Browsing Tag

balangir news

ପଶ୍ଚିମ ଓଡିଶା ମହିଳା ସଂଗଠନ ତରଫରୁ ଟ୍ରାଇସାଇକେଲ ଓ ବସ୍ତ୍ର ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଇଁନ୍ତଲା ବ୍ଲକ ବଡମାଲ ସ୍ଥିତ ସାଇବାବା କୁଷ୍ଠାଶ୍ରମଠାରେ ପଶ୍ଚିମ ଓଡିଶା ମହିଳା ସଂଗଠନ ତରଫରୁ ୭ ଜଣଙ୍କୁ ଟ୍ରାଇସାଇକେଲ ପ୍ରଦାନ କରାଯାଇଛି । ବଲାଙ୍ଗିର ସ୍ଥିତ ନିରତାରର ନିର୍ଦ୍ଦେଶକ ସୂର୍ଯ୍ୟମଣି ପ୍ରସାଦ, ଅର୍ଥୋଟିଷ୍ଟ ସୁରେନ୍ଦ୍ର କୁମାର ଭୋଇଙ୍କ
Read More...

ବୁବେଲରେ ୭୬ତମ ଦୋଳ ମହୋତ୍ସବ ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ବୁବେଲ ଗ୍ରାମରେ ଚଳିତ ବର୍ଷର ଦୋଳ ମହୋତ୍ସବ ଆରମ୍ଭ ହୋଇଯାଇଛି । ଏହି ଅବସରରେ କଂସ ଦରବାରର ସୁନାମଧନ୍ୟ କଳାକାର ଅନିଲ କୁମାର ନାଏକ ଓ ତାଙ୍କ ଦଳଙ୍କ ଦ୍ୱାରା ଆୟୋଜିତ ହୋଇଛି । ପ୍ରଥମ ଦିନରେ ମହାରାଜା
Read More...

ମା’ ବାପା ଛେଉଣ୍ଡ ତିନି ଅନାଥ ଶିଶୁଙ୍କୁ ଏବେ ସାହାରା ଦେବ କିଏ ?

ବଲାଙ୍ଗିର, (କେପିଏନ୍‌ଏସ୍‌) : ମା’ ବାପାଙ୍କ ଦେହାନ୍ତ ପରେ ଏବେ ସଂପୂର୍ଣ୍ଣ ବେସାହାରା ହୋଇ ପଡ଼ିଛନ୍ତି ତିନି ଜଣ ଅନାଥ ଶିଶୁ । ଆଖାସଖା କେହି ନାହିଁ । ଜମି ଭୂମି କିଛି ନାହିଁ । ଆଦିବାସୀ ସଂପ୍ରଦାୟର ଏହି ତିନି ଶିଶୁ ଏବେ ଚାହିଁ ବସିଛନ୍ତି, କିଏ ଦେବ ତାଙ୍କୁ ସାହାରା ! ଏଭଳି ଏକ କରୁଣ
Read More...

ସୁଇଚ୍ଅନ୍ ଫାଉଣ୍ଡେସନ୍ ପକ୍ଷରୁ ମୁଭ୍ ଫର୍ ଆର୍ଥ୍ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମୁଭ୍ ଫର୍ ଆର୍ଥ୍ ପଦକ୍ଷେପର ଏକ ଅଂଶ ସୁଇଚ୍ଅନ୍ ଫାଉଣ୍ଡେସନ୍ ଏବଂ ଡ୍ରିମ୍ ଇଣ୍ଡିଆର ମିଳିତ ଭାବରେ ଭବିଷ୍ୟତରେ ଅନୁକୂଳ କୌଶଳ, ପ୍ରଯୁକ୍ତିବିଦ୍ୟା ଏବଂ ନିରନ୍ତର ଅଭ୍ୟାସକୁ ପ୍ରୋତ୍ସାହନ ଦେଇ ଚାଲୁଥିବା ଜଳବାୟୁ ସଙ୍କଟ ପ୍ରତି ସ୍ଥିରତା ଆଣିବା ପାଇଁ
Read More...

ଜିଲ୍ଲା ବିଜେପି ପକ୍ଷରୁ ଏସ୍‌ପି ଅଫିସ ସମ୍ମୁଖରେ ଗଣଧାରଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଜେପି ଯୁବ ମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କ ଉପରେ ହୋଇଥିବା ଆକ୍ରମଣରେ ପୋଲିସ ବିରୋଧରେ ବିଭିନ୍ନ ଥାନାରେ ଦିଆଯାଇଥିବା ଏତଲା ପଞ୍ଜିକରଣ ନହେବା ପ୍ରତିବାଦରେ ବଲାଙ୍ଗିର ଜିଲ୍ଲା ବିଜେପି ପକ୍ଷରୁ ଏସ୍‌ପି ଅଫିସ ସମ୍ମୁଖରେ ଗଣଧାରଣା ଦିଆଯାଇଛି । ଏହି
Read More...

ସିଲ୍‌କୀ ରେଷ୍ଟୋରାଣ୍ଟକୁ ଧୂଳିସାତ କଲା ବଲାଙ୍ଗିର ଜିଲ୍ଲା ପ୍ରଶାସନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସରକାରୀ ଜମିକୁ କବ୍‌ଜା କରି ଏକ ବିରାଟ ରେଷ୍ଟୋରାଣ୍ଟ ଖୋଲା ଯାଇଥିବା ବେଳେ ଅଭିଯୋଗକୁ ଭିତ୍ତି କରି ଧୂଳିସାତ କରିଛି ବଲାଙ୍ଗିର ଜିଲ୍ଲା ପ୍ରଶାସନ । ବାରମ୍ବାର ନୋଟିସ୍‌ ପରେ ମଧ୍ୟ ରେଷ୍ଟୋରାଣ୍ଟ ମାଲିକ ନୋଟିସକୁ ବେଖାତିର କରି ଚାଲିଥିବା ବେଳେ ଜିଲ୍ଲା
Read More...

ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଦୁର୍ଗାପାଲିର ବାର୍ଷିକ ଉତ୍ସବ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁନ୍ତଲା ବ୍ଲକ ଅଧିନସ୍ଥ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଦୁର୍ଗାପାଲିର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମଞ୍ଜୁଲତା ସାହୁଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବରେ ସରପଞ୍ଚ ଜନନୀ ମହାଲିଙ୍ଗ, ମୁଖ୍ୟ ବକ୍ତା
Read More...

କ୍ଲଷ୍ଟରସ୍ତରୀୟ ଟିଏଲ୍‌ଏମ୍‌ ମେଳା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବ୍ଲକ ଅନ୍ତର୍ଗତ ରାଧାରାଣୀପଡା ଆଂଚଳିକ ସ୍ତରୀୟ ଶିକ୍ଷଣ ସାମଗ୍ରୀ ମେଳା ଅନୁଷ୍ଠିତ ହୋଇଯାଇଛି । ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ଗିରିଶରାମ ବେହେରାଙ୍କ ଆୟୋଜନରେ ଟିଏଲ୍‌ଏମ୍‌ ମେଳା ଅନୁଷ୍ଠିତ ହୋଇଥିବା ବେଳେ ଡିଆଇଇଟି ଅଧ୍ୟକ୍ଷ ଜ୍ଞାନେନ୍ଦ୍ର
Read More...

ଟ୍ରେନ ଭିତରେ ଯାତ୍ରୀଙ୍କଠୁ ଲୁଟୁ ଥିଲେ ଦୁଇ ଲୁଟେରା, ଧରିଲା ଆର୍‌ପିଏଫ୍

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆପଣ ଟ୍ରେନରେ ରାତ୍ରି ସମୟରେ ଯାତ୍ରା କରୁଛନ୍ତି କି ? ଯଦି କରୁଛନ୍ତି, ତେବେ ହୋଇଯାଆନ୍ତୁ ସାବଧାନ । ରାତିରେ ଟ୍ରେନରେ ମାତିଛନ୍ତି ଲୁଟେରା । କେତେବେଳେ ଜୋରଜବରଦସ୍ତ ଯାତ୍ରୀଙ୍କଠାରୁ ଲୁଟୁଛନ୍ତି ତ ଆଉ କେତେ ବେଳେ ଯାତ୍ରୀଙ୍କଠାରୁ କରୁଛନ୍ତି ପକେଟ ମାର୍‌
Read More...

ଖାଉଟି ସଚେତନତା କର୍ମଶାଳା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବ୍ଲକ ବୈଦିପାଲି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଏବଂ ମଧ୍ୟାହ୍ନ ସମୟରେ ପୁଇଁନ୍ତଲା ବ୍ଲକର ବୀଣାପାଣି ଶିକ୍ଷା ସୌଧ ଠାରେ ବଲାଙ୍ଗିର ଜିଲ୍ଲାର ଉପନିୟନ୍ତ୍ରକ ବୈଧମାପ ବିଜ୍ଞାନ ଆନୁକୂଲ୍ୟରେ ତଥା ବଲାଙ୍ଗିର ମ୍ୟୁନିସିପାଲିଟି ସ୍ଥିତ
Read More...