Browsing Tag

balangir news

ବଲାଙ୍ଗିର ଗସ୍ତରେ ୫ଟି ସଚିବ

ବଲାଙ୍ଗିର (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦେଶ କ୍ରମେ ୫ଟି ସଚିବ ଭି କେ ପାଣ୍ଡିଆନ ଦୁଇ ଦିନିଆ ବଲାଙ୍ଗିର ଗସ୍ତରେ ଆସିଛନ୍ତି । ତାଙ୍କର ଏହି ଗସ୍ତ ସମୟରେ ସେ ବଲାଙ୍ଗିର ଜିଲ୍ଲାର ଅନେକ ପ୍ରକଳ୍ପର ସମୀକ୍ଷା କରିବା ସହ ଜନଶୁଣାଣି ସଭାରେ ଯୋଗ ଦେଇଥିଲେ । ଏହି ଗସ୍ତ…
Read More...

ବଲାଙ୍ଗିର ଟାଉନ ପୋଲିସକୁ ମିଳିଲା ବଡ଼ ସଫଳତା : ସହରର ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟାଉନ ପୋଲିସ ଏକ ଚୋରି ଘଟଣାରେ ବଡ଼ ସଫଳତା ପାଇଛି । ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗତ ଜୁଲାଇ ମାସ ୩୦ ତାରିଖ ରାତ୍ରୀରେ ବଲାଙ୍ଗିର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟସ୍ଥ ଜଳରାମ ମନ୍ଦିର ଗଳିରେ ଥିବା ପ୍ରିନ୍ସ ମୋବାଇଲ ଦୋକାନରୁ ସଟର…
Read More...

ଜୟ ଦୁର୍ଗା ଏଣ୍ଟର ପ୍ରାଇଜେସ୍‌ର ୱାନ୍‌ ଗ୍ରାମ୍‌ ଗୋଲ୍ଡ ଜ୍ୱେଲରୀ ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ଥାନା ଅନ୍ତର୍ଗତ ବିଲେଇସର୍ଡା ଗ୍ରାମରେ ଆଜି ଜୟ ଦୁର୍ଗା ଏଣ୍ଟର ପ୍ରାଇଜେସ୍‌ର ୱାନ୍‌ ଗ୍ରାମ୍‌ ଗୋଲ୍ଡ ଜ୍ୱେଲରୀ ଉଦ୍‌ଘାଟିତ ହୋଇଯାଇଛି । ଏହି ଉଦ୍‌ଘାଟନୀ ସମାରୋହରେ ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ…
Read More...

ସର୍ବେଶ୍ୱରୀ ଷଡଙ୍ଗୀଙ୍କ ପରଲୋକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବ୍ରାହ୍ମଣପଡା ନିବାସୀ ସର୍ବେଶ୍ୱରୀ ଷଡଙ୍ଗୀଙ୍କ ୮୨ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଜଣେ ଧର୍ମପରାୟଣ, ପରୋପକାରୀ ମହିଳା ଥିଲେ । ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ୪ ପୁତ୍ର ଜ୍ୟେଷ୍ଠ ପୁତ୍ର ରାଧାଗୋବିନ୍ଦ ଷଡଙ୍ଗୀ, ବାଳଗୋବିନ୍ଦ, ଗୋବିନ୍ଦ ବଲ୍ଲବ ଓ…
Read More...

ମାହେଶ୍ୱରୀ ସେବା ସଂଗଠନକୁ ପ୍ରଦାନ କରାଯିବ ପାର୍ବତୀଗିରି ସେବା ସମ୍ମାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଟିକ୍ରାପଡା ସ୍ଥିତ ଦଧିବାମନ ମନ୍ଦିରଠାରେ ପୂଜ୍ୟପୂଜା ସେବା ସଂଗଠନର ଏକ ବୈଠକ ଶିକ୍ଷାବିତ କପିଳ ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଚଳିତ ବର୍ଷ ପାଇଁ ମର୍ଯ୍ୟାଦାଜନକ ବହ୍ନିକନ୍ୟା ମାଆ ପାର୍ବତୀଗିରି ସେବା ସମ୍ମାନ ବଲାଙ୍ଗିରର…
Read More...

ବଲାଙ୍ଗିର ରେଳ ଷ୍ଟେସନ ପୁନର୍ବିନ୍ୟାସର ଭିତ୍ତିପ୍ରସ୍ତର

ରେଳ ଷ୍ଟେସନର ପୁନର୍ବିନ୍ୟାସ ବଲାଙ୍ଗିର - ବିଛୁପାଲି ରେଲ ଭଳିଆ ନ ହେଉ : ନରସିଂହବଜେଟର ପରିମାଣର ପ୍ରଚାର ନ କରି ବର୍ଷ ଶେଷକୁ କେତେ ଖର୍ଚ୍ଚ ହେଲା ତାର ହିସାବ ଦିଅନ୍ତୁ ପ୍ରଧାନମନ୍ତ୍ରୀ : ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ରେଳ ଷ୍ଟେସନର ପୁନର୍ବିନ୍ୟାସ ହେବାକୁ…
Read More...

ବଲାଙ୍ଗିର ଜିଲ୍ଲା ଗାୟତ୍ରୀ ସମନ୍ଵୟ ସମିତିର ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନ ୧୧ଟା ବେଳେ ସ୍ଥାନୀୟ ଗୋପାଳ ଜୀଉ ମନ୍ଦିର ପରିସରରେ ଥିବା ଗାୟତ୍ରୀ ଶକ୍ତି ପୀଠଠାରେ ଜିଲ୍ଲା ସଂଯୋଜକ ସତ୍ୟ ନାରାୟଣ ଗୁପ୍ତାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସମନ୍ଵୟ ସମିତିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପରମ ପୂଜ୍ୟ ଗୁରୁଦେବଙ୍କ ଯୁଗ…
Read More...

ବଲାଙ୍ଗିରର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ୪୦.୫ କୋଟି ଟଙ୍କା ମଂଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ, ଘୋଷଣା କଲେ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ଅବସରରେ ଆଜି ରାଜେନ୍ଦ୍ର ୟୁନିଭର୍‌ସିଟିର ପ୍ଲେ ଗ୍ରାଉଣ୍ଡରେ ଆୟୋଜିତ ଏକ ବିଶାଳ ଛାତ୍ର ସମାବେଶକୁ ଉଦ୍‌ବୋଧନ ଦେଇଛନ୍ତି ୫-ଟି ସଚିବ ଭି.କେ.ପାଣ୍ଡିଆନ୍‌ । ସେ ହଜାର ହଜାର ଛାତ୍ରଛାତ୍ରୀଙ୍କ ଭାବ ବିନିମୟ କରିବା ସହ…
Read More...

ତୁଷୁରା ସମଲେଇ ମନ୍ଦିରରୁ ଆଶୀର୍ବାଦ ନେଇ ୫-ଟି ସଚିବ ଆରମ୍ଭ କଲେ ବଲାଙ୍ଗିର ଗସ୍ତ : ବିଶାଳ ଜନସମାବେଶରେ ଉଦ୍‌ବୋଧନ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ତୁଷୁରାର ମା’ ସମଲେଇଙ୍କ ଆଶୀର୍ବାଦ ନେଇ ୫-ଟି ସଚିବ ଭି.କେ.ପାଣ୍ଡିଆନ୍‌ ଆରମ୍ଭ କରିଛନ୍ତି ବଲାଙ୍ଗିର ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ । ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ତୁଷୁରା ସ୍ଥିତ ସମଲେଶ୍ୱରୀଙ୍କ ମନ୍ଦିରରେ ଦର୍ଶନ ସାରି…
Read More...

ଗୋଦାମ୍‌ରୁ ତାର ଚୋରି କରି ଟାଉନ ପୋଲିସ ହାତରେ ଧରାପଡିଲେ ଦୁଇ ଯୁବକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ତାର ଗୋଦାମ୍‌ରୁ ତାର ଚୋରି ଅଭିଯୋଗରେ ଦୁଇ ଜଣଙ୍କୁ ଟାଉନ ପୋଲିସ ଗିରଫ କରିଥିବା ଜଣାପଡିଛି । ଗିରଫ ଦୁଇ ଜଣ ହେଲେ ପୁଇଁନ୍ତଲା ଥାନା ଅନ୍ତର୍ଗତ ଦଶପୁର ଗାଁର ଅଭିଷେକ କୁମ୍ଭାର (୨୨) ଓ ଶାନ୍ତନୁ ମହାନନ୍ଦ (୩୧) । ସୂଚନା ଅନୁସାରେ ଗତ କିଛି ଦିନ ତଳେ…
Read More...