Browsing Tag

balangir news

ଆମ ଆଦମୀ ପାର୍ଟି ବଲାଙ୍ଗିର ଜିଲ୍ଲା ତରଫରୁ ଆସନ୍ତା ୨୮ରେ ପଦଯାତ୍ରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଯାଦବ ଭବନଠାରେ ଆଜି ସାମ୍ବାଦିକ ସମ୍ମିଳନୀ କରି ଆମ ଆଦମୀ ପାଟି ବଲାଙ୍ଗିର ଜିଲ୍ଲା ତରଫରୁ ଆସନ୍ତା ୨୮ ତାରିଖରେ ଦିବା ୧୧ ଘଟିକା ସମୟରେ ଗାନ୍ଧୀପାଠାଗାରଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପଦଯାତ୍ରା ପ୍ରଦର୍ଶନ ମାଧ୍ୟମରେ ପ୍ରତିବାଦ
Read More...

ରାମଜୀପଡା ରାମଲୀଳା ଏକ ବର୍ଷ ପରେ ପୁଣି ଝଲସିବ

ରାବଣ ଅଭିନୟରେ ପୁଣି ମନ ମୋହିବେ ଡା. ପଟେଲ ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ରାମଜୀପଡା ରାମଲୀଳା, ବଲାଙ୍ଗିରକୁ ନେଇ ପୁଣି ଏ ବର୍ଷ ରାମ ନବମୀରୁ ଆରମ୍ଭ ହେବ । ଏଥର ପୁରାତନ କଳାକାର ଓ ନୂତନ ଗାଁର କଳାକାର କଳା ପ୍ରଦର୍ଶନ କରିବେ । କଳାକାର ଅଭିନୟ ବାଦ୍ୟକାର ଗୁରୁ ବାଲମୁକୁନ୍ଦ
Read More...

ମାହେଶ୍ୱରୀ ସଂଗଠନ ପକ୍ଷରୁ ରକ୍ତଦାନ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ମାହେଶ୍ୱରୀ ସଂଗଠନର ଷଷ୍ଠ ବର୍ଷ ପୁର୍ତ୍ତି ଅବସରରେ ସ୍ଥାନୀୟ ଯାଦବ ଭବନଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ପବନ କୁମାର ତିୱାରୀ ୧୮୯ ବାଟାଲିୟନ ସିଆରପିଏଫ୍‌ କମାଣ୍ଡେଣ୍ଟ ବଲାଙ୍ଗିର,
Read More...

ବଲାଙ୍ଗିର ଯୁବ କୁଲୁତା ସମାଜର ନୂତନ କର୍ମକର୍ତ୍ତା ଚୟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଭୀମଡୁଙ୍ଗୁରିଠାରେ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜର ସାଧାରଣ ସଭା ଯୁବ ସଭାପତି ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ନୂତନ କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହୋଇଥିଲା । ଅମିତ ବାରିକ ବାର୍ଷିକ ବିବରଣୀ ପଠନ
Read More...

ମାର୍ଚ୍ଚ ୧ରୁ ବଲାଙ୍ଗିର ଜିଲ୍ଲାସ୍ତରୀୟ ଜିଆରସି ଶିକ୍ଷା ଓ ତାଲିମ ଶିବିର-୨୦୨୩

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାସ୍ତରୀୟ ଜୁନିୟର ରେଡକ୍ରସ୍‌ (ଜିଆରସି) ଶିକ୍ଷା ଓ ତାଲିମ ଶିବିର-୨୦୨୩ ଆଗାମୀ ମାର୍ଚ୍ଚ ୧ରୁ ୩ ତାରିଖ ପର୍ଯ୍ୟନ୍ତ ସଇଁନ୍ତଲା ବ୍ଲକ ଅନ୍ତର୍ଗତ ବିଜୟାନନ୍ଦ ହାଇସ୍କୁଲ ବେଲଗାଁଠାରେ ଅନୁଷ୍ଠିତ ହେବ । ଏହି ଶିବିରରେ ଜିଲ୍ଲାର ବିଭିନ୍ନ ଉଚ୍ଚ
Read More...

ସଂସ୍କୃତ ପରିଷଦ ବଲାଙ୍ଗିରର ମାସିକ ଅଧିବେଶନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଂସ୍କୃତ ପରିଷଦର ମାସିକ ଅଧିବେଶନ ଗୋପାଳଜୀ ମନ୍ଦିର ପ୍ରାଙ୍ଗଣରେ ନାମଯଜ୍ଞ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ମଙ୍ଗଳାଚରଣ ପାଠ ପରେ ଗତ ଅଧିବେଶନର ବିବରଣୀ ପାଠ କରିଥିଲେ । ମୁଖ୍ୟବକ୍ତା ସତ୍ୟବନ୍ତ ବେଦବାକ ଭାଗବତ ଗୀତାର
Read More...

ଜିଲ୍ଲାସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ବାରପୁଡୁଗିଆ ଗ୍ରାମ ସ୍ଥିତ ହାୱା ଗାର୍ଡେନ ଖେଳ ପଡିଆରେ ଜିଲ୍ଲାସ୍ତରୀୟ ଖେଳ ପ୍ରତିଯୋଗିତା ନେହେରୁ ଯୁବକେନ୍ଦ୍ର ସହାୟତାରେ ସିଦ୍ଧାଶ୍ରମ ସେବା ପ୍ରତିଷ୍ଠାନ ଆନୁକୂଲ୍ୟରେ ଉଦ୍‌ଯାପିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ନାଗରିକ
Read More...

ମାଗଣା ଚକ୍ଷୁ ପରୀକ୍ଷା ଓ ଚିକିତ୍ସା ଶିବିର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜ୍ଞାନ ବିହାର ବିଦ୍ୟାପୀଠ, ଆଦର୍ଶପଡା, ବଲାଙ୍ଗିର ଓ ସୁପ୍ରିମ୍ ଟାସ୍କ ଜେନେରାଲ ହସ୍ପିଟାଲ, ନେତ୍ର ନିକେତନ, ବଲାଙ୍ଗିରଙ୍କ ମିଳିତ ଉଦ୍ୟମରେ କଲେଜଛକ ସ୍ଥିତ ସାଇ ମନ୍ଦିରଠାରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଓ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି ।
Read More...

ବିବାହ କରିବାକୁ ଯାଉଥିବା ବରଗାଡ଼ି ବାଗଝରନ ଗ୍ରାମରେ ଦୁର୍ଘଟଣାଗ୍ରସ୍ତ, ୮ ଗୁରୁତର ଭାବେ ବଲାଙ୍ଗିର ମେଡିକାଲରେ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ମହରାପଦର ପଞ୍ଚାୟତ ଅନ୍ତର୍ଗତ ବାଗଝରନ ଗ୍ରାମରେ ଶୁକ୍ରବାର ରାତିରେ ଏକ ଅଭାବନୀୟ ଦୁର୍ଘଟଣା ଘଟିଯାଇଛି । ସୂଚନା ଅନୁଯାୟୀ ବାଗଝରନ ଗ୍ରାମର ହୋତାସନ ବରିହାଙ୍କ ବାହାଘର ହିର୍ଲିଠାରେ ଠିକ୍‌ ହୋଇଥିଲା । ଶୁକ୍ରବାର ରାତିରେ
Read More...

୨୬ରେ ରକ୍ତଦାନ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ସାମାଜିକ ଅନୁଷ୍ଠାନ ମାହେଶ୍ୱରୀ ସଂଗଠନର ଷଷ୍ଠ ବର୍ଷ ପୂର୍ତ୍ତି ଅବସରରେ ଆସନ୍ତା ୨୬ ତାରିଖ ସ୍ଥାନୀୟ ଯାଦବ ଭବନଠାରେ ମାହେଶ୍ୱରୀ ସଂଗଠନ ଓ ସମ୍ବାଦ-ଆମ ଓଡିଶାର ମିଳିତ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହେବ । ଏଥିପାଇଁ ଏକ ପ୍ରସ୍ତୁତି
Read More...