Browsing Tag

balangir news

ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧୀକାରୀଙ୍କ ଅବସର ଗ୍ରହଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧୀକାରୀ ଡକ୍ଟର ସନ୍ତୋଷ କୁମାର ପଣ୍ଡା ଅବସର ଗ୍ରହଣ କରିଛନ୍ତି । ସେ ବଲାଙ୍ଗିର ଜିଲ୍ଲାରେ ନୂତନ ଭାବେ ଯୋଗଦାନ କରିଥିବା ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧୀକାରୀ ଆଲୋକ କୁମାର ନାୟକଙ୍କୁ ଦାୟିତ୍ଵ ହସ୍ତାନ୍ତର…
Read More...

ଧରମ୍‌ ସିଂ ମାନ୍‌ଧାତାଙ୍କ ସ୍ମୃତି ରକ୍ଷା ପାଇଁ ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମହାନ୍‌ ସ୍ୱାଧୀନତା ସଂଗ୍ରାମୀ ଧରମ୍‌ ସିଂ ମାନ୍‌ଧାତାଙ୍କ ସ୍ମୃତି ରକ୍ଷା ପାଇଁ ଆଜି ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁଙ୍କ ଅଧ୍ୟକ୍ଷତାରେ ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ବିଜାଖମନ୍‌ରେ…
Read More...

ବଲାଙ୍ଗିର ପାଟଣେଶ୍ୱରୀ ମନ୍ଦିରର ପୁନଃଉଦ୍ଧାର ଦାବୀରେ ଧାରଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ କାହିିଁ କେଉଁ କାଳରୁ ପାଟଣାର ଇଷ୍ଟଦେବୀ ମା' ପାଟଣେଶ୍ୱରୀ ପୂଜା ପାଇ ଆସୁଛନ୍ତି । ଏହି ମନ୍ଦିରର ମରାମତି ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ସମେତ ସୌଦର୍ଯ୍ୟକରଣକୁ ଗୁରୁତ୍ୱ ଦିଆନଯାଉଥିବାରୁ ଆଜି ଦେବାଳୟ ସୁରକ୍ଷା କମିଟି ପକ୍ଷରୁ ମନ୍ଦିର…
Read More...

ମେହେରମୁଣ୍ଡା ସିଂ କୋଚିଂ ସେଣ୍ଟରଠାରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମେହେରମୁଣ୍ଡା ସିଂ କୋଚିଂ ସେଣ୍ଟରଠାରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ସମ୍ବର୍ଦ୍ଧନା ସଭା ରଣ୍ଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ସୈନିକ ସଂଘର ସଂପାଦକ ପ୍ରତାପ ଚନ୍ଦ୍ର ରଥ, ସମ୍ମାନିତ…
Read More...

କ୍ୟାଡର ପୁନର୍ବିନ୍ୟାସ ନକଲେ ଆନ୍ଦୋଳନ କରିବ କୃଷି ସେବା ସଂଘ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୀର୍ଘ ଦିନରୁ କ୍ୟାଡର ପୁନର୍ବିନ୍ୟାସ ପାଇଁ ଦାବୀ କରାଯାଉଥିଲେ ମଧ୍ୟ ରାଜ୍ୟ ସରକାର ଶୁଣୁ ନଥିବାରୁ ଆସନ୍ତା ଅଗଷ୍ଟ ୮ ତାରିଖରେ ସରକାରଙ୍କୁ ଏ ସଂକ୍ରାନ୍ତରେ ଦାବୀ ପତ୍ର ଦେଇ ପରବର୍ତ୍ତୀ ପର୍ଯ୍ୟାୟରେ ସରକାରଙ୍କ ଆଭିମୁଖ୍ୟ ସକାରାତ୍ମକ ନହେଲେ ଆନ୍ଦୋଳନାତ୍ମକ…
Read More...

ବୁଡିଅଞ୍ଚଳ ଲୋକଙ୍କ ସମସ୍ୟା ବୁଝିଲେ ନରସିଂହ

ଝାଙ୍କରପାଲି ଅସ୍ଥାୟୀ କଲୋନୀ, ଚୁଡାପାଲି ଅସ୍ଥାୟୀ ଶିବିର କଲେ ପରିଦର୍ଶନବିସ୍ଥାପିତ ଲୋକଙ୍କ ସହ କଲେ ଆଲୋଚନାକଷ୍ଟରେ ରହୁଛନ୍ତି ବିସ୍ଥାପିତ : ନରସିଂହଆଗାମୀ ୧୦ ତାରିଖରେ ହେବ ପ୍ରଶାସନ ସହ ଆଲୋଚନା : ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଲୋୟର ସୁକ୍‌ତେଲ ପ୍ରକଳ୍ପ ଦ୍ୱାରା…
Read More...

କୃଷ୍ଣଚନ୍ଦ୍ର ପଣ୍ଡାଙ୍କର ୧୦୭ତମ ଜନ୍ମ ଜୟନ୍ତୀ ପାଳିତ

ଜିଲ୍ଲାରେ ସାମୂହିକ ବିକାଶ ପାଇଁ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ କୃଷ୍ଣଚନ୍ଦ୍ର ପଣ୍ଡା ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ସାମୂହିକ ବିକାଶର ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ ଜନପ୍ରିୟ କୃଷ୍ଣଚନ୍ଦ୍ର ପଣ୍ଡା । ସେ ସମୟରେ ଜନ ସମାଜର ପ୍ରକୃତ ଆବଶ୍ୟକତା ପୂରଣ ପାଇଁ…
Read More...

ବିଦ୍ୟୁତ ସେବାରୁ ବଂଚିତ ତିନୋଟି ପଞ୍ଚାୟତ ଲୋକେ ଘେରିଲେ ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଦ୍ୟୁତ ସେବାରୁ ବଂଚିତ ହୋଇଥିବା ତିନୋଟି ପଞ୍ଚାୟତର ଲୋକେ ଆଜି ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗଙ୍କ ନେତୃତ୍ୱରେ ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ସୁକତେଲ ଜଳ ଭଣ୍ଡାରରେ ୧୧ କେଭି ବିଦ୍ୟୁତ ଖୁଣ୍ଟ ବୁଡି ଅନ୍ଧାରରେ…
Read More...

ବଲାଙ୍ଗିର ଜିଲ୍ଲା ହିନ୍ଦୁ ସମାଜ ଜାଗରଣ ମଂଚ ପକ୍ଷରୁ ବନ୍ଦ ଡାକରା : ବଲାଙ୍ଗିରରେ ଅଖଚକ ବନ୍ଦ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ହିନ୍ଦୁ ସମାଜ ଜାଗରଣ ମଂଚ ପକ୍ଷରୁ ଆଜି ବଲାଙ୍ଗିର ବନ୍ଦ ଡାକରା ଦିଆଯାଇଥିଲା । ଏହି ବନ୍ଦ ଡାକରା ପ୍ରଭାବରେ ବଲାଙ୍ଗିର ସହରର ଦୋକାନ ବଜାର, ସ୍କୁଲ କଲେଜ ବନ୍ଦ ରହିଥିବା ଦେଖିବାକୁ ମିଳିଛି । ଜିଲ୍ଲାପାଳ ଚଞ୍ଚଳ ରାଣା ନିଜ କାର୍ଯ୍ୟାଳୟକୁ…
Read More...

ସୁକତେଲ ଜଳ ଭଣ୍ଡାରରେ ୧୧ କେଭି ବିଦ୍ୟୁତ ଖୁଣ୍ଟ ବୁଡି ତିନୋଟି ପଞ୍ଚାୟତ ଅନ୍ଧାରରେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୋୟର ସୁକତେଲ ଜଳପ୍ରକଳ୍ପକୁ ବଲାଙ୍ଗିର ଜିଲ୍ଲାର ଜୀବନରେଖା କୁହାଯାଉଥିବା ବେଳେ ଏବେ ଏହା ଉପରମୁଣ୍ଡରେ ଥିବା ରେଙ୍ଗାଲି, ରତାଖଣ୍ଡି ଗ୍ରାମ ପଞ୍ଚାୟତର ଦଶାଧିକ ଗାଁ ପାଇଁ ଅଭିଶାପ ପାଲଟି ଯାଇଛି । ଉକ୍ତ ଗ୍ରାମ ପଞ୍ଚାୟତର ଗ୍ରାମଗୁଡିକୁ ଚୁଡାପାଲି ସେକ୍ସନରୁ…
Read More...