Browsing Tag

balangir news

ସରକାରଙ୍କ ବୈମାତୃକ ମନୋଭାବକୁ ନେଇ ସାମ୍ବାଦିକ ସମ୍ମିଳନୀରେ ଗର୍ଜିଲେ ନରସିଂହ

ଉପକୂଳ ଅଂଚଳର ଧର୍ମପୀଠ ଉନ୍ନତି ପାଇଁ ହଜାର ହଜାର କୋଟି : ନରସିଂହଆମ ଅଂଚଳ ମନ୍ଦିର ପାଇଁ ବୈମାତୃକ ମନୋଭାବ କାହିଁକି : ନରସିଂହବିଧାନସଭାରେ ମନ୍ତ୍ରୀଙ୍କ ସହମତି ସତ୍ୱେ ଟେକ୍ସଟାଇଲ ମିଲ ପ୍ରତିଷ୍ଠା କ୍ଷେତ୍ରରେ ବିଳମ୍ବ କାହିଁକି : ନରସିଂହଏପରି ବୈମାତୃକ ମନୋଭାବ ସ୍ୱତନ୍ତ୍ର ରାଜ୍ୟ ଦାବିକୁ…
Read More...

ବିଷାକ୍ତ ଛତୁଖାଇ ୫ ଅସୁସ୍ଥ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସର୍ଗିଗୁଡ଼ାରେ ବିଷାକ୍ତ ଛତୁଖାଇ ୫ ଜଣ ପିଲା ଅସୁସ୍ଥ ହୋଇ ଗୁରୁତର ଅବସ୍ଥାରେ ଟିଟିଲାଗଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡିଛି । ଟିଟିଡୁଙ୍ଗୁରିପଡ଼ାର ଜଣେ ନାବାଳିକାଙ୍କ ସମେତ ୫ ଜଣ ଅସୁସ୍ଥ ହୋଇଥିବା ଜଣାପଡିଛି ।
Read More...

ବଲାଙ୍ଗିର ସହରରେ ପୁଣି ଘର ଭିତରୁ ଚୋରି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ଭିତରେ ଆହୁରି ଆହୁରି ବଢ଼ି ଚାଲିଛି ଚୋରଙ୍କ ଉତ୍ପାତ । ପୋଲିସର ତତ୍ପରତା ଯେତେ ବଢ଼ିଲେ ବି ଚୋରଙ୍କୁ ସାବାଡ଼୍‌ କରିବାରେ ସକ୍ଷମ ହୋଇ ପାରୁନଥିବା ଜଣାପଡ଼ୁଛି । ସ୍ଥାନୀୟ ଲାଲ୍‌ଟିକ୍ରା ଇରିଗେସନ୍‌ କଲୋନୀ ପଛପଟେ ରହିଥିବା ରଘୁନାଥନଗରରୁ…
Read More...

ମରଣାନ୍ତକ ଆକ୍ରମଣ କରିଥିବା ବ୍ୟକ୍ତିଙ୍କୁ ପୋଲିସ ଗିରଫ୍‌ କରୁନଥିବା ଅଭିଯୋଗ ନେଇ ନ୍ୟାୟ ପାଇଁ ଏସପିଙ୍କ ଦ୍ୱାରସ୍ଥ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ମରଣାନ୍ତକ ଆକ୍ରମଣ କରିଥିବା ବ୍ୟକ୍ତିଙ୍କୁ ପୋଲିସ ଗିରଫ୍‌ କରୁନଥିବା ଅଭିଯୋଗ ନେଇ ନ୍ୟାୟ ପାଇଁ ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି ପୀଡିତ ବ୍ୟକ୍ତି । ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ଗୁହୁରିହାପଦର ଗ୍ରାମର ବିରଜାନନ୍ଦ ମେହେରଙ୍କୁ…
Read More...

ମାଲପଡା ରାମସ୍ୱାମୀ ମନ୍ଦିର ପୁନଃଉଦ୍ଧାର କାର୍ଯ୍ୟର ଶିଳାନ୍ୟାସ କଲେ ନରସିଂହ

ମନ୍ଦିର ମାଧ୍ୟମରେ ଅଂଚଳରେ ଶାନ୍ତି ଏକତା ପ୍ରତିଷ୍ଠା ହେଉ : ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ସହର ଅନ୍ତର୍ଗତ ୧୫ ନଂ. ୱାର୍ଡ ମାଲପଡାଠାରେ ଥିବା ଶ୍ରୀ ଶ୍ରୀ ରାମସ୍ୱାମୀ ମନ୍ଦିରର ପୁନଃଉଦ୍ଧାର କାର୍ଯ୍ୟର ଶୁଭ ଶିଳାନ୍ୟାସ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ…
Read More...

ସହାୟତାର ହାତ ବଢାଇଲା ପଶ୍ଚିମ ଓଡିଶା ମହିଳା ସଂଗଠନ : କୁଷ୍ଠରୋଗୀଙ୍କୁ ଟ୍ରାଇ ସାଇକଲ ଓ ହ୍ୱିଲ ଚେଆର ପ୍ରଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମହିଳା ଓ ଦଳିତଙ୍କ ହକ ପାଇଁ ଲଢୁଥିବା ପଶ୍ଚିମ ଓଡିଶା ମହିଳା ସଂଗଠନ ପୁଇଁନ୍ତଳା ସ୍ଥିତ ନାରାୟଣ କଲୋନୀର କୁଷ୍ଠ ରୋଗୀଙ୍କ ପାଇଁ ସହାୟତାର ହାତ ବଢାଇଛି । ସଂଘ ସଭାନେତ୍ରୀ ସବିତା ନନ୍ଦଙ୍କ ଉଦ୍ୟମ ଓ ବଲାଙ୍ଗିର ନିରତାର କେନ୍ଦ୍ର ସହାୟତାରେ ୭ଜଣ ରୋଗୀଙ୍କୁ…
Read More...

ଭଗତ ସିଂ କ୍ଲବଠାରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ଟିକ୍ରାପଡା ଭଗତ ସିଂ କ୍ଲବଠାରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ୱାର୍ଡ ନଂ ୧୪ର ମା’ ଗୌରୀ ଓ ପ୍ରେରଣା ଏସ୍‌ଏଜି ଗୃପ ପକ୍ଷରୁ ଆୟୋଜିତ ଏହି ଶିବିରରେ ସୁପ୍ରିମ ଟାସ୍କ ହସପିଟାଲ ଓ ନେତ୍ରନିକେତନ ତରଫରୁ ରୋଗୀମାନଙ୍କର…
Read More...

ସଦର ବ୍ଲକ କଂଗ୍ରେସର ସାଂଗଠାନିକ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସଦର ବ୍ଲକ କଂଗ୍ରେସର ଏକ ସାଂଗଠାନିକ ବୈଠକ ବ୍ଲକ କଂଗ୍ରେସ ସଭାପତି ରାମ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଚନ୍ଦନଭାଟି ସ୍ଥିତ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବେ…
Read More...

ଅସହାୟ ବୃଦ୍ଧା ମହିଳାଙ୍କ ଶବ ସତ୍କାର କଲା ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ରେଲୱେ ଷ୍ଟେସନ ଅଞ୍ଚଳରେ ଏଣେ ତେଣେ ବୁଲୁଥିବା ଅବସ୍ଥାରେ ପାଖାପାଖି ୫୦ ବର୍ଷୀୟା ଜଣେ ଅସହାୟ ବୃଦ୍ଧା ମହିଳାଙ୍କୁ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟମାନେ ଉଦ୍ଧାର କରି ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଗତ ମାସରେ ଭର୍ତ୍ତି କରିଥିଲେ…
Read More...

ବିବାହିତା ମହିଳା ଅନ୍ୟ ଯୁବକର ପ୍ରେମରେ ପଡ଼ି ପ୍ରତାରଣାର ଶିକାର ହେଲେ, ଥାନାରେ ମାମଲା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ତାଲପାଲିପଡାରୁ ଆସିଛି ଏକ ଅଭାବନୀୟ ଘଟଣା । ଜଣେ ବିବାହିତା ମହିଳାଙ୍କୁ ପ୍ରେମ କରି ପ୍ରତାରଣା ଦେଇଛନ୍ତି ଜଣେ ଯୁବକ । ଏନେଇ ପ୍ରତାରଣାର ଶିକାର ହୋଇଥିବା ମହିଳା ଜଣକ ଟାଉନ ଥାନାର ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ…
Read More...