Browsing Tag

balangir news

ସହରର ଗାନ୍ଧୀନଗରପଡ଼ାରେ ଲୁଟ ଘଟଣାର ଜଣେ ଅଭିଯୁକ୍ତ ଗିରଫ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଚୋରି ଡକାୟତି ରାହାଜାନୀ ଭଳି ଅନେକ ଅପରାଧିକ କାର୍ଯ୍ୟକଳାପ ବଢ଼ି ବଢ଼ି ଚାଲିଥିବା ବେଳେ ବଲାଙ୍ଗିର ସହରର ଗାନ୍ଧୀନଗରପଡ଼ାରେ ଲୁଟ ଘଟଣାରେ ଗତକାଲି ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ବଲାଙ୍ଗିର ଟାଉନ ପୋଲିସ । ଅଭିଯୁକ୍ତଙ୍କୁ ଗିରଫ କରି…
Read More...

ସରଗାଡ ଗ୍ରାମରେ ଜଣେ ମହିଳାଙ୍କୁ ତାଙ୍କର ପଡୋଶୀ ଦୁର୍ବ୍ୟବହାର କରୁଥିବା ନେଇ ସଦର ଥାନାରେ ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଦର ବ୍ଲକ ଅର୍ନ୍ତଗତ ସରଗାଡ ଗ୍ରାମରେ ଜଣେ ମହିଳାଙ୍କୁ ତାଙ୍କର ପଡୋଶୀ ଦୁର୍ବ୍ୟବହାର କରିବା ସହିତ ମାଡପିଟ କରୁଥିବା ବଲାଙ୍ଗିର ସଦର ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ଗତ ୧୫ ତାରିଖ ଦିନ ସରଗାଡ ଗ୍ରାମର କଳ୍ପଲତା ପଟ୍ଟନାୟକ ଘରର…
Read More...

ଜ୍ଞାନେନ୍ଦ୍ର ମହାନ୍ତିଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ତୁଳସୀନଗର ନିବାସୀ ଜ୍ଞାନେନ୍ଦ୍ର କୁମାର ମହାନ୍ତି (୬୦)ଙ୍କ ଶୁକ୍ରବାର ଭୁବନେଶ୍ୱର ଏମ୍‌ସ ହସ୍ପିଟାଲରେ ପରଲୋକ ହୋଇଯାଇଛି । ସ୍ୱର୍ଗତ ମହାନ୍ତି ବଲାଙ୍ଗିର ସହରରେ ପାଠ୍ୟ ପୁସ୍ତକ ପ୍ରସାରଣ ଆନ୍ଦୋଳନର ଜଣେ ଆଗଧାଡିର ସଦସ୍ୟ ଥିଲେ । ବଲାଙ୍ଗିର…
Read More...

୨୪ତମ କାର୍ଗିଲ ବିଜୟ ଦିବସ ଉପଲକ୍ଷେ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୨୪ତମ କାର୍ଗିଲ ବିଜୟ ଦିବସ ଉପଲକ୍ଷେ ଲାଲ୍‌ଟିକ୍ରା ସ୍ଥିତ ପୂର୍ବତନ ସୈନିକ ସଂଘ କାର୍ଯ୍ୟାଳୟ ପରିସରରେ ସଭାପତି ବିଭୁତି ଭୂଷଣ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ୨୬ ଜୁଲାଇ ୨୦୨୩ ସକାଳ ୯ଟା ସମୟରେ କାର୍ଯ୍ୟାଳୟ ପରିସରରେ…
Read More...

ବଢ଼ୁଛି ଲୋୟର୍‌ ସୁକ୍‌ତେଲ୍‌ ଡ୍ୟାମ୍‌ର ଜଳସ୍ତର, ବିସ୍ଥାପିତଙ୍କୁ ଗାଁ ଛାଡ଼ିବା ପାଇଁ ପ୍ରଶାସନର ଅନୁରୋଧ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ଜୀବନ ରେଖା କୁହାଯାଉଥିବା ଲୋୟର୍‌ ସୁକ୍‌ତେଲ୍‌ ଡ୍ୟାମ୍‌ର ଜଳସ୍ତର ବଢ଼ିଚାଲିଥିବା ବେଳେ ବସ୍ଥାପିତଙ୍କୁ ଗାଁ ଛାଡ଼ିବା ପାଇଁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । ସୂଚନା ଅନୁସାରେ ଡ୍ୟାମ୍‌କୁ ୧୭୬ କ୍ୟୁବିକ୍‌ ମିଟର ଜଳ ପ୍ରବେଶ ଥିବା ବେଳେ…
Read More...

ବଲାଙ୍ଗିର ଶାଖା ଇପିଏଫ୍ ପେନ୍‌ସନ୍‌ ବୃଦ୍ଧି ପାଇଁ ସାଂସଦଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଲ୍ ଓଡିଶା ଇପିଏଫ୍ ପେନ୍‌ସନ୍‌ ଆସୋସିଏସନ୍‌ର ବଲାଙ୍ଗିର ଜିଲ୍ଲା ଶାଖା କର୍ମକର୍ତ୍ତା ପକ୍ଷରୁ ସାଂସଦ ଶ୍ରୀମତୀ ସଂଗୀତା କୁମାରୀ ସିଂହଦେଓଙ୍କୁ ତାଙ୍କ ପେନ୍‌ସନ୍‌ ବୃଦ୍ଧି, ସର୍ବନିମ୍ନ ଇପିଏଫ୍ ପେନ୍‌ସନ୍‌ ୯ ହଜାର କରିବା ସଙ୍ଗେ ମହଙ୍ଗା ଭତ୍ତା ଓ ଚିକିତ୍ସା…
Read More...

ବେସରକାରୀ ସ୍କୁଲ ସଂଘର ଧାରଣା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଜିଲ୍ଲା ବେସରକାରୀ ସ୍କୁଲ ସଂଘର ସଭ୍ୟମାନେ ସିଓଆର୍ ଓ ଆର୍‌ଟିଇ ପ୍ରତିପୁରଣ ଦାବୀରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଧାରଣା ପ୍ରଦର୍ଶନ କରିଛନ୍ତି । ଧାରଣା ଯୋଗୁଁ ଜିଲ୍ଲାର ସମସ୍ତ ବେସରକାରୀ ସ୍କୁଲ ଆଜି ବନ୍ଦ ରହିଛି । ଅର୍ଥ…
Read More...

ସ୍କୁଲ ପାଚିକାଙ୍କୁ ହତ୍ୟା କରିଥିବା ଅଭିଯୋଗ ଆଣିଲେ ପରିବାର ଲୋକେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜଣେ ସ୍କୁଲ ପାଚିକାଙ୍କୁ ହତ୍ୟା ଅଭିଯୋଗ ଆଣିଲେ ବାପ ଘର ଲୋକେ । ଏମିତି ଏକ ଅଭିଯୋଗ ଆସିଛି ବଲାଙ୍ଗିର ସଦର ଥାନା ଫଲ୍‌ସାମାଲ୍‌ ଗାଁରୁ । ଫଲ୍‌ସାମାଲ୍‌ ପ୍ରାଥମିକ ସ୍କୁଲର ପାଚିକା ମୀରା ପଧାନଙ୍କ ଶବ ସନ୍ଦେହ ଜନକ ଅବସ୍ଥାରେ ତାଙ୍କ ଘର ଭିତରୁ ଉଦ୍ଧାର…
Read More...

ଧର୍ମପରାୟଣା ମହିଳା ବସୁମତି ସାହୁଙ୍କ ବିୟୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ନିକଟସ୍ଥ କୁର୍ଲୁପାଲି ନିବାସୀ ସ୍ୱର୍ଗତ ଶିବପ୍ରସାଦ ସାହୁଙ୍କ ଧର୍ମପତ୍ନୀ ଧର୍ମପରାୟଣା ବସୁମତି ସାହୁ(୭୯)ଙ୍କ ଆଜି ପୂର୍ବାହ୍ନରେ ଦେହାନ୍ତ ହୋଇଯାଇଥିବା ସୂଚନା ମିଳିଛି । ବଲାଙ୍ଗିର ଜିଲ୍ଲା ତୈଳିକ ବୈଶ୍ୟ ସମାଜର ସଭାପତି, ବଲାଙ୍ଗିର ଜିଲ୍ଲା…
Read More...

୧୦ ଦଫା ଦାବୀରେ ଜିଲ୍ଲା ସମିତି ସଭ୍ୟ ସଂଘର ବିକ୍ଷୋଭ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ସମିତି ସଭ୍ୟ ସଂଘ ପକ୍ଷରୁ ସଂଘର ସଭାପତି ଗୋଲାପ ବାଗଙ୍କ ନେତୃତ୍ୱରେ ଆଜି ପୂର୍ବାହ୍ନରେ କୋଶଳ କଳା ମଣ୍ଡଳ ପଡ଼ିଆରୁ ଏକ ରାଲି ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…
Read More...