Browsing Tag

balangir news

ହାଟପଦାପଡାରୁ ଅସୁସ୍ଥ ମାଙ୍କଡକୁ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କଲା ଯୁବା ପ୍ରତାପୀ ସେନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ହାଟପଦାପଡାରୁ ଆଜି ଏକ ଅସୁସ୍ଥ ମାଙ୍କଡକୁ ଉଦ୍ଧାର କରି ସ୍ଥାନୀୟ ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି ଯୁବା ପ୍ରତାପୀ ସେନାର ସଦସ୍ୟମାନେ । ତେବେ ମାଙ୍କଡଟିକୁ ବନ ବିଭାଗକୁ ହସ୍ତାନ୍ତର କଲା ପରେ ରେଂଜ ଅଧିକାରୀ କେଶବ କିଶୋର ନାୟକ ବନ ବିଭାଗ
Read More...

କୁଚିଆ ମଦ ବିକ୍ରି କରୁଥିବା ୨ ଜଣଙ୍କୁ ଗିରଫ୍‌ କଲା ବଲାଙ୍ଗିର ଟାଉନ ପୁଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୁଲିସର କ୍ରିମିନାଲ୍‌ କ୍ଲିନ୍‌ ଅଭିଯାନ ଦେଶୀ ବିଦେଶୀ ବେଆଇନ କୁଚିଆ ମଦ ବିକାଳିଙ୍କୁ ମଧ୍ୟ ମହଙ୍ଗା ପଡ଼ିଛି । ପୋଲିସର ଧୂଆଁଧାର୍ ଧର୍‌ପଗଡ଼ ଓ ଚଢ଼ାଉ ଯୋଗୁଁ ବେଆଇନ କୁଚିଆ ମଦ ବେପାରୀମାନେ ବି ଛାନିଆଁ ହୋଇ ପଡ଼ିଥିବା ବେଳେ ଆଜି ଏହି ମାମଲାରେ ୨
Read More...

ଅପରାଧୀ ସୁଧୁରି ଯାଅ, ଏବେ ସୁପର ଏକ୍‌ସନ୍‌ ମୋଡରେ ବଲାଙ୍ଗିର ପୁଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅପରାଧୀ ସୁଧୁରି ଯାଅ । ଏବେ ସୁପର ଏକ୍‌ସନ୍‌ ମୋଡରେ ବଲାଙ୍ଗିର ପୁଲିସ । ଅପରାଧୀଙ୍କୁ ସାବାଡ କରିବାକୁ ତାୱଡ୍‌ତୋଡ୍‌ କାର୍ଯ୍ୟାନୁଷ୍ଠାନ ଅବଲମ୍ବନ କରିଛି । କେତେବେଳେ ଅପରାଧୀଙ୍କୁ ଗୋଡେଇ ଗୋଡେଇ ଧରୁଛି ତ’ କେତେବେଳେ ବହୁ ଚର୍ଚ୍ଚିତ ଜେସିବି ଲଗାଇ ଭାଙ୍ଗି
Read More...

ରାଜ୍ୟସ୍ତରୀୟ କଲିଙ୍ଗ ହର୍ବାଲ ମେଳା-୨୦୨୩ରେ ଯୋଗଦେଲେ ଟିଟିଲାଗଡର ଆୟୁର୍ବେଦିକ ଡାକ୍ତର କବିରାଜ ତୀର୍ଥ ଗଡ଼ତିଆ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବନ ବିଭାଗ ଅଧୀନରେ ଥିବା ଟିଟିଲାଗଡ ଏଫଏମୟୁର ମଥାନପଲା ଭିଏସ୍‌ଏସ୍‌ର ପାରମ୍ପାରିକ ଆୟୁର୍ବେଦିକ ଡାକ୍ତର କବିରାଜ ତୀର୍ଥ ଗଡ଼ତିଆ ୧୦ରୁ ୧୬ ଫେବୃଆରୀ ପର୍ଯ୍ୟନ୍ତ ଭୁବନେଶ୍ୱରର ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆରେ ୧୫ତମ ରାଜ୍ୟସ୍ତରୀୟ କଲିଙ୍ଗ ହର୍ବାଲ ମେଳା
Read More...

ରିଲ୍‌ ଲାଇଫ୍‌ରୁ ରିଏଲ୍‌ ଲାଇଫ୍‌ରେ ଉଭୟେ ଉଭୟଙ୍କ ଜୀବନ ସାଥୀ ସାଜିଲେ ରୋଶନ୍‌ ମୁନିଆ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରିଲ୍‌ ଲାଇଫ୍‌ରୁ ରିଏଲ୍‌ ଲାଇଫ୍‌ରେ ଉଭୟେ ଉଭୟଙ୍କ ଜୀବନ ସାଥୀ ସାଜିଲେ ରୋଶନ୍‌ ମୁନିଆ । ଦୁହେଁ ସୁନାମଧନ୍ୟ କଳାକାର । ପଶ୍ଚିମ ଓଡିଶାର ଗର୍ବ ଓ ଗୌରବ । ଅଗଣିତ କଳାପ୍ରେମୀଙ୍କ ହୃଦୟରେ ବସା ବାନ୍ଧିଥିବା ରୋଶନ-ମୁନିଆ ଦୁହେଁ ଦୁହିଁଙ୍କ ପାଇଁ ଏଣୁ ଏଣିକି
Read More...

ଜିଲ୍ଲାସ୍ତରୀୟ କ୍ରୀଡା ପ୍ରତିଯୋଗିତା ଆରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ବାରପୁଡୁଗିଆ ଗ୍ରାମ ସ୍ଥିତ ହାୱା ଗାର୍ଡେନ ଖେଳ ପଡିଆରେ ଜିଲ୍ଲାସ୍ତରୟ ଖେଳ ପ୍ରତିଯୋଗିତା ନେହେରୁ ଯୁବକେନ୍ଦ୍ର ସହାୟତାରେ ସିଦ୍ଧାଶ୍ରମ ସେବା ପ୍ରତିଷ୍ଠାନ ଆନୁକୂଲ୍ୟରେ ଗତକାଲି ଆରମ୍ଭ ହୋଇଯାଇଛି । ମୁଖ୍ୟ ଅତିଥି ଗୋବିନ୍ଦ
Read More...

ଭାରସାମ୍ୟ ହରାଇ ଓଲଟିଲା ଗାଡି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ପାଟଣାଗଡ଼ ମୁଖ୍ୟ ରାସ୍ତା ସ୍ଥିତ ପଥରଚେପା ହନୁମାନ ମନ୍ଦିର ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡିଛି । ମାଲ ନେଇ ଯାଉଥିବା ଗାଡ଼ି ସମ୍ମୁଖରେ ଗାଈଟିଏ ଆସିବାରୁ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିବା ଜଣାପଡିଛି । ସୂଚନା ଅନୁସାରେ
Read More...

ବରଯାତ୍ରୀରେ ନାଚୁଥିବା ବେଳେ ଠେଲାପେଲାରେ ଜଣେ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଘାଟତରଭା ଗାଁଠାରେ ଗତ ରାତ୍ରିରେ ବରଯାତ୍ରୀରେ ନାଚୁଥିବା ବେଳେ ଠେଲାପେଲାରେ ଜଣେ ଗୁରୁତର ହୋଇ ବଲାଙ୍ଗିର ମେଡ଼ିକାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି । ବ୍ୟକ୍ତି ଜଣକ ରମାକାନ୍ତ ନାଏକ(୨୯) ବୋଲି ଜଣାପଡିଛି । ସୂଚନା ଅନୁସାରେ ରମାକାନ୍ତ ବଲାଙ୍ଗିର ନିକଟସ୍ଥ
Read More...

ଭାରସାମ୍ୟ ହରାଇ କାର୍‌ ଦୁର୍ଘଟଣାଗ୍ରସ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ଅର୍ନ୍ତଗତ ଫାସଡ ନିକଟରେ ଏକ କାର୍‌ ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପହିଛି । ଏଥିରେ ଜଣେ ଗୁରୁତର ଆହତ ହୋଇଥିବା ବେଳେ ତିନି ଜଣ ସାମାନ୍ୟ ଆହତ ହୋଇଛନ୍ତି । ଗୁରୁତର ଜଣକ ତ୍ରିଲୋଚନ
Read More...

ପଶ୍ଚିମ ଓଡ଼ିଶା ସନ୍ଥ ସମ୍ମିଳନୀ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଝାରବାହାଲି ରଘୁନାଥ ମଠ ପରିସରରେ ପଶ୍ଚିମ ଓଡ଼ିଶା ସନ୍ଥ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ସମ୍ବଲପୁର ଗୋପାଳଜୀ ମଠର ମହନ୍ତ ସଭାପତିତ୍ୱ କରିଥିବା ବେଳେ ପଶ୍ଚିମ ଓଡିଶାର ଅନେକ ମଠର ମହନ୍ତ ଓ ସାଧୁ ସମାଜ ଏହି ସମ୍ମିଳନୀରେ ଯୋଗଦାନ
Read More...