Browsing Tag

bargarh news

ଆନ୍ତଃ ଜିଲ୍ଲା ଯୁବ ବିନିମୟ ପ୍ରଶିକ୍ଷଣ ଶିବିର ଉଦଯାପିତ

ବରଗଡ଼, (ନିରୋଜ କୁମାର ପାଣୀ) : ଭାରତ ସରକାରଙ୍କ ଯୁବ ଏବଂ ଖେଳ ମନ୍ତ୍ରଣାଳୟର ଅଧୀନରେ କାର୍ଯ୍ୟ କରୁଥିବା ମେରା ଯୁବ ଭାରତ ବରଗଡ ଦ୍ୱାରା ପାଞ୍ଚ ଦିବସୀୟ ପ୍ରଶିକ୍ଷଣ ଶିବିର ସ୍ଥାନୀୟ ଭିଡି ପ୍ଲେସରେ ଉଦଯାପିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟଅତିଥି ଭାବରେ ଭଟଲି ବିଧାୟକ ଇରାଶିଷ
Read More...

ବରଗଡ ହାଟପଦା ସାଇ ମନ୍ଦିର ପାଖରେ ଗୋଷ୍ଠୀ ସଂଘର୍ଷ

ବରଗଡ, (ମୁନ୍ନା ସାହୁ) : ବରଗଡ ହାଟପଦା ସାଇ ମନ୍ଦିର ପାଖରେ ଗୋଷ୍ଠୀ ସଂଘର୍ଷ । କୌଣସି ଏକ କାରଣକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ପ୍ରଥମେ ବଚସା ଓ ପରେ ଗୋଷ୍ଠୀ ସଂଘର୍ଷ ହୋଇଛି । ଭୁଜାଲି ଆକ୍ରମଣରେ ଜଣେ ଗୁରୁତର ଦୁଇ ଆହତ ହୋଇଛନ୍ତି । କଲେଜ ରୋଡ଼ରେ ରହୁଥିବା ପ୍ରଦୀପ ଲୁହା (ବୟସ ୨୪)ଙ୍କୁ
Read More...

ସହିଦ ମାଧୋ ସିଂହ ଓ ଘେ‍ଁସ ବିଦ୍ରୋହକୁ ରାଷ୍ଟ୍ରୀୟ ମର୍ଯ୍ୟାଦା ପାଇଁ ସାଂସଦ ପ୍ରଦୀପ ପୁରୋହିତଙ୍କ ଦାବି

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଘେଁସର ଜମିଦାର ସହିଦ ମାଧୋ ସିଂହ ଓ ତାଙ୍କ ସହିଦ ପରିବାରଙ୍କୁ ରାଷ୍ଟ୍ରୀୟ ସମ୍ମାନ ସହ ସ୍ୱାଧୀନତା ସଂଗ୍ରାମରେ ସେମାନଙ୍କ ଅବଦାନ ଉପରେ ଗବେଷଣା ଲାଗି ଲୋକସଭାରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଦାବି କରିଛନ୍ତି । ଇଂରେଜ ସରକାରକୁ ବାର୍ଷିକ
Read More...

ବିଶ୍ଵ କର୍କଟ ଦିବସରେ ବରଗଡ଼ ମହିଳା ସମିତିର ଦାବି, ମାଗଣାରେ କ୍ୟାନସର ଭେକସିନ ଦିଆଯାଉ

ବରଗଡ଼, (ନିରୋଜ କୁମାର ପାଣୀ) : ଓଡ଼ିଶାରେ ମହିଳାମାନଙ୍କ ମଧ୍ୟରେ କର୍କଟ ଜନିତ ମୃତ୍ୟୁର ଏକ ପ୍ରମୁଖ କାରଣ ହେଉଛି ଗର୍ଭାଶୟ କର୍କଟ । ଯାହାକି ମହିଳାଙ୍କ କ୍ଷେତ୍ରରେ ପ୍ରାୟ ୨୩.୬୬% ପ୍ରମୁଖ କର୍କଟ ରୋଗର କାରଣ । ତଥ୍ୟ ଆଧାରରେ ଓଡ଼ିଶାରେ ଗର୍ଭାଶୟ କର୍କଟ ରୋଗର ମୃତ୍ୟୁ ହାର ପ୍ରତି ଏକ
Read More...

ଆନ୍ତଃଜିଲ୍ଲା ଯୁବ ବିନିମୟ ପ୍ରଶିକ୍ଷଣ ଶିବିର

ବରଗଡ, (ନିରୋଜ କୁମାର ପାଣୀ) : ଭାରତ ସରକାରଙ୍କ ଯୁବ ଏବଂ ଖେଳ ମନ୍ତ୍ରଣାଳୟର ଅଧୀନରେ କାର୍ଯ୍ୟ କରୁଥିବା ମେରା ଯୁବ ଭାରତ ବରଗଡ, ଦ୍ୱାରା ଏକ ପାଞ୍ଚଦିନିଆ ଆନ୍ତଃଜିଲ୍ଲା ଯୁବ ବିନିମୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ଭିଡ଼ି ପ୍ଲେସ ବରଗଡ଼ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଗଞ୍ଜାମ
Read More...

କନଗାଁ କ୍ଲଷ୍ଟରର ମାସିକ ବୈଠକ ଅନୁଷ୍ଠିତ

ବରଗଡ଼, (କେପିଏନ୍‌ଏସ୍‌) : ସୋହେଲା ବ୍ଲକ ଅନ୍ତର୍ଗତ କନଗାଁ କ୍ଲଷ୍ଟରର ସପ୍ତମ ମାସିକ ବୈଠକ ବାଦିପାଲି ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ସିଆର୍‌ସିସି କେଦାରନାଥ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ କ୍ଲଷ୍ଟରର ସମସ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ
Read More...

ବେହେରାପାଲି ବସନ୍ତ ମହୋତ୍ସବ ଉଦଯାପିତ

ବରଗଡ଼, (କେପିଏନ୍‌ଏସ୍‌) : ସୋହେଲା ବ୍ଲକ ଅନ୍ତର୍ଗତ କନଗାଁ ପଞ୍ଚାୟତ ବେହେରାପାଲି ଠାରେ ସରସ୍ୱତୀ ପୂଜା ଦିନ ଠାରୁ ଆରମ୍ଭ ହୋଇ ତିନି ଦିନ ଧରି ଅନୁଷ୍ଠିତ ହୋଇଥିବା ବସନ୍ତ ମହୋତ୍ସବ ରବିବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି । ପ୍ରଥମ ଦିନ କଳସ ଯାତ୍ରା ସହ ସରସ୍ୱତୀ ପୂଜା ଆରମ୍ଭ ହୋଇଥିଲା ।
Read More...

କଳାପାଣି ସେଲୁଲାର ଜେଲ ଭିତରେ ମୁଣ୍ଡିଆ ମାରି ଜେଲରେ ଫାଶୀ ପାଇ ସହିଦ ହୋଇଥିବା ଓ ବ୍ରିଟିଶ ଶାସକ ଦ୍ଵାରା…

ବରଗଡ, (ନିରୋଜ କୁମାର ପାଣୀ) : ଶ୍ରମ, ଦକ୍ଷତା ବିକାଶ, ଟେକ୍ସଟାଇଲ ବିଭାଗର ପାର୍ଲାମେଣ୍ଟାରୀ ଷ୍ଟାଣ୍ଡିଂ କମିଟୀ ଏକ ୨ଦିନିଆ ଆଣ୍ଡାମାନ ଏବଂ ନିକୋବର ଦ୍ଵୀପପୁଞ୍ଜ ଗସ୍ତ କାର୍ଯ୍ୟକ୍ରମ କମିଟୀ ଅଧ୍ୟକ୍ଷ ସାଂସଦ ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍ ଆର୍ ବୋମାଇଙ୍କ ନେତୃତ୍ୱରେ
Read More...

ବରଗଡ଼ ଜିଲ୍ଲାର ଚାଷୀଙ୍କ ଧାନ ବଜାରରୁ ଉଠାଯାଉ ନଥିବାରୁ ଏକ ରାଲିର ଆୟୋଜନ

ବରଗଡ, (ମୁନ୍ନା ସାହୁ) : ବରଗଡ଼ ଜିଲ୍ଲାର ଚାଷୀଙ୍କ ଧାନ ବଜାରରୁ ଉଠାଯାଉ ନଥିବାରୁ, କଂଗ୍ରେସ ପିସିସି ସଭାପତି ଭକ୍ତ ଚରଣ ଦାସ ତାଙ୍କର ହଜାର ହଜାର ସମର୍ଥକଙ୍କ ସହିତ ଲାମ୍ବା ବିଲଡିଂରୁ ଗାନ୍ଧୀ ଚୌକ ପର୍ଯ୍ୟନ୍ତ ଏକ ରାଲିର ଆୟୋଜନ କରିଥିଲେ । ସେଠାରେ ସେ ଚାଷୀଙ୍କ ସମସ୍ୟାର ସ୍ୱର ଉଠାଇ
Read More...

କଫ ସିରଫ ଜବତ କଲା ଟାଉନ ପୋଲିସ

ବରଗଡ, (ମୁନ୍ନା ସାହୁ) : କଟାପାଲିରେ ନିର୍ମାଣଧୀନ ଘର ଭିତରେ ରହିଥିଲା ବେଆଇନ କଫ ସିରଫ । ବରଗଡ଼ ଟାଉନ ପୋଲିସ ଖବର ପାଇ କଲା ଚଢ଼ାଉ । ୫୦୫୦ ବୋତଲ ଏସ୍‌କଫ ସିରଫ ଜବତ କରିବା ସହ ୮ ଜଣକୁ ଗିରଫ କଲା ଟାଉନ ପୋଲିସ । ଟାଉନ ଥାନାରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ବରଗଡ଼ ଏସପି । ସୂଚନା
Read More...