍ତ ଟଙ୍କାକୁ ଫେରାଇ ଦେଇଥିବା ଜଣାପଡ଼ିଛି ।

jay balangir
Leave A Reply

Your email address will not be published.

13 + 14 =