Browsing Tag

balangir news

ଗର୍ଭବତୀ ହେଲେ ନବମ ଶ୍ରେଣୀ ଛାତ୍ରୀ : ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲରେ ଭର୍ତ୍ତି, ଜଣେ ଅଟକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଏକ ଆଦିବାସୀ ଆଶ୍ରମ ସ୍କୁଲ ହଷ୍ଟେଲରେ ରହୁଥିବା ଜନୈକ ନବମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଥିବା ଜଣାପଡିବା ପରେ ତାଙ୍କୁ ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲରେ ଭର୍ତ୍ତି କରିଥିବା ସୂଚନା ମିଳିଛି । ଛାତ୍ରୀଙ୍କୁ ସ୍କୁଲ କର୍ତ୍ତୃପକ୍ଷ ଏନେଇ
Read More...

ବୁଢୀସିଣ୍ଢୋଲ ଗାଁ ନେଁ ପ୍ରେମିକର୍‌ ସାଙ୍ଗେ ଛୁ ମାରିଦେଲା କନିଆଁ ଟୁକେଲ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିହାଘର୍‌ ଲାଗି ବଂଧୁ ବାଂଧବ୍‌, ଲୋକ୍‌ବାକ୍‌ ଖଚାଖଚ୍‌ ଠୋଲ୍‌ ହେଇଥିଲେ । ମାଏଟ୍‌ ପକା ସରିଥିଲା । କନିଆଁ ଟୁକେଲ୍‌ କେ ତେଲ୍‌ ହଲ୍‌ଦି ବି ଚଢ଼ା ହେଇସାରିଥିଲା । ସକାଲର୍‌ ୮ ବଜେ ପିନ୍ଧାନୀ ହେଲା ଉତ୍‌ରୁ ବର୍‌ଯାତ୍‌ରୀ ଆସିଥିତେ । ୧୨ ବଜେ ବିହା ଥି
Read More...

ବିଜାଖମନ ପଟ୍ରୋଲ ପମ୍ପ ନିକଟରୁ ୧୬ ଲକ୍ଷ ଟଙ୍କାର ଗଞ୍ଜେଇ ଧରିଲା ବଲାଙ୍ଗିର ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୋଲିସକୁ ମିଳିଛି ଏକ ବଡ ସଫଳତା । ବଲାଙ୍ଗିର ଦେଇ ଛତିଶଗଡ ରାଜ୍ୟର ରାଇଘରକୁ ଗଞ୍ଜେଇ ଚାଲାଣ ବେଳେ ବିଜାଖମନ ପଟ୍ରୋଲ ପମ୍ପ ନିକଟରୁ ଗଂଜେଇ ସହ ଘଟଣାରେ ସଂପୃକ୍ତ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ପୁଲିସ ବୋଲି ଖବର ମିଳିଛି । ସୂଚନା ଅନୁସାରେ ଏକ
Read More...

ସୁଦପଡା ନିର୍ମଳା ହୋଟେଲରେ ସୁନା ସଫା କରି ଦେବି କହି ଲୁଟି ନେଲେ ସୁନା ଚେନ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଠକାମୀ, ଭଣ୍ଡାମୀ ତଥା ଚୋରି ଡକାୟତି ବଢି ଚାଲିଥିବା ବେଳେ ଆଜି ସହରର ସୁଦପଡା ନିର୍ମଳା ହୋଟେଲରେ ସୁନା ସଫା କରି ଦେବି କହି ଦୁଇ ଜଣ ଦୁର୍ବୃତ୍ତ ସୁନା ଚେନ୍‌ ଲୁଟି ନେଇଥିବା ଜଣାପଡିଛି । ଏହାକୁ ନେଇ ଟାଉନ ଥାନାରେ ମଧ୍ୟ ଏକ ମାମଲା ରୁଜୁ
Read More...

ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟରେ ଅଧ୍ୟାପକ ଓ କର୍ମଚାରୀ ନିଯୁକ୍ତି ଦାବୀରେ ଏଆଇଡିଏସ୍‌ଓ ପକ୍ଷରୁ ବିକ୍ଷୋଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟରେ ଅଧ୍ୟାପକ ଓ କର୍ମଚାରୀ ନିଯୁକ୍ତି ଦାବୀରେ ଏଆଇଡିଏସ୍‌ଓ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କମିଟି ପକ୍ଷରୁ କୁହାଯାଇଛି ଯେ, ରାଜେନ୍ଦ୍ର କଲେଜକୁ ବିଶ୍ୱ ବିଦ୍ୟାଳୟରେ ପରିଣତ କରିବାର ତିନି ବର୍ଷ ପୂର୍ତ୍ତି ହେବାକୁ
Read More...

ଆଶା କର୍ମୀ ସଂଘ ତରଫରୁ ଜିଲ୍ଲାପାଳ ଅଫିସ ଘେରାଓ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିଖିଳ ଓଡିଶା ଆଶା କର୍ମୀ ସଂଘ ବଲାଙ୍ଗିର ଜିଲ୍ଲା ତରଫରୁ ୧୨ ଦଫା ସମ୍ବଳିତ ଦାବୀ ନେଇ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ହଜାର ହଜାର ଆଶାକର୍ମୀ ଗାନ୍ଧିନଗରପଡା ଛକଠାରୁ ବିଶାଳ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କଲାପରେ ଜିଲ୍ଲାପାଳଙ୍କ
Read More...

ଏବେ ସାରା ବଲାଙ୍ଗିର ସହରକୁ ଜଳ ଜଳ ଦେଖୁଛି ସିସିଟିଭି କ୍ୟାମେରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏବେ ସାରା ବଲାଙ୍ଗିର ସହରକୁ ଜଳ ଜଳ ଦେଖୁଛି ସିସିଟିଭି କ୍ୟାମେରା । ବଲାଙ୍ଗିର ପୋଲିସ ଏବେ ଫୁଲ୍‌ ଆକ୍‌ଟିଭ ରହି କ୍ରିମିନାଲ୍‌ କ୍ଲିନ୍‌ ପାଇଁ ତତ୍ପର ରହିଥିବା ବେଳେ ବେପରୁଆ ଗାଡି ଚାଳନା ଓ ଅନ୍ୟାନ୍ୟ ଟ୍ରାଫିକ୍‌ ଆଇନ୍‌ ଉଲଂଘନକୁ ରୋକିବା ପାଇଁ ବି ଅଣ୍ଟା
Read More...

ଭୁବନେଶ୍ୱରଠାରେ ଖୋଲାଫର୍ଦର ୩୨ତମ ପ୍ରତିଷ୍ଠା ଉତ୍ସବରେ ସାମ୍ବାଦିକ ଶରତ ଚନ୍ଦ୍ର ମିଶ୍ରଙ୍କୁ ‘କୋଣାର୍କ ସମ୍ମାନ-…

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜଧାନୀ ଭୁବନେଶ୍ୱର ହୋଟେଲ ମେରିଅନଠାରେ ଖୋଲାଫର୍ଦର ୩୨ତମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ଅବସରରେ ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ଶରତ ଚନ୍ଦ୍ର ମିଶ୍ରଙ୍କୁ ସାପ୍ତାହିକ ସମ୍ବାଦପତ୍ର ଖୋଲାଫର୍ଦର ସଫଳତା ପ୍ରକାଶନ ପାଇଁ ଏବଂ ନିଜର ବ୍ୟକ୍ତିତ୍ଵ, ନୀରବଚ୍ଛିନ,
Read More...

ବଲାଙ୍ଗିର ପୋଲିସର ଆଟେନ୍‌ସନ୍‌, ଅପରାଧୀଙ୍କ ପାଇଁ ପାଲଟିଛି ଫୁଲ୍‌ ଟେନ୍‌ସନ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୋଲିସର ଆଟେନ୍‌ସନ୍‌, ଅପରାଧୀଙ୍କ ପାଇଁ ପାଲଟିଛି ଫୁଲ ଟେନ୍‌ସନ୍‌ । ଗତ କିଛି ଦିନ ହେଲା ମାତିଛି ବଲାଙ୍ଗିର ପୋଲିସ । ଅପରାଧୀଙ୍କୁ ସାବାଡ୍‌ କରିବା ପାଇଁ ଜାରି ରଖିଛି ଜିରୋ ଟଲୋରାନ୍ସ ନୀତି । ଦିନ୍‌ ଦାହାଡା ବିଚ୍‌ ବଜାରରେ କ୍ରାଇମ୍‌ କରି
Read More...

ସାମ୍ବାଦିକ ଗୌରବ ଶିବପ୍ରସାଦ ପାଣ୍ଡିଆଙ୍କ ୯୭ତମ ଜୟନ୍ତୀ ସମାରୋହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିପ୍ଳବୀ କବି, ସୁଲେଖକ, ସର୍ବହରାର ସାଥୀ ସାମ୍ବାଦିକ ଗୌରବ ଶିବପ୍ରସାଦ ପାଣ୍ଡିଆଙ୍କ ୯୭ତମ ଜୟନ୍ତୀ ସମାରୋହ ସ୍ଥାନୀୟ ସାମ୍ବାଦିକ ଭବନଠାରେ ରବିବାର ଅନୁଷ୍ଠିତ ହୋଇଯାଇଛି । ଅଧ୍ୟାପକ ସନ୍ଦୀପ କୁମାର କୁଅଁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସମ୍ମାନିତ
Read More...