Browsing Tag

balangir news

ବିପୁଳ ପରିମାଣର କଫ୍‌ ସିରପ୍‌ ଜବତ : ୧ ଗିରଫ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଚିମିନିଭାଟିପଡ଼ାରେ ଚଢ଼ାଉ କରି ବିପୁଳ ପରିମାଣର କଫ୍‌ ସିରପ୍‌ ଜବତ୍‌ କରିବା ସହ ଏହି ମାମଲାରେ ଜଣକୁ ଗିରଫ୍‌ କରିଛି ବଲାଙ୍ଗିର ଟାଉନ୍‌ ପୋଲିସ୍‌ । ଦିଜନ ଓରଫ ମନରଞ୍ଜନ ପଧାନ ନାମକ ଜଣେ ବ୍ୟକ୍ତି ଅବୈଧ ଭାବରେ କଫ ସିରପ ବିକ୍ରି କରୁଥିବା ବେଳେ
Read More...

ଭାରତୀୟ କିଷାନ ସଂଘର ଜାମଗାଁଠାରେ କାର୍ଯ୍ୟକର୍ତ୍ତା ପ୍ରଶିକ୍ଷଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକର ଜାମଗାଁଠାରେ ବ୍ଲକସ୍ତରୀୟ କାର୍ଯ୍ୟକର୍ତ୍ତା ପ୍ରଶିକ୍ଷଣ ଶିବିର ରାଧାକୃଷ୍ଣ ମେହେର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟଙ୍କ ପ୍ରରୋଚନାରେ ଶ୍ରୀକର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ତହିଁର ମୁଖ୍ୟ ଅତିଥି
Read More...

ବଲାଙ୍ଗିର ଟାଉନ ଥାନା ଏବଂ ସଦରଥାନାରେ ପୋଲିସ୍ ଡି.ଜିଙ୍କ ବିରୁଦ୍ଧରେ ଏଫ୍‌ଆଇଆର୍‌ ଦେଲା ବଲାଙ୍ଗିର ବିଜେପି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟାଉନ ଥାନା ଏବଂ ସଦରଥାନାରେ ପୋଲିସ୍ ଡି.ଜିଙ୍କ ବିରୁଦ୍ଧରେ ଏଫ୍‌ଆଇଆର୍‌ ଦେଇଛି ବଲାଙ୍ଗିର ବିଜେପି । ବଲାଙ୍ଗିର ବିଜେପି ତରଫରୁ କୁହାଯାଇଛି ଯେ, ଓଡ଼ିଶା ପୋଲିସର ମାତ୍ରାଧିକ ଓ ଅମାନବୀୟ କାର୍ଯ୍ୟାନୁଷ୍ଠାନ ବିରୁଦ୍ଧରେ ତଥା ଭୁବନେଶ୍ୱରରେ ବିଜେପି
Read More...

ଆନ୍ତର୍ଜାତୀୟ ମହିଳା ଦିବସ ଅନୁଷ୍ଠିତ

ମା’ମାନେ ସୁସ୍ଥ ସମାଜ ଗଠନର କର୍ଣ୍ଣଧାର : ମନ୍ତ୍ରୀ ଟୁକୁନି ସାହୁ        ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ବେଲଗାଁ ସ୍ଥିତ କଲ୍ୟାଣ ମଣ୍ଡପଠାରେ ଆଜି ଏଚଏଲଏଫପିପିଟି ଅନୁଷ୍ଠାନ ଆନୁକୂଲ୍ୟରେ ମହିଳାଙ୍କ ସମ୍ମାନର ଦିବସ ଆନ୍ତର୍ଜାତୀୟ ମହିଳା ଦିବସ ଅନୁଷ୍ଠିତ
Read More...

ବଲାଙ୍ଗିର ପୌର ପରିଷଦର ୱାର୍ଡ ନମ୍ବର ୨ର ସମସ୍ୟା ବୁଝିଲେ ପୌରାଧ୍ୟକ୍ଷା ଲିକା ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌର ପରିଷଦର ୱାର୍ଡ ନମ୍ବର ୨ର ସାଧାରଣ ଜନତାଙ୍କ ସମସ୍ୟାର ଖବର ପାଇ ଅସୁବିଧା ସ୍ଥଳକୁ ପୌରାଧ୍ୟକ୍ଷା ଲିକା ସାହୁ କାଉନସିଲର ସରିତା ଦାଶଙ୍କ ସହିତ ପହଞ୍ଚି ସମାଧାନର ପ୍ରତିଶୃତି ଦେଇ ଆସିଛନ୍ତି ।
Read More...

ଜିଲ୍ଲାସ୍ତରୀୟ ଉଦ୍ୟୋଗୀ ସପ୍ତାହ ଅନୁଷ୍ଠିତକୁ ନେଇ ସାମ୍ବାଦିକ ସମ୍ମିଳନୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶାର ବରପୁତ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ଵର୍ଗତ ବିଜୁ ପଟ୍ଟନାୟକ ଥିଲେ ଆଧୁନିକ ଓଡ଼ିଶାର ବିନ୍ଧାଣୀ । ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ତାଙ୍କ ଅତୁଳନୀୟ ଭୂମିକା ରହିଛି । ପ୍ରବାଦପୁରୁଷ ସ୍ଵର୍ଗତ ବିଜୁ ପଟ୍ଟନାୟକ ଯୁବଗୋଷ୍ଠୀଙ୍କ ଶିଳ୍ପ
Read More...

ଆଜିଠାରୁ ଆରମ୍ଭ ହେବ ବୁବେଲଠାରେ ଦୋଳ ମହୋତ୍ସବ ଓ କଂସ ଦରବାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁତଲା ବ୍ଲକ ବୁବେଲଠାରେ ଆଜିଠାରୁ ୭୬ତମ ଦୋଳ ମହୋତ୍ସବ ଆରମ୍ଭ ହେବ । ଏ ଅବସରରେ ୩ ତାରିଖରୁ ୭ ତାରିଖ ଯାଏଁ ପ୍ରତିଦିନ ସଂନ୍ଧ୍ୟାରେ କଂସ ରାଜ ଦରବାର ବସିବ । କଂସରାଜଙ୍କ ଦରବାରରେ ପ୍ରଥମ ଦିନରେ ମୁଖ୍ୟ ଅତିଥି ଭାବରେ କଂଗ୍ରେସ ବିଧାୟକ ଦଳ ନେତା ତଥା
Read More...

ସମରା ଗ୍ରାମରେ ନିଶୁଳ୍କ ସ୍ୱାସ୍ଥ୍ୟ ଶିବିରର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ମାଇଲ ଫର୍‌ ଅଲ୍‌ ଫାଉଣ୍ଡେସନ ଓ ଥ୍ରୀ-ଏମ୍‌ର ମିଳିତ ଉଦ୍ୟମରେ ଗୁଡଭେଲା ବ୍ଲକ ସ୍ଥିତ ସମରା ଗ୍ରାମରେ ଏକ ନିଶୁଳ୍କ ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ଜନ ସମୂହଙ୍କ ସବିଶେଷ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଡା ମହମ୍ମଦ
Read More...

କାର୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା, ୨ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର-ଟିଟିଲାଗଡ ମୁଖ୍ୟ ରାସ୍ତା ବିଜାଖମନ ନିକଟରେ ଏକ ଆର୍ଟିକା କାର୍‌ ଓ ଟ୍ରକ୍‌ ମୁହାଁମୁହିଁ ଧକ୍କା ହୋଇ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଏଥିରେ କାର୍‌ରେ ଥିବା ଚାଳକ ଓ ଅନ୍ୟ ଜଣେ ଗୁରୁୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ ବଲାଙ୍ଗିର ପଟରୁ
Read More...

ବୁଢୀସିଣ୍ଢୋଲ ଗାଁର ମଙ୍ଗୁଳା କନ୍ୟା ପ୍ରେମିକ ସହ ଥାନାରେ ହାଜର ହେଲେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ନିକଟସ୍ଥ ବୁଢୀସିଣ୍ଢୋଲ ଗାଁର ମାଧବୀ ଗାଇଗରିଆ ଓ ପଟୁଆପାଲି ଗାଁର ଧିରୋଜଙ୍କ ବିବାହ ଅନୁଷ୍ଠିତ ହେବାର ଥିଲା । ଏନେଇ ସବୁ ପ୍ରସ୍ତୁତି ସରିଥିଲା । ବଂଧୁ ବାନ୍ଧବ, ଜ୍ଞାତି ପରିଜନ ସମସ୍ତେ ରୁଣ୍ଡ ହୋଇ ସାରିଥିଲେ । ପୂର୍ବାହ୍ନରେ ପିନ୍ଧାଣୀ
Read More...