Browsing Tag

balangir news

ହୁସିଆର୍‌ ହ’ ହୋ’ ଗାଁ ମାଁର୍‌ ଲୁକେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅପରାଧୀ ମାନ୍‌କେ ସାବାଡ୍‌ କର୍‌ବାର୍‌ ଲାଗି ଡେନାବାହାଁ ବର୍‌କସ୍‌ କରିଛେ ବଲାଙ୍ଗିର୍‌ ପୁଲିସ୍‌ । ଅପରାଧୀ ମାନ୍‌କେ ନୁରି ନୁରି ଜେଲ୍‌ ହାଜତ୍‌ କେ ପଠଉଛେ । ସେଥି ଫେର୍‌ ଘର୍‌ ଭଂଗା ଜେସିବି ଧରି ସହର ସାରା କିନ୍ଦ୍‌ରୁଛେ ବଲାଙ୍ଗିର୍‌ ପୁଲିସ୍‌ ।
Read More...

ସାଲେପାଲିରେ ସଂଘବଦ୍ଧ ଆକ୍ରମଣର ଶିକାର ହେଲେ ବୟସ୍କ ବ୍ୟକ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌): ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ସାଲେପାଲି ଗ୍ରାମରେ ସଂଘବଦ୍ଧ ଆକ୍ରମଣର ଶିକାର ହୋଇ ଜଣେ ବୟସ୍କ ବ୍ୟକ୍ତି ଗୁରୁତର ଅବସ୍ଥାରେ ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲ୍‌ଠାରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ଗୁରୁତର ବୟସ୍କ ବ୍ୟକ୍ତି ଜଣକ
Read More...

ପୁଣି ବୁଲିଲା ବଲାଙ୍ଗିର ପୁଲିସର ବହୁଚର୍ଚ୍ଚିତ ଜେସିବି : ଶାସ୍ତ୍ରୀନଗରପଡାରେ ଭାଙ୍ଗିିଲା ଅପରାଧୀଙ୍କ ଗଡ଼

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ବଢୁଥିବା କ୍ରାଇମ୍‌କୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର୍‌ ଧରିଥିଲା । କଥା କଥାରେ ଗୁଳି ଫୁଟୁଥିଲା । ବିଚ୍‌ ରାସ୍ତାରେ ଖଣ୍ଡା ତରୱାଲରେ ହାଣୁଥିଲେ ଅପରାଧୀ । ଦିନ୍‌ଦାହାଡ଼ା ଚୋରୀ ଡ଼କାୟତି, ଗୁଣ୍ଡାଗର୍ଦିରେ ସହରବାସୀ ଭୟଭୀତ ଅବସ୍ଥାରେ
Read More...

ମହିଳା ଥାନା ଅଧିକାରୀଙ୍କୁ ଦୁର୍ବ୍ୟବହାର ନେଇ ଓବିସି ମଞ୍ଚ ପକ୍ଷରୁ ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମହିଳା ଥାନା ଅଧିକାରୀଙ୍କୁ ଦୁର୍ବ୍ୟବହାର ନେଇ ଓବିସି ମଞ୍ଚ ପକ୍ଷରୁ ଦାବୀପତ୍ର ପ୍ରଦାନ କରାଯାଇଛି । ଓବିସି ମଞ୍ଚ ପକ୍ଷରୁ କୁହାଯାଇଛି ଯେ, ଓଡିଶାରେ ଓବିସିଙ୍କ ଦୁର୍ଦ୍ଦଶା ଦିନକୁ ଦିନ ବଢି ଚାଲିଛି । ରାଜ୍ୟ ସରକାରଙ୍କ ଠାରେ ନିଜର ଦୁଃଖ ଦୁର୍ଦ୍ଦଶା ତଥା
Read More...

ନିଶାସକ୍ତ ଯୁବତୀଙ୍କୁ ଉଦ୍ଧାର କଲା ସଦର ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜଣେ ନିଶାସକ୍ତ ଯୁବତୀଙ୍କୁ ଉଦ୍ଧାର କଲା ବଲାଙ୍ଗିର ସଦର ପୋଲିସ । ଘଟଣା ଘଟିଛି ବଲାଙ୍ଗିର ପାଟଣାଗଡ ରାସ୍ତାର ଭୀମଭୋଇ ମେଡିକାଲ କଲେଜ ଛକ ନିକଟରେ । ସୂଚନା ଅୂସାରେ ଜଣେ ଯୁବତୀ ବେହୋସ ଅବସ୍ଥାରେ ପଡ଼ିଥିବା ଲୋକେ ଦେଖିବାକୁ ପାଇ ସ୍ଥାନୀୟ ଲୋକେ ସଦର ପୋଲିସକୁ
Read More...

ଅଗ୍ନିପଥ ଯୋଜନା ପାଇଁ ଅନଲାଇନ୍‌ ପଞ୍ଜିକରଣ

୧୬ ଫେବୃଆରୀ ୨୦୨୩ରୁ ୧୫ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଗ୍ନିବୀର ଯୋଜନାରେ ନିଯୁକ୍ତି ନିମନ୍ତେ ଅନଲାଇନ୍‌ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ବିଜ୍ଞପ୍ତିରେ ଦିଆଯାଇଥିବା ବିଭିନ୍ନ ବୟସ ବର୍ଗର ଯୋଗ୍ୟ ଆଶାୟୀମାନେ ସାଧାରଣ ପ୍ରବେଶିକା ପରୀକ୍ଷାରେ
Read More...

ଅପରାଧ ଉପରେ ଏବେ ବଲାଙ୍ଗିର ପୋଲିସର କଡା ନଜର

ବଲାଙ୍ଗିର, (କେପିଏନ୍‌ଏସ୍‌) : କିଛିଦିନ ହେଲା ଏକ୍ସନ ମୋଡରେ ରହିଛି ବଲାଙ୍ଗିର ପୋଲିସ । ଅପରାଧ ଉପରେ ଏବେ ବଲାଙ୍ଗିର ପୋଲିସର କଡା ନଜର ସହରରେ ଅପରାଧ ବଢି ବଢି ଯିବା ପରେ ଲୋକେ ଆତଙ୍କିତ ହୋଇ ପଡିଥିବା ବେଳେ ପୁଲିସ ଏକ୍ସନ ମୋଡ ଆପଣାଇ ଥିଲା । ତାୱଡ୍‌ତୋଡ୍‌ ଧର୍‌ପଗଡ୍‌ରେ ଅପରାଧୀମାନେ
Read More...

ଦିଲିପ ବେହେରା ହେଲେ ଜିଲ୍ଲା କଂଗ୍ରେସ ସଭାପତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଛାମୁଆ ସଂଗଠକ, ସୁବକ୍ତା, ଆଇନଜୀବୀ ଦିଲିପ ବେହେରାଙ୍କୁ ପ୍ରଦେଶ କଂଗ୍ରେସ କମିଟି ତରଫରୁ ପୁନଃ ଜିଲ୍ଲା ସଭାପତି ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି । ତାଙ୍କ ନିଯୁକ୍ତିରେ ଅଖିଳ ଭାରତୀୟ କଂଗ୍ରେସ କମିଟିର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ଉପାଧ୍ୟକ୍ଷ ରାହୁଲ
Read More...

ସହରରେ ଚାଲୁଥିବା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ତଦାରଖ କଲେ ଜିଲ୍ଲାପାଳ ଚଞ୍ଚଳ ରାଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ସହରର ବିଭିନ୍ନ ସ୍ଥାନକୁ ପରିଦର୍ଶନ କରି ସେଠାରେ ଚାଲୁଥିବା ବିଭିନ୍ନ ପ୍ରକାରର ଉନ୍ନତିମୂଳକ କାର୍ଯ୍ୟର ତଦାରଖ କରୁଛନ୍ତି । ପ୍ରଥମେ ୪.୫ କିଲୋ ମିଟର ପର୍ଯ୍ୟନ୍ତ ଲକ୍ଷ୍ମୀ ଜୋର ସଫା କରାଯାଉଥିବା ସ୍ଥାନକୁ ପରିଦର୍ଶନ କରି
Read More...

ମହିମୁଣ୍ଡା ଗ୍ରାମ ପଞ୍ଚାୟତ ଅଞ୍ଚଳରେ ମିଳିତ ଭାବେ ଏକ୍ସାଇଜ୍ ଟିମର ଚଢାଉ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମହିମୁଣ୍ଡା ଗ୍ରାମ ପଞ୍ଚାୟତ ଅଞ୍ଚଳରେ ମିଳିତ ଭାବେ ଏକ୍ସାଇଜ୍ ଟିମ ଚଢାଉ କରି ୩ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି । ଚଢାଉ ବେଳେ ଗିରଫ ଅଭିଯୁକ୍ତମାନଙ୍କଠାରୁ ୮୫ ଲିଟର ଦେଶୀମଦ ଜବତ କରିଥିବା ଜଣାପଡିଛି ।
Read More...