Browsing Tag

bangomunda news

ବଙ୍ଗୋମୁଣ୍ଡା ତହସିଲଦାରଙ୍କ ମନମୁଖୀ କାର୍ଯ୍ୟ ବିରୋଧରେ ତହସିଲ ଅଫିସ ଘେରାଉ କଲା ଓଡ଼ିଶା ଜନତା କଂଗ୍ରେସ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ତହସିଲଦାରଙ୍କ ମନମୁଖୀ କାର୍ଯ୍ୟଶୈଳୀ ଏବଂ ତହସିଲ କାର୍ଯ୍ୟାଳୟରେ ସାଧାରଣ ଲୋକଙ୍କୁ ର୍ଦୁବ୍ୟବହାର କରାଯାଉଥିବା ଅଭିଯୋଗକୁ ନେଇ ଶୁକ୍ରବାର ଦିନ ବଙ୍ଗୋମୁଣ୍ଡା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଜୋରଦାର୍‌ ପ୍ରତିବାଦ…
Read More...

ଆତ୍ମଗୌରବ ଦିବସ ଅବସରରେ ନୂଆଦିଲ୍ଲୀରେ ବଲାଙ୍ଗିର ଜିଲ୍ଲା ଦେଢଗାଁର ଓଡ଼ିଆ ପୁଅ ବଳଦେବ ବାଗଙ୍କୁ ସମ୍ମାନିତ କଲା…

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ସାଂସ୍କୃତିକ, ସାମାଜିକ ଓ ଶିକ୍ଷାଗତ ବିକାଶ କ୍ଷେତ୍ରରେ ସକ୍ରିୟ ଭାବେ କାର୍ଯ୍ୟରତ ପ୍ରତିଷ୍ଠିତ ସଂସ୍ଥା ‘ଆଦିଲୀଳା ଫାଉଣ୍ଡେସନ’ ପକ୍ଷରୁ ନୂଆଦିଲ୍ଲୀସ୍ଥିତ ଆନ୍ଧ୍ର–ତେଲେଙ୍ଗାନା ଭବନରେ ଆୟୋଜିତ ଭବ୍ୟ ସମାରୋହରେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ…
Read More...

୧୩ତମ ଆର୍ଟ ଅଫ୍‌ ଗିଭିଙ୍ଗ କାର୍ଯ୍ୟକ୍ରମ ଅବସରରେ କପିଲାଭଟା ଗାଁର ଖେଳାଳୀଙ୍କୁ ଭଲିବଲ, ନେଟସ ଓ ଜର୍ସି ବଣ୍ଟନ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ୧୩ତମ ଆର୍ଟ ଅଫ୍‌ ଗିଭିଙ୍ଗ କାର୍ଯ୍ୟକ୍ରମରେ ଭଲିବଲ ଖେଳାଳୀଙ୍କୁ ଖେଳ ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ଆହ୍ୱାନ କ୍ରମେ ୨୦୧୩ ମସିହାରୁ…
Read More...

କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ସ୍ଵର୍ଗତ ଆୟୁବ ଖାନଙ୍କ ଶ୍ରଦ୍ଧାଞ୍ଜଳି ସଭା

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଧେକେଲା ବିଜୁ ଜନତା ଦଳ ପକ୍ଷରୁ କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ସ୍ଵର୍ଗୀୟ ଆୟୁବ ଖାନଙ୍କର ଶ୍ରଦ୍ଧାଞ୍ଜଳି ସଭା କାର୍ଯ୍ୟକ୍ରମ ସିନ୍ଧେକେଲା ମା'…
Read More...

କଣ୍ଟାବାଞ୍ଜି ମାଟିରୁ ଶୁଭିଲା ରଣହୁଙ୍କାର

ମହିଳାଙ୍କୁ ୩୩% ସଂରକ୍ଷଣ ଲୋକସଭା ଓ ବିଧାନସଭାରେ ଦିଅ, ସାମାଜିକ ସୁରକ୍ଷା ଦିଅ, ଯୌନ ନିର୍ଯ୍ୟାତନା ବନ୍ଦ କର, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ନିୟନ୍ତ୍ରଣ କର, ନଚେତ ଗାଦି ଛାଡହଜାର ହଜାର ସଂଖ୍ୟାରେ ମହିଳାମାନେ ଶୋଭାଯାତ୍ରା କରି ବିଜେପି ସରକାର ବିରୁଦ୍ଧରେ କଲେ ସ୍ୱର ଶାଣିତ …
Read More...

କଣ୍ଟାବାଞ୍ଜିରେ “ଜଙ୍ଗଲ ଜଳୁଛେ” କୋଶଲୀ ସିନେମା ରିଲିଜ୍ ନେଇ ସାମ୍ବାଦିକ ସମ୍ମିଳନୀ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : କୋଶଲୀ ଭାଷାର ନୂଆ ସିନେମା "ଜଙ୍ଗଲ ଜଳୁଛେ" ର ରିଲିଜ୍ ସମ୍ପର୍କରେ କଣ୍ଟାବାଞ୍ଜିରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏସିଟିସି ପକ୍ଷରୁ ନିର୍ମିତ ଏହି ସିନେମାର ନିର୍ମାଣ, କାହାଣୀ ଓ ରିଲିଜ୍ ତାରିଖ ସମ୍ପର୍କରେ ବିସ୍ତୃତ ତଥ୍ୟ ଦିଆଯାଇଛି…
Read More...

ଛତରଙ୍ଗ ଗାଁରେ କନ୍ଧ ସମାଜର ବୈଠକ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଜୁରାବନ୍ଧ ପଞ୍ଚାୟତ ଅନ୍ତର୍ଗତ ଛତ୍ରଙ୍ଗ ଠାରେ ଯୁବ ସଂଗଠନର ଜିଲ୍ଲା ଉପଦେଷ୍ଟା ଆର୍ତ୍ତତ୍ରାଣ ଭୋଇଙ୍କ ନେତୃତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସର୍ବ ପ୍ରଥମେ ମା' ଇଷ୍ଟଦେବୀଙ୍କ ପୂଜାର୍ଚ୍ଚନା ପରେ…
Read More...

ଗାଈ ଗୁହାଳ ପ୍ରାପ୍ୟ ପ୍ରଦାନ ଦାବି ନେଇ ବ୍ଲକ ସମ୍ମୁଖରେ ଧାରଣା

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ଗାଈ ଗୁହାଳ ପ୍ରାପ୍ୟ ପ୍ରଦାନ ଦାବି ନେଇ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ବଙ୍ଗୋମୁଣ୍ଡା ବ୍ଲକ ଖଇରା ପଞ୍ଚାୟତ ଅନ୍ତର୍ଗତ ଲୁକାପଡା ଗାଁର ହିତାଧିକାରୀ ବୃଷଭ ମାଝୀ । ସେ ଗତ ୨ ବର୍ଷ ତଳେ ଗାଈ ଗୁହାଳ କାମ…
Read More...

କଁସିଲ ଗାଁରେ ଆର୍ଟ ଅଫ ଗିଭିଙ୍ଗ କାର୍ଯ୍ୟକ୍ରମ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କଁସିଲ ଗାଁ ଠାରେ ଆର୍ଟ ଅଫ ଗିଭିଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କିଟ ଓ କିସ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ଆହ୍ୱାନ କ୍ରମେ ୨୦୧୩ ମସିହାରୁ ଆର୍ଟ ଓ ଅଫ ଗିଭିଙ୍ଗ ପାଳିତ ହୋଇ ଆସୁଥିବା ବେଳେ ଚଳିତ…
Read More...

ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ବୈଠକକୁ କକ୍ଷତ୍ୟାଗ କଲେ ନିର୍ବାଚିତ ୧୯ ସରପଞ୍ଚ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ବୈଠକ ଚାଲିଥିବା ବେଳେ ଉଠି ପଳାଇଲେ ବ୍ଲକର ଅନେକ ପଞ୍ଚାୟତର ସରପଞ୍ଚ । କକ୍ଷତ୍ୟାଗ କଲେ ବ୍ଲକର ୧୯ରୁ ଅଧିକ ସରପଞ୍ଚ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟରେ ଅଣଦେଖା କରାଯାଇଥିବା ଅଭିଯୋଗ…
Read More...