ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣାକୁ ନେଇ ଭିଜିଲାନ୍ସ ତଦନ୍ତ ଦାବୀ କଲା ଆମ୍ ଆଦମୀ ପାର୍ଟି
ବରଗଡ, (ମୁନ୍ନା ସାହୁ) : ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣାକୁ ନେଇ ଭିଜିଲାନ୍ସ ତଦନ୍ତ ଦାବୀ କଲା ଆମ୍ ଆଦମୀ ପାର୍ଟି । ଭିଜିଲାନ୍ସ ଆରକ୍ଷୀ ଅଧିକ୍ଷକ ସମ୍ବଲପୁରଙ୍କ ଉଦେଶ୍ୟରେ ଅଭିଯୋଗ ପତ୍ର ସମ୍ମିଳିତ କରି ବରଗଡ ଉପ ଆରକ୍ଷୀ ଅଧିକ୍ଷକଙ୍କୁ ପ୍ରଦାନ କରିଛି ଆପ୍ । ସେହିପରି ପୂର୍ତ୍ତ ବିଭାଗ!-->…
Read More...
Read More...