ବରଗଡରୁ ସିଧାସଳଖ ପ୍ରୟାଗରାଜକୁ ଟ୍ରେନ ଚଳାଚଳ ପାଇଁ ସାଂସଦଙ୍କ ପାଖରେ ଦାବି ରଖିଲା ଜର୍ନାଲିଷ୍ଟ ଏସୋସିଏସନ ଅଫ ବରଗଡ
ବରଗଡ, (ନିରୋଜ କୁମାର ପାଣୀ) : ଆଜି ଜର୍ନାଲିଷ୍ଟ ଏସୋସିଏସନ ଅଫ ବରଗଡ (ଜାବ) ପକ୍ଷରୁ ବରଗଡ ସାଂସଦ ପ୍ରଦୀପ ପୁରୋହିତଙ୍କୁ ବରଗଡରୁ ସିଧାସଳଖ ପ୍ରୟାଗରାଜକୁ ଟ୍ରେନ ଚଳାଚଳ ପାଇଁ ଦାବିପତ୍ର ପ୍ରଦାନ କରାଯାଇଛି । ଜିଲ୍ଲା ସଭାପତି ରବି ପଣ୍ଡା ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଶ୍ରୀ!-->…
Read More...
Read More...