Browsing Tag

balangir news

ଜନଜାତି ପ୍ରତିଭାପ୍ରାପ୍ତମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚଳିତ ବର୍ଷ ୨୦୨୨-୨୩ ବର୍ଷରେ ବଲାଙ୍ଗିର ଜିଲ୍ଲାର ଧମୟନ୍ତୀ କୁମୁରା ସଂପାଦିକା ଆଦିବାସୀ ବିକାଶ ସମନ୍ୱୟ ସମିତି ସାମାଜିକ ସେବା ଓ ଯୋଗ ଏବଂ ସୁଦାମ ବିଶି ସଂପାଦକ ଦୁଲଦୁଲି କଳାପରିଷଦ ଲୋକ ଗୀତ ଓ ନୃତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବାରୁ
Read More...

ସଙ୍ଗିତା ମାଝୀଙ୍କୁ ପ୍ରତିଭା ସମ୍ମାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶା ସରକାର ଆଦିବାସୀ ଭାଷା ଓ ସଂସ୍କୃତି ଏକାଡେମୀ ତରଫରୁ ସଙ୍ଗିତା ମାଝୀଙ୍କୁ ଚିତ୍ରକଳାରେ ବିଶେଷ ଅବଦାନ ପାଇଁ ‘ପ୍ରତିଭା ସମ୍ମାନ’ ପ୍ରଦାନ କରାଯାଇଛି । ଆଦିବାସୀ ପ୍ରଦର୍ଶନି ପଡ଼ିଆ, ଇଉନିଟ୍‌-୧, ଭୁବନେଶ୍ୱରଠାରେ ଆୟୋଜିତ ଆଦିବାସୀ ମେଳା-୨୦୨୩
Read More...

ବଡ଼ମାଳ ଗୋଲାବାରୁଦ କାରଖାନାରେ ଚିତାବାଘ ଆତଙ୍କ : ଲୋକେ ଭୟଭୀତ, ଭିଡିଓ ଭାଇରାଲ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ବଡ଼ମାଲ ଗୋଲାବାରୁଦ କାରଖାନାର ଉଆଇପଏଣ୍ଟ ନିକଟରେ ଆଜି ୩ଟି ଚିତାବାଘ ବୁଲୁ ଥିବା ସୂଚନା ସଂକ୍ରାନ୍ତୀୟ ଏକ ଭିଡିଓ ଭାଇରାଲ ହୋଇଥିବା ଦେଖିବାକୁ ମିଳିଛି । ତେବେ ବଡ଼ମାଲ ଗୋଲାବାରୁଦ କାରଖାନାର ଉଆଇପଏଣ୍ଟ ରାସ୍ତା ଦେଇ
Read More...

କନ୍ଧପାଲିପଡାରେ ଶ୍ରୀ ଶ୍ରୀ ମାଣିକେଶ୍ୱରୀ କୀର୍ତ୍ତନ୍ୟ ମଣ୍ଡଳୀ ପକ୍ଷରୁ ୨୪ ପ୍ରହର ନାମ ସଂକୀର୍ତ୍ତନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର କନ୍ଧପାଲିପଡାରେ ଶ୍ରୀ ଶ୍ରୀ ମାଣିକେଶ୍ୱରୀ କୀର୍ତ୍ତନ୍ୟ ମଣ୍ଡଳୀ ପକ୍ଷରୁ ୨୪ ପ୍ରହର ନାମ ସଂକୀର୍ତ୍ତନ ଯଜ୍ଞାନୁଷ୍ଠାନ ଆରମ୍ଭ ହୋଇଯାଇଛି । ଗତକାଲି ମହାସମାରୋହରେ ଏଥିପାଇଁ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଆଜି ପୂର୍ବାହ୍ନ ୧୦ଟା ୪୦ରେ
Read More...

ସଡ଼କ ଦୁର୍ଘଟଣାରେ ବଲାଙ୍ଗିର ଡିଆଇପିଆର୍‌ଓ କାର୍ଯ୍ୟାଳୟ କର୍ମଚାରୀ ଆହତ

ବଲାଙ୍ଗିର, (କେପିଏନ୍‌ଏସ୍) : ସଡ଼କ ଦୁର୍ଘଟଣାରେ ବଲାଙ୍ଗିର ଡିଆଇପିଆର୍‌ଓ କାର୍ଯ୍ୟାଳୟ କର୍ମଚାରୀ ରାଜେନ୍ଦ୍ର ମେହେର ଓ ତାଙ୍କ ପତ୍ନୀ ଆହତ ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ ଆଜି ସଂନ୍ଧ୍ୟା ସମୟରେ ଏକ ବାହାଘର କାର୍ଯ୍ୟକ୍ରମରେ ଯୋଗଦେଇ ବାଇକ୍ ଯୋଗେ ଶ୍ରୀ ମେହେର ସପତ୍ନୀକ ଫେରୁଥିବା
Read More...

୧୮୯ ବାଟାଲିୟନ ସିଆର୍‌ପିଏଫ୍‌ର ପ୍ରତିଷ୍ଠା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଶାନ୍ତିପଡାସ୍ଥିତ ସିଆର୍‌ପିଏଫ୍‌ର ମୁଖ୍ୟ କାର୍ଯ୍ୟାଳୟଠାରେ ମହାସମାରୋହରେ ୧୮୯ ବାଟାଲିୟନ ସିଆର୍‌ପିଏଫ୍‌ର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ କମାଣ୍ଡାଣ୍ଟ ପୱନ କୁମାର ତିୱାରୀଙ୍କ ନେତୃତ୍ୱରେ କ୍ୱାର୍ଟର ଗାର୍ଡରେ ପତାକା ଉତ୍ତୋଳନ
Read More...

ରୁଗୁଡିପଡା ଦୁର୍ଗାପୂଜା ଟ୍ରଷ୍ଟର ଉପଦେଷ୍ଟା ତଥା ମାର୍ଗଦର୍ଶକ ସ୍ୱର୍ଗତ ବିଶ୍ୱଜିତ ନାୟକଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଶିଷ୍ଟ ସମାଜସେବୀ ପୂର୍ବତନ କ୍ରିକେଟ ଖେଳାଳୀ ରୁଗୁଡିପଡା ଦୁର୍ଗାପୂଜା ଟ୍ରଷ୍ଟର ଉପଦେଷ୍ଟା ପୂର୍ବତନ ଟାକ୍ସବାର ଆସୋସିଏସନର ସଭାପତି ସ୍ୱର୍ଗତ ବିଶ୍ୱଜିତ ନାୟକଙ୍କ ଦ୍ୱାଦଶାହରେ ବଲାଙ୍ଗିର ରୁଗୁଡିପଡା ଦୁର୍ଗାମଣ୍ଡପଠାରେ ଦୁର୍ଗାପୂଜା ଟ୍ରଷ୍ଟ ଆନୁକୂଲ୍ୟରେ
Read More...

ବଲାଙ୍ଗିର ସଦର ବ୍ଲକର ଜିପିଓ ଦାମୋଦର ଦାସଙ୍କୁ ଅବସର ସମର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକର ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଦାମୋଦର ଦାସଙ୍କୁ ଅବସର ସମର୍ଦ୍ଧନା ବ୍ଲକ ପରିସରରେ ଜ୍ଞାପନ କରାଯାଇଛି । ଶ୍ରୀ ଦାସ ୩୭ବର୍ଷ ନିଷ୍ଟା ସହିତ କାର୍ଯ୍ୟ ସୁଚାରୁ ରୂପେ ତୁଲାଇ ଥିଲେ । ତାଙ୍କର କାର୍ଯ୍ୟ ମୁରିବାହାଲ, ଗୁଡଭେଲା,
Read More...

ବଲାଙ୍ଗିର ରେଞ୍ଜ ପକ୍ଷରୁ ଚଢାଉ : ଶାଗୁଆନ ଗଣ୍ଡି ସହ ଟାଟାଏସି ଜବତ, ୧ ଗିରଫ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ରେଞ୍ଜ ପକ୍ଷରୁ ଗତକାଲି ସନ୍ଧ୍ୟା ସାଢେ ୭ଟା ସମୟରେ ସାଗରପଡ଼ାରେ ଚଢ଼ାଉ କରାଯାଇ ୧୦.୨୪ ସିଏଫ୍‌ଟି ଓଜନ ବିଶିଷ୍ଟ ୩୪ଟି ଶାଗୁଆନ୍‌ ଗଣ୍ଡି ଲୋଡ଼ ହୋଇଥିବା ଏକ ଟାଟାଏସି ଗାଡି ନଂ.ଓଆର୍‌ ୩୧ ୪୮୭୨ ଜବତ୍‌ କରାଯାଇଥିବା ବେଳେ ଏହି ମାମଲାରେ ଜଣକୁ
Read More...

କୁଲଥିପାଲି ଗ୍ରାମରୁ ଛେଳି ଚୋରି ଘଟଣାରେ ୨ ଗିରଫ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇଁତଳା ଥାନା ଅନ୍ତର୍ଗତ କୁଲଥିପାଲି ଗ୍ରାମରୁ ଜଣେ ଚାଷୀଙ୍କ ଘରୁ ଛେଳି ଚୋରି ଘଟଣାରେ ପୁଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ସଂଭୁ ଓ ଦେବରାଜ । ଉଭୟଙ୍କୁ ପୁଲିସ କାବୁ କରିବା ପରେ ଭୀମଭୋଇ ମେଡିକାଲ କଲେଜ
Read More...