Browsing Tag

balangir news

ହରିହର ଭେଟ ଅବସରରେ ଫଗୁଣ କବିତା ପାଠ ଓ ଶିଶୁ କବିତା ଗୁଚ୍ଛ କଳିକା ଉନ୍ମୋଚିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ହରିହର ଭେଟ ଅବସରରେ ଅଙ୍କୁର ସାହିତ୍ୟ ସଂସଦ ତରଫରୁ କବିତା ଆସର ଏବଂ ଶିଶୁ ସାହିତ୍ୟିକ ମଦନ ମୋହନ ରଥଙ୍କ ଚତୁର୍ଥ ଶିଶୁ କବିତା ଗୁଚ୍ଛ କଳିକାର ଉନ୍ମୋଚନ ସମାରୋହ ସଂସଦର ସଭାପତି କସ୍ତୁରୀ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ପାର୍ବଣରେ ମୁଖ୍ୟ
Read More...

ରାଜ୍ୟସ୍ତରୀୟ ଟାଇକଣ୍ଡୋ ଖେଳାଳିଙ୍କୁୁ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଟାଇକଣ୍ଡୋ ସଂଘ ତରଫରୁ ସ୍ଥାନୀୟ ରେଲୱେ ଷ୍ଟେସନ ଛକ ସ୍ଥିତ ଟାଇକଣ୍ଡୋ ସ୍କୁଲରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଗତ ଜାନୁୟାରୀ ୧୪ ଓ ୧୫ ତାରିଖ ଦୁଇ ଦିନ ଧରି ପୁରୀର ସତିରାନୀଘାଟ ସ୍ଥିତ ଇନ୍‌ଡୋର ହଲ୍‌ରେ ଅନୁଷ୍ଠିତ
Read More...

ସଡକ ଦୁର୍ଘଟଣା : ଯୁବକ ଆହତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ରେଙ୍ଗାଲୀ ଗାଁ ନିକଟରେ ଭାରସାମ୍ୟ ହରାଇ ବାଇକ୍‌ ଚାଳକ ଆହତ ହୋଇଥିବା ଜଣାପହିଛି । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ଆଗଲପୁର ରେଙ୍ଗାଲୀ ଗାଁର ଦୀପକ ପୋଢ(୩୨) ନାମକ ଜଣେ ଯୁବକ ବାଇକ୍‌ରେ ଗାଧୋଇବା ପାଇଁ ଯାଉଥିବା ବେଳେ ରେଙ୍ଗାଲୀ ଛକ
Read More...

ରାଧାକୃଷ୍ଣ ମନ୍ଦିର ପେଲେସ ଲାଇନଠାରେ ୧୩ତମ ହରିହର ଭେଟ ଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ‘କିରଣ’ ଓ ରାଧାକୃଷ୍ଣ ମନ୍ଦିର ତରଫରୁ ୧୩ତମ ହରିହରଙ୍କ ଭେଟ ଓ ଦୋଳ ପୂର୍ଣ୍ଣିମା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଗତ ମଙ୍ଗଳବାର ଦିନ ସନ୍ଧ୍ୟା ଘ.୬ଟା ସମୟରେ ସୁସଜ୍ଜିତ ବିମାନ ଯୋଗେ ଦେବ ଦେବ ମହାଦେବ ଶ୍ରୀହର
Read More...

ବିଶ୍ୱ ମହିଳା ଦିବସ ଓ ହୋଲି ଉତ୍ସବକୁ ନିଆଁରା ଢଙ୍ଗରେ ପାଳିଲା ମାହେଶ୍ୱରୀ ସଂଗଠନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସୂର୍ଯ୍ୟନଗର ସ୍ଥିତ ସ୍ୱଧାର ଗୃହର ଅନ୍ତେବାସୀଙ୍କ ଗହଣରେ ବିଶ୍ୱ ମହିଳା ଦିବସ ଓ ହୋଲି ଉତ୍ସବ ବହୁ ହସଖୁସିରେ ପାଳନ କରାଯାଇଛି । ମାହେଶ୍ୱରୀ ସଂଗଠନ ମହିଳା ଶାଖାର ସହ ସଂଯୋଜିକା କ୍ରିତିକା ଅଗ୍ରୱାଲଙ୍କ ତତ୍ୱାବଧାନରେ ଏକ ବୈଠକ ମଧ୍ୟ ଅନୁଷ୍ଠିତ
Read More...

ବେଆଇନ କଫ୍‌ ସିରଫ୍‌ ଓ ନିଶା ଟାବ୍‌ଲେଟ୍‌ ବେପାରୀକୁ ଧରିଲା ବଲାଙ୍ଗିର ଟାଉନ୍‌ ପୁଲିସ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଉପରମୁହାଁ ବେଆଇନ ଦେଶୀ ବିଦେଶୀ ମଦ କାରବାର ତଥା ବେଆଇନ କଫ୍‌ ସିରଫ୍‌ ଓ ନିଶା ଟାବ୍‌ଲେଟ୍‌ ବେପାରକୁ ଦମନ କରିବା ପାଇଁ ବଲାଙ୍ଗିର ପୁଲିସ ରୀତିମତ ଚଢ଼ାଉ ଜାରି ରଖିଛି । ପ୍ରତ୍ୟହ ଚାଲିଛି ଧରପଗଡ଼, ଚଢ଼ାଉ । କିନ୍ତୁ ତଥାପି ଆହୁରି ଆହୁରି
Read More...

ବଲାଙ୍ଗିର ବନ ବିଭାଗ ପକ୍ଷରୁ ଭାରେଲ ଗ୍ରାମରେ ଚଢାଉ : କାଠ ସହ ଟ୍ରାକ୍ଟର ଜବତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବନ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଓ ବଲାଙ୍ଗିର ରେଂଜର କେଶବ କିଶୋର ନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବନ ବିଭାଗ ପକ୍ଷରୁ ଭାରେଲ ଗ୍ରାମରେ ଚଢାଉ କରାଯାଇ ବିପୁଳ ପରିମାଣରେ କାଠ ଗଣ୍ଡି ସହ ଏକ ଟ୍ରାକ୍ଟର (ଓଆର୍‌୦୩ଇ୫୩୨୨)କୁ ଜବତ କରାଯାଇଥିବା
Read More...

କନ୍ଧପାଲିପଡା ବନ୍ଧକୁ ମାଛ ମାରିବାକୁ ଯାଇ ନିଜେ ଶବ ହୋଇ ଫେରିଲେ ଯୁବକ : ବଲାଙ୍ଗିର ମେଡିକାଲରେ ସରିଲା ଶବ ବ୍ୟବଚ୍ଛେଦ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ରଙ୍ଗର ପର୍ବ ହୋଲି । ଏହି ଉପଲକ୍ଷେ ସମସ୍ତେ ହୋଲି ଖେଳୁଥିବା ବେଳେ ଆଜି ବଲାଙ୍ଗିର ସହରର କନ୍ଧପାଲିପଡାରୁ ଏକ ଅଭାବନୀୟ ଘଟଣା ଘଟିଥିବାର ଖବର ମିଳିଛି । ଜଣେ ଯୁବକ କନ୍ଧପାଲିପଡା ବନ୍ଧକୁ ମାଛ ମାରିବାକୁ ଯାଇ ପାଣିରେ ଜୀବନ ହାରିଥିବା ସୂଚନା ରହିଛି ।
Read More...

ଆଜି ଆନ୍ତର୍ଜାତୀୟ ମହିଳା ଦିବସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଆନ୍ତର୍ଜତୀୟ ମହିଳା ଦିବସ । ପ୍ରତିବର୍ଷ ମାର୍ଚ୍ଚ ମାସ ୮ ତାରିଖ ଦିନ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଥାଏ । ଆନ୍ତର୍ଜାତୀୟ ମହିଳା ଦିବସ ମହିଳାମାନଙ୍କୁ ସମସ୍ତ ଦିଗରେ ବଳିଷ୍ଠ କରିବା ସହ ମହିଳା ସ୍ୱାଧୀନତାର ବାର୍ତ୍ତା ଦେଇ ଆସୁଛି ।
Read More...

ଖଲିଦନା ବିକି ଜୀବିକା ନିର୍ବାହ କରୁଛନ୍ତି ଦଣ୍ଡ ନାଚର କୃଷ୍ଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଖଲିଦନା ବିକି ଜୀବିକା ନିର୍ବାହ କରୁଛନ୍ତି ଦଣ୍ଡ ନାଚର କୃଷ୍ଣ ଜଗବନ୍ଧୁ ସା’ । ଜମି ଭୂମି ନାହିଁ । କୁଟୁମ୍ବ ପ୍ରତିପୋଷଣ କରିବା ବଡ଼ କଷ୍ଟଦାୟକ ହୋଇପଡ଼ିଛି ତାଙ୍କ ପାଇଁ । ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ବାରପୁର୍‌ଗିଆର ବାସିନ୍ଦା ଅଟନ୍ତି ଜଗବନ୍ଧୁ ।
Read More...