Browsing Tag

balangir news

ଆଜି ରଙ୍ଗର ପର୍ବ ହୋଲି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ରଙ୍ଗର ପର୍ବ ହୋଲି । ଗାଁଠୁ ସହର ଚଳଚଞ୍ଚଳ ଏହି ରଙ୍ଗ ଖେଳ ହୋଲି ପାଇଁ । ପ୍ରତିବର୍ଷ ଫାଲ୍‌ଗୁନ ମାସ ପୂର୍ଣ୍ଣମୀ ତିଥିରେ ହୋଲି ପର୍ବ ପାଳନ କରାଯାଏ । ତେବେ ଗତ ୨ ବର୍ଷ କରୋନା କଟକଣା ଯୋଗୁଁ ହୋଲି ପର୍ବ ଫିକା ପଡିଥିବା ବେଳେ ଚଳିତ ବର୍ଷ ହୋଲି ପର୍ବ
Read More...

ଶାରୀରିକ ସଂପର୍କ ରଖିବାକୁ ମନା କରିବାରୁ ପ୍ରେମିକାଙ୍କୁ ମରଣାନ୍ତକ ଆକ୍ରମଣ କଲା ଜଣେ ସଇତାନ୍‌ ପ୍ରେମିକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶାରୀରିକ ସଂପର୍କ ରଖିବାକୁ ମନା କରିବାରୁ ପ୍ରେମିକାଙ୍କୁ ମରଣାନ୍ତକ ଆକ୍ରମଣ କରିଛି ଜଣେ ସଇତାନ୍‌ ପ୍ରେମିକ । ଏଭଳି ଏକ ଘଟଣା ସାରା ବଲାଙ୍ଗିର ସହରରେ ଚର୍ଚ୍ଚାର ବିଷୟ ପାଲଟିଛି । ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ବଲାଙ୍ଗିର ଲର୍କିପାଲିର ଦାସ ବାଗ
Read More...

ଜିଲ୍ଲାସ୍ତରୀୟ ଉଦ୍ୟୋଗୀ ସପ୍ତାହ ପାଳନର ତୃତୀୟ ଦିବସ : ଉତ୍ପାଦର ବ୍ରାଣ୍ଡିଂ ଓ ପ୍ୟାକେଜିଙ୍ଗ ସହ ଉଦ୍ୟୋଗ ସଂକ୍ରାନ୍ତୀୟ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିଳ୍ପ କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟ ପଡିଆଠାରେ ଚଳିତ ମାର୍ଚ୍ଚ ୫ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ଜିଲ୍ଲାସ୍ତରୀୟ ଉଦ୍ୟୋଗୀ ସପ୍ତାହର ତୃତୀୟ ଦିବସରେ ବିଭିନ୍ନ ବିଷୟ
Read More...

ବିଜୁ ପଟ୍ଟନାୟକ ପଞ୍ଚାୟତ ସଶକ୍ତିକରଣ ପୁରସ୍କାର ପାଇଲା ବଲାଙ୍ଗିର ସଦର ବ୍ଲକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଜୁ ପଟ୍ଟନାୟକ ପଞ୍ଚାୟତ ସଶକ୍ତିକରଣ ପୁରସ୍କାରରେ ସମଗ୍ର ରାଜ୍ୟର ୩୧୪ଟି ବ୍ଲକ ମଧ୍ୟରେ ୨୦୨୧-୨୨ବର୍ଷ ପାଇଁ ତୃତୀୟ ସ୍ଥାନରେ ରହି କୋଡିଏ ଲକ୍ଷ ଟଙ୍କାର ଚେକ୍‌ ସହ ପ୍ରମାଣପତ୍ର ପାଇଛି ବଲାଙ୍ଗିର ଜିଲ୍ଲାର ଏକ ନମ୍ବର ବ୍ଲକ, ବଲାଙ୍ଗିର ସଦର ବ୍ଲକ । ପ୍ରବାଦ
Read More...

ବ୍ରାହ୍ମଣୀପାଲିରେ ତ୍ରିଦିବସୀୟ ମେହେବୁବ୍ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ ଗଇଁନ୍ତଲା ପଞ୍ଚାୟତର ବ୍ରାହ୍ମଣୀପାଲି ଗ୍ରାମରେ ଗାଁ କମିଟିର ପ୍ରଚେଷ୍ଟା କ୍ରମେ ବ୍ରାହ୍ମଣୀପାଲିରେ ତ୍ରିଦିବସୀୟ ମେହେବୁବ୍ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଅଞ୍ଚଳର ବଛା ବଛା
Read More...

ଧୁମ୍‌ଧାମ୍‌ରେ ଦୋଳ ଉତ୍ସବ ପାଳନ କଲା ବଳାଙ୍ଗିର ଯାଦବ ମହାସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଡ ଧୁମ୍‌ଧାମ୍‌ରେ ଦୋଳ ଉତ୍ସବ ପାଳନ କରୁଛି ବଳାଙ୍ଗିର ଯାଦବ ମହାସଭା । ଜୟ ମାଧବ, ଜୟ ଯାଦବ ନାରାକୁ ବହନ କରି ଦୀର୍ଘ ୧୭ ବର୍ଷ ହେଲା ଦୋଳ ଉତ୍ସବ ପାଳନ କରିଆସୁଛି ଯାଦବ ମହାସଭା । ଏହି କ୍ରମରେ ଗତକାଲି ସ୍ଥାନୀୟ ଯାଦବ ଭବନରେ କବିତା ଆସରର ଆୟୋଜନ ହୋଇଥିବା
Read More...

ଲୋୟର ସୁକତେଲ ଡେମ୍‌ ଓ କୁଟୁମ୍‌ଡୋଲା ଗ୍ରାମକୁ ମିଳିତ ଭାବେ ପରିଦର୍ଶନ କଲେ ଜିଲ୍ଲାପାଳ ଏସ୍‌ପି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ ଏବେ ପୂରଣ ହେବାକୁ ଯାଉଛି । ଏହାକୁ ନେଇ ସମସ୍ତ ବଲାଙ୍ଗିରବାସୀ ଖୁସି ବ୍ୟକ୍ତ କରୁଥିବା ବେଳେ ଆଜି ଏହି ଲୋୟର ସୁକତେଲ ଡେମ୍‌କୁ ମିଳିତ ଭାବେ ପରିଦର୍ଶନ କରିଛନ୍ତି ଜିଲ୍ଲାପାଳ ଚଂଚଳ ରାଣା ଓ ଏସ୍‌ପି ନିତିନ କୁଶଳକର ।
Read More...

ସ୍ୱାମୀଙ୍କ କଷ୍ଟ ଉପାର୍ଜିତ ଟଙ୍କା ଧରି ଅନ୍ୟ କାହା ସହ ଫେରାର ମାରିଛି ସ୍ତ୍ରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱାମୀଙ୍କ କଷ୍ଟ ଉପାର୍ଜିତ ଟଙ୍କା ଧରି ଅନ୍ୟ କାହା ସହ ଫେରାର ମାରିଛି ସ୍ତ୍ରୀ । ଏଭଳି ଏକ ଘଟଣା ଘଟିଛି ବଲାଙ୍ଗିର ସହର ସୁଦପଡାଠାରେ । ଏନେଇ ସ୍ୱାମୀ ଟାଉନ ଥାନାର ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ବଲାଙ୍ଗିର ସହର ଖଲିଆପାଲିର
Read More...

ଜିଲ୍ଲାସ୍ତରୀୟ ଜୁନିୟର ରେଡକ୍ରସ୍‌ ଶିବିର ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାସ୍ତରୀୟ ତ୍ରିଦିବସୀୟ ଜୁନିୟର ରେଡକ୍ରସ୍‌ ପ୍ରଶିକ୍ଷଣ ଓ ତାଲିମ ଶିବିର ସଇଁନ୍ତଲା ବ୍ଲକ ଅନ୍ତର୍ଗତ ବେଲଗାଁ ସ୍ଥିତ ସରକାରୀ ବିଜୟାନନ୍ଦ ହାଇସ୍କୁଲଠାରେ ଉଦ୍‌ଯାପିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ଧୃବଚରଣ ବେହେରାଙ୍କ ଅଧ୍ୟକ୍ଷତାରେ
Read More...

ଆଶା କର୍ମୀଙ୍କ ୧୨ ଦଫା ସମ୍ବଳିତ ଦାବୀ ପୂରଣ ନେଇ ବିଧାନସଭା ଘେରାଓ ପାଇଁ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବ୍ଲକ ଓ ପୁଇଁନ୍ତଲା ବ୍ଲକ ନିଖିଳ ଓଡିଶା ଆଶା କର୍ମୀ ସଂଘ ପକ୍ଷରୁ ୧୨ ଦଫା ସମ୍ବଳିତ ଦାବୀରେ କଲେଜ ଛକ ସ୍ଥିତ ମିଶନ ହାଇସ୍କୁଲ ପଡିଆରେ, ପୁଇଁନ୍ତଲା ବ୍ଲକ ଜାମଗାଁର ଉଭୟ ସ୍ଥାନରେ ଆସନ୍ତା ୧୫ ମାର୍ଚ୍ଚରୁ ବିଧାନସଭା ସମ୍ମୁଖରେ ଦିବା ରାତ୍ର
Read More...